Showing 128 Result(s)
ତନ୍ଦୁରୀ ପାମ୍ପଲେଟ୍
Non- Vegetarian Other Regional Foods

ତନ୍ଦୁରୀ ପାମ୍ପଲେଟ୍

ଉପକରଣ-ପାମ୍ପଲେଟ୍ ମାଛ -୬୦୦ ଗ୍ରାମ, ସୋରିଷ ବଟା-୧୦ ଗ୍ରାମ୍, ଅଦା ବଟା୧୦ ଗ୍ରାମ୍, ରସୁଣ ବଟା-୧୦ ଗ୍ରାମ୍, ଲେମ୍ବୁ -୨ଟା, ଗରମ ମସଲା-୫ ଗ୍ରାମ, ଜିରା ଗୁଣ୍ଡ-୫ ଗ୍ରାମ୍, ଲଙ୍କା ଗୁଣ୍ଡ-୫ ଗ୍ରାମ୍, ସୋରିଷ ତେଲ-୩ଚାମୁଚ, ଆଚାର (ପିନିଲା)-୧୦ ଗ୍ରାମ, ଲାଲ ର°ଗ-୨ ଗ୍ରାମ୍ ଓ ଆବଶ୍ୟକ ଅନୁସାରେ ଲୁଣ ନେବେ । ପ୍ରସ୍ତୁତି – ପ୍ରଥମେ ପାମ୍ପଲେଟ୍ ମାଛରୁ ପିତ୍ତକୁ କାଟି ବାହାର କରି ଏହାର ଉପରି ଭାଗକୁ ଛୁରୀରେ ଦୁଇ ଭାଗ କରି କାଟି …

Non-Vegetarian Other Regional Foods

ଶାହୀ କବାବ

ଉପକରଣ – ମାଂସ କିମା-୧ କିଲୋ, ଚୁଟ ଡ଼ାଲି-୨୦୦ ଗ୍ରାମ, ପିଆଜ-୨୦୦ ଗ୍ରାମ, କଟା କଞ୍ଚା ଲଙ୍କା-୧୦ଟା, କଟା ହୋଇଥୁବା ଅଦା-ଅଜ, କଟା ରସୁଣ-୨୦ କୋଲା, କର୍ଣ୍ଣଫେର୪ଟା ବଡ଼ ଚାମୁଚ, ଲବଙ୍ଗ-୮ଟା, ଡ଼ାଲଚିନି ଖଣ୍ଡେ, ଛୋଟ ଅଳେଇଚ-୮ଟା, ଅଣ୍ଡା-୪ଟା, ତେଲ-୪୦୦ ମି.ଲି. ଓ ସ୍ବାଦ ଅନୁସାରେ ଲୁଣ ନେବେ । ପ୍ରିସ୍ତୁତି – ପ୍ରଥମେ ମାଂସର କିମାକୁ ଭଲ ରୂପେ ଧୋଇ ଦେବେ । ଗୋଟିଏ ପାତ୍ରରେ କିମା, ବୁଟ ଡ଼ାଲି, ଅଦା, ରସୁଣ, ଲବଙ୍ଗ, ଡ଼ାଲଚିନି …

Non-Vegetarian Other Regional Foods

ରୋଷ୍ଟେଡ଼ ଚିକେନ୍

ପ୍ରସ୍ତୁତି – ୧୨୦୦ ଗ୍ରାମ୍ ଚିକେନ୍‌କୁ ପରିଷ୍କାର ଧୋଇ ଛାଣି ରଖିବେ । ଗରମ ତେଲରେ ୧୦ ଗ୍ରାମ୍ ଚିନି ପକାଇବେ । ଏହା ଲାଲ ରଙଗ ହେଲା ପରେ ଏକ କପ ଥଣ୍ଡା ପାଣି ଦେଇ ଫୁଟିଗଲା ପରେ ତାକୁ କାଢ଼ି ଅଲଗା ରଖିବେ । ୧୦୦ ଗ୍ରାମ୍ ତେଲ ଗରମ କରି ସେଥିରେ ବଟା ଅଦା ଓ ରସୁଣ ୨୦ ଗ୍ରାମ୍ ଏବଂ ବଟା ପିଆଜ-୨୦ ଗ୍ରାମ୍ ମିଶାଇ ଭଲ କରି ଭାଜିବେ । …

Non-Vegetarian Other Regional Foods

ରେଡ଼ ଚିଲି ପାମ୍ପଲେଟ୍

ପ୍ରସ୍ତୁତି – ଆବଶ୍ୟକ ଅନୁସାରେ ଚାନ୍ଦି ମାଛ, ନାଲି ଲଙ୍କା ଗୁଣ୍ଡ, ଭିନେଗାର ଓ ପିଆଜ ନିଅନ୍ତୁ । ପ୍ରଥମେ ମାଛକୁ ଭଲ ଭାବରେ ଧୋଇ ଦିଅନ୍ତୁ । ପିଆଜ ଓ ନାଲି ଲଙ୍କା ମିଶାଇ ଗ୍ରାଇଣ୍ଡି କରି ବାଟି ଦିଅନ୍ତୁ । ଚାନ୍ଦି ମାଛର ଗୋଟିଏ ପଟ କାଟି ତା’ ଭିତରେ ଏହି ବଟା ମସଲା ପୁରାଇ ଦିଅନ୍ତୁ । ବାକି ମସଲାକୁ ମାଛର ତଳ ଉପର ଗୋଳାଇ ସେଥିରେ ଭିନେଗାର ମିଶାଇ ଭିଜାଇ ରଖନ୍ତୁ …

Non-Vegetarian Other Regional Foods

ପ୍ରନ ବଟରଫ୍ଲାଇ

୨୪) ଉପକରଣ – ଭଲ ଚିଙ୍ଗୁଡ଼ି-୧ କିଲୋ, ୪ଟି-ଲେମ୍ବୁର ରସ, ୨ ଚାମୁଚ-ଗୁଜୁରାତି ଗୁଣ୍ଡ, ୪ଚାମୁଚ-ଜିରା ଗୁଣ୍ଡ, ୪ ଚାମୁଚ-ଧନିଆ ଗୁଣ୍ଡ, ୧ ଚାମୁଚ-ଡ଼ାଲଚିନି ଗୁଣ୍ଡ, ୨ ଚାମୁଚ -ହଳଦି ଗୁଣ୍ଡ, ୨ ଚାମୁଚ-ରସୁଣ ବଟା, ୧୫ ଟି-କାଠି, ଆବଶ୍ୟକ ଅନୁଯାୟୀ ତେଲ, ଲୁଣ ଓ କାକୁଡ଼ି ନେବେ । ପ୍ରସ୍ତୁତି – ପ୍ରଥମେ ଚିଙ୍ଗୁଡ଼ିକୁ ଭଲ କରି ସଫା କରି ଧୋଇ କାଠିରେ ତେଲ ଲଗାଇ ଗୁନ୍ଥି ଦିଅନ୍ତୁ । ବର୍ତମାନ ଗୁନ୍ଥା ହୋଇଥିବା ଚିଙ୍ଗୁଡ଼ିକୁ …

Non-Vegetarian Other Regional Foods

ପ୍ରନ୍ ଚିକେନ୍ ଅଫଦାନୀ

ପ୍ରସ୍ତୁତି – ପ୍ରଥମେ ପ୍ରନ୍-୫୦୦ ଗ୍ରାମ୍ ଓ ଚିକେନ୍ ୫୦୦ ଗ୍ରାମକୁ ଛୋଟ ଛୋଟ କିମା ତିଆରି କରିବେ । ସେଥିରେ ଧନିଆ ପତ୍ର ୪୦ ଗ୍ରାମ, ବଟା ଅଦା ରସୁଣ ୬୦ ଗ୍ରାମ୍, ଅଜିନା ମାଟୋ ୫ଗ୍ରାମ ଓ ଲୁଣ ମିଶାଇ ଦେବେ । ସେହି ମିଶ୍ରଣକୁ ହାତରେ ୨୦ଟି ଗୋଳା ପ୍ରସ୍ତୁତ କରିବେ । ଗରମ ତେଲରେ ଏହାକୁ ଛାଣି ଅଲଗା ରଖିବେ । ତେଲ ଗରମ କରି ସେଥିରେ ଗରମ ମସଲା ୫.୦ …

Non-Vegetarian Other Regional Foods

ପଞ୍ଜାବୀ ମାସ ତରକାରୀ

ଉପକରଣ – ୧ କିଲୋ-ମାଂସ, ୪ଟା-ପିଆଜ, ୪ ଟା-ବିଲାତି ବାଇଗଣ, ୨କପ-ଦହି, ଲଙ୍କା ଗୁଣ୍ଡ-୨ ଚାମୁଚ, ଧନିଆ ଗୁଣ୍ଡ-୨ ଚାମୁଚ, ଗରମ ମସଲା-୨ ଚାମୁଚ, ଧନିଆ ପତ୍ର ଗୁଣ୍ଡ – ୪ ଚାମୁଚ, ବଟା ଅଦା ଓ ରସୁଣ-୨ ଚାମୁଚ, ଘିଅ-୨ ଚାମୁଚ, ଆବଶ୍ୟକ ପରିମାଣରେ ହଳଦି ଓ ଲୁଣ ନେବେ । ପ୍ରସ୍ତୁତି – ପ୍ରଥମେ ମାଂସକୁ ଦହିରେ ପକାଇ ଏକ ଘଣ୍ଟା ରଖନ୍ତୁ । ଘିଅ ଗରମ କରି ଖାଲି ପିଆଜ ବଟା ସେଥିରେ …

Non-Vegetarian Other Regional Foods

ମୁର୍ଗ ଜାଫରାନୀ

ଉପକରଣ – ଚିକେନ୍-୪୦୦ ଗ୍ରାମ୍, ଘିଅ-୫୦ ଗ୍ରାମ, ଗରମ ମସଲା-୨୫ ଗ୍ରାମ, ସିଝା, ପିଆଜ ବଟା-୧୦୦ ଗ୍ରାମ୍, ଅଦା ବଟା-୨୫ ଗ୍ରାମ୍, ରସୁଣ ବଟା-୨୫ ଗ୍ରାମ୍, କଟା କଞ୍ଚାଲଙ୍କା-୫ ଗ୍ରାମ୍, ଦହି-୧୦୦ ଗ୍ରାମ, ଚିକେନ୍ ମସଲା ପାଉଡ଼ର-୫ ଗ୍ରାମ୍, କାଜୁ ବଟା – ୫୦ ଗ୍ରାମ, ଗୁଜୁରାତି ଗୁଣ୍ଡ-୨ ଗ୍ରାମ, ସାଫ୍ରନ୍-୫ ଗ୍ରାମ, ସିଝା ଅଣ୍ଡା-୧ଟା, ଧନିଆ ପତ୍ର କଟା୫ ଗ୍ରାମ, ଦରକାର ଅନୁସାରେ ଲୁଣ ଓ ପାଣି ନେବେ । ପ୍ରସ୍ତୁତି – ପ୍ରଥମେ ଗରମ …

Non-Vegetarian Other Regional Foods

ମେଥି ଚିକେନ୍

ଉପକରଣ – ଚିକେନ୍-୫୦୦ ଗ୍ରାମ, ବଟା ଅଦା-୨୫ ଗ୍ରାମ୍, ବଟା, ରସୁଣ-୨୫ ଗ୍ରାମ୍, କଟା ପିଆଜ-୨୫୦ ଗ୍ରାମ୍, ଲଙ୍କା ଗୁଣ୍ଡ ଅଧ ଚାମୁଚ, ରିଫାଇନ୍ ତେଲ-୧୦୦ ଗ୍ରାମ, କସ୍ତୁରୀ ମେଥି-୧ ଚାମୁଚ, ଆବଶ୍ୟକ ଅନୁସାରେ ଧନିଆ ପତ୍ର, ପୋଦିନା ପତ୍ର, ଭୃଷଙ୍ଗା ପତ୍ର, ଲୁଣ ଓ ପାଣି ନେବେ । ପ୍ରସ୍ତୁତି – ପ୍ରଥମେ ଚିକେନ୍‌କୁ-୫ ପିସ୍ କରି କାଟି ଧୋଇ ଦେବେ । ଗରମ ତେଲ କରେଇରେ ଚିକେନକୁ ଛାଣି ରଖନ୍ତୁ । ଏହି ତେଲରେ …

Non-Vegetarian Other Regional Foods

ମଟନ ବୋଲବାଲା କବାବ

ଉପକରଣ – ହାଡ଼ ନଥିବା ମାଂସ (ମଟନ୍) -୧ କିଲୋ, ଅଦା-୧୦୦ଗ୍ରାମ୍, ରସୁଣ – ୧୦୦ ଗ୍ରାମ, ବଟା କାଜୁ-୧୦୦ ଗ୍ରାମ୍, ଅଣ୍ଡା-୪ଟା, ଛେଚା ପିଆଜ-୧୦୦ ଗ୍ରାମ୍, ଲେମ୍ବୁ୪ଟା, ଛତୁ-୧୦୦ ଗ୍ରାମ, ବଟର -୨୦୦ ଗ୍ରାମ୍ ଓ ଆବଶ୍ୟକ ଅନୁଯାୟୀ ଲୁଣ ଏବଂ ଧନିଆ ପତ୍ର ଜୋନଜୋବ । ପ୍ରସ୍ତୁତି – ମାଂସକୁ ଭଲ କରି କିମା କରନ୍ତୁ । କିଛି ସମୟ ରଖି ଏଥିରୁ ପାଣି ବାହାର କରି ଦିଅନ୍ତୁ । ଛେଚା ପିଆଜ, ବଟା …

error: Content is protected !!