Showing 8 Result(s)
ଟମାଟୋ ଖଜୁରି ଖଟା
Vegetarian

Tomato Khajuri Khata

Tomato Khanjuri Khata is a sweet and tangy tomato-based dish from Odisha. It is made by cooking chopped tomatoes with a blend of spices such as fenugreek seeds, dry red chilies, and curry leaves, along with khajuri (date) paste, sugar, and salt. The dish is finished with shredded coconut and coriander leaves for added flavor …

ଚିତଉ ପିଠା
Pure Vegetarian Uncategorized

ଚିତଉ ପିଠା

ଉପକରଣ – ନୂଆ ବାସନା ଅରୁଆ ଚାଉଳ ଅଧକେଜି,– ଅଧାଧୁଆ ନଡ଼ିଆ ୧ଟା (କଅଁଳ ନଡ଼ିଆ), – ସାମାନ୍ୟ ଲୁଣ ଦୁଇଚାମଚ – ତେଲ ବା ଘିଅ ପ୍ରଣାଳୀ ଚାଉଳକୁ ଧୋଇ ପରିଷ୍କାର କରି ୩/୪ ଘଣ୍ଟା ପାଣିରେ ବତୁରାଇ ଦିଅ । ନଡ଼ିଆକୁ କୋରି ଚାଉଳ ସହ ମିଶାଇ ଚିକଣ କରି ବାଟିଦିଅ । ଆଣ ଟିକେ ବହଳିଆର ହେବ ସରୁ ଚକୁଳି ଆଣଠାରୁ । ତାୱା ବା କରେଇ ଗ୍ୟାରେ ବସାଇ ଗରମ କରି …

ଗୁଲ ଗୁଲା
Uncategorized

ଗୁଲ ଗୁଲା

ଉପକରଣ – ୨୦୦ ଗ୍ରାମ ସୁଜି– ସ୍ୱାଦ ଅନୁଯାୟି ଚିନି / କିମ୍ବା ଗୁଡ– ୫ ଚାମୁଚ ଅଟା – ରିଫାଇନ ତେଲ ଛାଣିବା ପାଇଂ– ୧/୨ ଚାମୁଚ ବେକିଙ୍ଗ ସୋଢା– ୨ଟି ଅଳେଇଚ– ୧ ଚାମୁଚ ପାନ ମଧୁରି – ୧/୨ ଚାମୁଚ ଲୁ ଣ ( ସ୍ୱାଦ ‍ଅନୁଜାୟି )– ପାଣି ଗୋଲେଇବା ପାଇଂ ଗୋଟେ ପାତ୍ର ରେ ସୁଜି, ଅଟା, ଚିନି / ଗୁଡ, ପାନ ମଧୁରି, ଅଳେଇଚ, ଲୁଣ ଓ ବେକିଙ୍ଗ …

ବଥୁଆ ଶାଗ
Uncategorized

ବଥୁଆ ଶାଗ

ଉପକରଣ– ବଥୁଆ ଶାଗ ଦୁଇବିଡ଼ା ବଥୁଆ ଶାଗ ( ଓଜନରେ ୨୦୦ ଗ୍ରାମ୍)-କଖାରୁ ୫୦ ଗ୍ରାମ, -୭/୮ କୋଲା ରସୁଣ, -ଦୁଇଟା କଞ୍ଚାଲଙ୍କା, -୧ ଚାମଚ ଜୀରା, -ଶୋରିଷ ଓ କିଛି ତେଲ, -ଆବଶ୍ୟକୀୟ ଲୁଣ ଏହି ଶାଗକୁ ବାଛି ଡାଙ୍ଗ ଗୁଡ଼ିକ ବାହାର କରିଦିଅ ଏବଂ ଧୋଇସାରି କାଟିଦିଅ । କଖାରୁକୁ ଛୋଟ ଛୋଟ ଖଣ୍ଡ କରି କାଟି ଧୋଇକରି ରଖ । ରସୁଣ ଛଡ଼ାଇ ଛେଚି କରି ରଖ । କରେଈରେ ତେଲ, ଫୁଟଣ …

ମଞ୍ଜା ରାଇ
Vegetarian

ମଞ୍ଜା ରାଇ

ଉପକରଣ– ଚାଖଣ୍ଡେ ଲମ୍ବର ସଜ ମୂଳ ମଞ୍ଜା ଖଣ୍ଡ– ୧ଟା ଆଳୁ– ଛୋଟ କଖାରୁ ଖଣ୍ଡ– ୧୦/୧୨ ଟା ବଡ଼ି– ୩ଟି ପୁଆ ସାରୁ ପ୍ରଣାଳୀ – ଆଳୁ ସାରୁ କଖାରୁକୁ କାଟି ଧୋଇ ରଖ । ମଞ୍ଜାରୁ ଉପର ଚୋପା ଛଡ଼ାଇ ଚକା ଚକା କରି ପତଳା ପତଳା କରି ଗୋଲ ଗୋଲ କରି କାଟିଲା ବେଳେ ଆଙ୍ଗୁଳିରେ ମଞ୍ଜାର ତନ୍ତୁ ସୂତା ଆଙ୍ଗୁଠିରେ ଗୁଡ଼ାଇ ବାହାର କରିଦିଅ ଓ ମଞ୍ଜାକୁ ସରୁ ସରୁ କରି …

ଶୁନଶୁନିଆ ସାଗ
Vegetarian

ଶୁନଶୁନିଆ ସାଗ

ଉପକରଣ – ୫୦ ଗ୍ରାମ ବଛା ଶୁନଶୁନିଆ ସାଗ– ପଞ୍ଚ ପୁଟଣ– ୨ଟି ଚୋଟ ପିଆଜ କଟା – ୫ ପାଖୁଡା ରସୁଣ– ୨ ଟି କଞ୍ଚା ଲଙ୍କା– ୧/୨ ଗାଲ ହରଡ ଡାଲି ସିଜା ପାଣି– ୨ ଚାମୁଚ ଶୋରିଷ ତେଲ ଗରମ କଢେଇ ରେ ଶୋରିଷ ତେଲ ପକାନ୍ତୁ । ତେଲରେ ପଞ୍ଚ ପୁଟଣ ଫୁଟାନ୍ତୁ । ତାସହ ରସୁଣ, ପିଆଜ କଟା, କଞ୍ଚା ଲଙ୍କା ପକାଇ କିଛି ସମୟ ଭାଜନ୍ତୁ । ଅଲ୍ପ …

କାକରା ପିଠା
Food For Fasting Pure Vegetarian

କାକରା ପିଠା

ଉପକରଣ : ଅରୁଆ ଚାଉଳ ୪୦୦ ଗ୍ରାମ୍, ଗହମ ୨୦୦ ଗ୍ରାମ୍, ଗୁଡ଼ ୨୦୦ ଗ୍ରାମ୍, ଗୁଆଘିଅ ୪୦୦ ଗ୍ରାମ୍ ଓ ଆବଶ୍ୟକ ଅନୁସାରେ ପାଣି ନେବେ । ପ୍ରସ୍ତୁତି : ଅରୁଆ ଚାଉଳ ଓ ଗହମକୁ ପରିଷ୍କାର ଭାବେ ସଫା କରି ଚୁନା କରିଦେବେ । ଏହାକୁ ଗୋଳାଇ ରଖିବେ । ଗରମ ପାତ୍ରରେ ଗୁଡ଼ିକୁ ପକାଇ ପାଣି ଶୁଖୁଲା ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ଗୁଡ଼ ଅଠାଳିଆ ହୋଇ ପାଣି ଶୁଖୁଗଲେ ଏହି ଚାଉଳ ଓ …

ଦହିବରା
Pure Vegetarian

ଦହିବରା

ଉପକରଣ – ଚୋପା ଛଡ଼ା ବିରି – ୧ କିଲୋ, ଚାଉଳ ଚୁନା – ୨୫୦ ଗ୍ରାମ, ତାଜା ଦହି – ୧ କିଲୋ, ଫୁଟଣ – ୨ ଚାମୁଚ, ଭୃସଙ୍ଗୀପତ୍ର – ୨କେରା, ଲଙ୍କା ମରିଚ ଗୁଣ୍ଡ – ୨ ଚାମୁଚ, ଆମ୍ବ କଷିଆ ଅଦା –ଛୋଟ ଖଣ୍ଡେ, ଆବଶ୍ୟକ ଅନୁସାରେ ଛାଣିବା ପାଇଁ ରିଫାଇନ ତେଲ ଓ ଲୁଣ ନିଅନ୍ତୁ । ପ୍ରସ୍ତୁତି – ଆଗରୁ ବିରିକୁ ବତୁରାଇ ତାହାକୁ ବାଟି ଦିଅନ୍ତୁ । …

error: Content is protected !!