Showing 128 Result(s)
Non-Vegetarian Other Regional Foods

ମା°ସ ମୋଗଲାଇ

ଉପକରଣ – ମାଂସ-୧ କିଲୋ, ଶୁଖିଲା ଲାଲ ଲଙ୍କା-୧୦ ଗ୍ରାମ୍, ରସୁଣ-୨ଟା, ଧନିଆ୨ ଚାମୁଚ, ତେଲ-୧୦୦ଗ୍ରାମ, ଆଳୁ-୫୦୦ ଗ୍ରାମ, ବିଲାତି ବାଇଗଣ-୪୦୦ ଗ୍ରାମ, ଭିନେଗାର୧କପ, ଜିରା-୨ ଚାମୁଚ, ପିଆଜ-୨୦୦ ଗ୍ରାମ, ମଟର – ୧୦୦ ଗ୍ରାମ୍, ସିଝା ଅଣ୍ଡା – ୧୦ଟା, ଆବଶ୍ୟକ ଅନୁସାରେ ଲୁଣ ଓ ହଳଦି ନେବେ । ପ୍ରସ୍ତୁତି – ପ୍ରଥମେ ଧନିଆ, ଜିରା, ରସୁଣ, ଲଙ୍କା ଓ ଭିନେଗାରକୁ ବାଟି ଦିଅନ୍ତୁ । ଗରମ ତେଲ ପାତ୍ରରେ କଟା ପିଆଜ ଭାଜନ୍ତୁ …

Non-Vegetarian Other Regional Foods

ମାଂସ କବାବ୍

ଉପକରଣ – ହାଡ଼ ନଥୁବା ଛୋଟ ଛୋଟ ମାଂସ-୧ କିଲୋ, ହଳଦି ଗୁଣ୍ଡ-୨ ଚାମୁଚ,ଲଙ୍କା ଗୁଣ୍ଡ-୨ ଚାମୁଚ, ଶାହି ଜିରା-୧୦ ଗ୍ରାମ, ତଟକା ଦହି-୧ କିଲୋ, ବଡ଼ ଅଳେଇଚ-୬ଟା,ଅଦା ବଟା-୨ ଚାମୁଚ, କଟା ପିଆଜ-୨୦୦ ଗ୍ରାମ୍, ଦରକାର ଅନୁସାରେ ଲୁଣ, କଟା ଧନିଆ ପତ୍ର ଓ ପାଣି ନେବେ । ପ୍ରସ୍ତୁତି – ପ୍ରଥମେ ମାଂସରେ ଗୋଟିଏ ଚାମୁଚ ହଳଦି, ଗୋଟିଏ ଚାମୁଚ ଲଙ୍କା ଗୁଣ୍ଡ, ସାହି ଜିରା ଓ ଅଳ୍ପ, ଲୁଣ ଦେଇ ଗୋଳାଇ ରଖନ୍ତୁ …

Non-Vegetarian Other Regional Foods

ମାଂସ ବିରିଆନି

ଉପକରଣ – ମାଂସ-ଦୁଇ କିଲୋ, ଡେରାଡୁନ କିମ୍ବା ବାସୁମତୀ ଚାଉଳ-୧ କିଲୋ , ଅମୃତ ଭଣ୍ଡା-୫୦୦ ଗ୍ରାମ, ପିଆଜ (ବଡ଼)-୪ଟା, ରସୁଣ-୨ଟା, ଅଦା ଖଣ୍ଡେ, ଦହି-୨କପ, ଲଙ୍କା ଗୁଣ୍ଡ-୧ ଚାମୁଚ, ଲବଂଗ-୧୦ଟି, ଲେମ୍ବୁରସ-୨ ଚାମୁଚ, କ୍ଷୀର-ଦୁଇ କପ, ଗରମ ମସଲା-୨ ଚାମୁଚ, କେଶର-୮ଖଣ୍ଡ, ଘିଅ-୪ଚାମୁଚ, ଅଟା ଚକଟା କିଛି, ଧନିଆ ପତ୍ର ଗୁଣ୍ଡ ଦୁଇ ଚାମୁଚ, ପୋଦିନା ପତ୍ର ଦୁଇ ବିଡ଼ା, ଆବଶ୍ୟକ ପରିମାଣରେ ହଳଦି ଓ ଲୁଣ ନେବେ । ପ୍ରସ୍ତୁତି – ପ୍ରଥମେ ଭାତ …

Non- Vegetarian

ମାଛ ଟୁକ୍ଟୁକା

ଉପକରଣ – କଟା ମାଛ – ୧୦ ପିସ୍, ପିଆଜ-୨ଟା, ଫୁଟଣ-୨ଟା ଚାମୁଚ, ବିଲାତି ବାଇଗଣ-୪ଟା, ହଳଦି-୧ ଚାମୁଚ, ଲଙ୍କା ଗୁଣ୍ଡ-୨ ଚାମୁଚ, କଞ୍ଚାଲଙ୍କା-୧୦ଟି, ଧନିଆ ପତ୍ର – ୧ବିଡ଼ା, ଦରକାର ଅନୁସାରେ ତେଲ ଓ ଲୁଣ ନେବେ । ପ୍ରସ୍ତୁତି – ପ୍ରଥମେ ମାଛ ଧୋଇ ଭଲ କରି ଭାଜି ଦିଅନ୍ତୁ । ଏଥିରୁ କଣ୍ଟା ବାହାର କରି ଛୋଟ ଛୋଟ ଖଣ୍ଡରେ ପରିଣତ କରି ଦିଅନ୍ତୁ । ଗରମ ତେଲରେ ଫୁଟଣ ପକାଇ ଦିଅନ୍ତୁ …

Non- Vegetarian

ମାଛ ମଲାଇ

ଉପକରଣ – ମାଛ -୧ କିଲୋ, ବଡ଼ ନଡ଼ିଆ-୧ ଟା, ପିଆଜ-୨ଟା, ଛେଚା, ଅଦା-୩୦ ଗ୍ରାମ, ଧନିଆ ଗୁଣ୍ଡ-୪ଚାମୁଚ, କର୍ଣ୍ଣଫ୍ଲୋର-୨ ଚାମୁଚ, ଭିନେଗାର-୬୦ ମିଲି ଲିଟର, ହଳଦି ଗୁଣ୍ଡା-୩ଚାମୁଚ, ଆବଶ୍ୟକ ଅନୁସାରେ ସୋରିଷ ତେଲ, ଭୃଷଙ୍ଗା ପତ୍ର ଓ ଲୁଣ ନେବେ । ପ୍ରସ୍ତୁତି – ପ୍ରଥମେ ମାଛକୁ ସଫାକରି ସେଥିରେ ଲୁଣ ଭଲ ଭାବରେ ଘଷି ଦିଅନ୍ତୁ । ୧୦ ମିନିଟ ପରେ ଥଣ୍ଡା ପାଣିରେ ତାକୁ ଧୋଇ ପରିଷ୍କାର କରି ଦିଅନ୍ତୁ । ତା’ପରେ …

Non-Vegetarian Other Regional Foods

ମାଛ ବିରିଆନି

ଉପକରଣ – ୧ କିଲୋ-ବାସୁମତୀ ଚାଉଳ, ୧କିଲୋ-ବଡ଼ ରୋହି ମାଛ, ୮ଟିପିଆଜ, ରସୁଣ- ୧୨ କୋଲା, ତେଜ ପତ୍ର-୪ଟା, ଗୁଜୁରାତି-୪ଟି, ଢ଼ାଲଚିନି-୪ ଖଣ୍ଡ, ଲବଂଗ୮ଟି, ଅଦା-୬ ସେ.ମିର ଖଣୋ, ଘିଅ-୪ ଟେବୁଲ ଚାମୁଚ, ଲାଲ। ଲଙ୍କା-୧-୨ ଟି, ଆବଶ୍ୟକ ଅନୁସାରେ ଲୁଣ, ହଳଦି ଗୁଣ୍ଡ ଓ ତେଲ ନେବେ । ପ୍ରସ୍ତୁତି – ପ୍ରଥମେ ୪ଟି ଅଦା ଓ ରସୁଣ ମିଶାଇ ଭଲ କରି ବାଟି ଦେବେ । ଗରମ ତେଲରେ ଲୁଣ ଓ ହଳଦୀ ମିଶାଇ …

Non- Vegetarian

ମାଛ ପକୋଡ଼ା

ଉପକରଣ – ଭଲ ମାଛ -୧ କିଲୋ, ବେସନ-୫୦୦ ଗ୍ରାମ, ଜିରା-୫୦ ଗ୍ରାମ, ଲଙ୍କା – ୮ଟି, ଗୁଜୁରାତି-୧୦ଟା, ବଡ଼ ପିଆଜ-୨ଟି, ଦରକାର ଅନୁସାରେ ଅଦା, ରସୁଣ, ଡ଼ାଲଚିନି ଖାଇବା ସୋଢ଼ା, ଲୁଣ, ହଳଦି ଓ ସୋରିଷ ତେଲ ନେବେ । ପ୍ରସ୍ତୁତି – ପ୍ରଥମେ ମାଛକୁ ପରିଷ୍କାର କରି ଧୋଇ କାତି ସଫା କରି ଦିଅନ୍ତୁ । ଏହାକୁ ବଡ଼ ବଡ଼ ସାଇଜ କରି କାଟି କଣ୍ଟା ବାହାର କରି ଦିଅନ୍ତୁ । ମାଛରେ ହଳଦି …

Non- Vegetarian

କ୍ରାଞ୍ଚୁ ଚିକେନ୍

ପ୍ରସ୍ତୁତି- ୮୦୦ ଗ୍ରାମ୍ ଚିକେନ୍‌କୁ ଲମ୍ବା ଲମ୍ବା କରି ୩୨ ଖଣ୍ଡ କରିବେ । ଏହା ଉପରେ ଗୋଟିଏ ଲେମ୍ବୁର ରସ ଚିପୁଡ଼ି ଦେବେ । ଧଳା ଗୋଲମରିଚ ୫ ଗ୍ରାମ୍ ଓ ସାମାନ୍ୟ ଲୁଣ ମିଶାଇ ତା’ ଉପରେ ଦେବେ । ମଇଦା ୨୫ ଗ୍ରାମ୍, କର୍ଣ୍ଣଫେର ୫୦ ଗ୍ରାମ୍, ଅଧ କପ ପାଣିରେ ଫେଣ୍ଟି ଚିକେନରେ ପକାଇ ଭଲ କରି ଗୋଳାଇ ଦେବେ । ପ୍ରତ୍ୟେକ ଚିକେନ ଖଣ୍ଡକୁ ଆଣି ୨୫୦ ଗ୍ରାମ୍ ପାଉଁରୁଟି …

Non-Vegetarian Other Regional Foods

କାଠି କବାବ୍

ଉପକରଣ – ହାଡ଼ ନଥିବା ଚିକେନ୍-୪୦୦ ଗ୍ରାମ, ଗରମ ମସଲା-୨୦ ଗ୍ରାମ, ତେଲଛଅ ଚାମୁଚ, ବଡ଼ କାଗଜିଲେମ୍ବୁ-୨ଟା, ଦରକାର ଅନୁସାରେ ଲୁଣ, ଅଦା, ରସୁଣ, କଞ୍ଚାଲଙ୍କା ଓ ଧନିଆ ପତ୍ର ନେବେ । ପ୍ରସ୍ତୁତି – ପ୍ରଥମେ ଚିକେନ୍‌କୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ଭଲ କରି ଧୋଇ ସଫା କରି ଏଥିରେ ଲୁଣ ଓ ଲେମ୍ବୁରସ ଦେଇ ରଖନ୍ତୁ । ଅଦା ଓ ରସୁଣକୁ ବାଟି ଚିକେନରେ ମିଶାଇ ଦିଅନ୍ତୁ । ତା’ପରେ …

error: Content is protected !!