Non- Vegetarian

ଭେକ୍ଟି ଫ୍ରାଏ

ଉପକରଣ – ୫୦୦ ଗ୍ରାମ୍ ମଧରେ ୫ଟ ଭେକ୍ଟ ମାଛ, ୨ ଚାମୁଚ-ବଲାତ ପୁସ୍ତ୍ର, ୧ଚାମୁଚ-ସୋୟାବିନ୍ ସସ୍, ୧୨୫ ଗ୍ରାମ-ଜିରା, ୨୫୦ ଗ୍ରାମ-ପିଆଜ, ରସୁଣ-୫୦ ଗ୍ରାମ, ଶୁଖିଲା ଲଙ୍କା-୨୫ ଗ୍ରାମ୍, ୧/୨ଚାମୁଚ-ହଳଦି, ୨୫୦ ଗ୍ରାମ-ସୋରିଷ ତେଲ ଓ ଆବଶ୍ୟକ ଅନୁସାରେ ଲୁଣ ନେବେ ।

ପ୍ରସ୍ତୁତି – ପ୍ରଥମେ ଜିରା, ଲଙ୍କା ଓ ରସୁଣକୁ ଭଲ ଭାବରେ ବାଟି ସେଥିରେ ସୋୟାବିନ୍ ସସ୍ ଓ ବିଲାତି ବାଇଗଣ ପୁରି ମିଶାଇ ଭଲ କରି ଗୋଳାଇ ରଖନ୍ତୁ । ତା’ପରେ ମାଛକୁ
ପରିଷ୍କାର ଭାବରେ ଧୋଇ ସଫା କରି ଲୁଣ ଓ ହଳଦି ମିଶାଇ ଗୋଳାଇ ରଖନ୍ତୁ । ଗୋଟା ମାଛକୁ ଗରମ ତେଲରେ ଭାଜି ଅଲଗା ରଖନ୍ତୁ ।ଗରମ ତେଲରେ ଟିକି ଟିକି କଟା ପିଆଜ ପକାଇ ଭଲ କରି ଭାଜି ଦିଅନ୍ତୁ । ପ୍ରସ୍ତୁତ ହୋଇଥିବା ବଟା ମିଶ୍ରଣରେ ଏହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଗୋଟା ମାଛକୁ ଏହି ମିଶ୍ରଣରେ ଭଲ ଭାବରେ ବୁଡ଼ାଇ ଗରମ ତେଲରେ ଭାଜନ୍ତୁ । ବର୍ତ୍ତମାନ ଭେକ୍ଟି ଫ୍ରାଏ ପ୍ରସ୍ତୁତ।

Leave a Reply

error: Content is protected !!