Non- Vegetarian

ଚିଙ୍ଗୁଡ଼ି ମୁସ୍ମୁସ୍

ଉପକରଣ – ଛେଟ ଚିଙ୍ଗୁଡ଼ି-୫୦୦ ଗ୍ରାମ, ଅରୁଆ ଚାଉଳ-୨କପ, ବଟା, ରସୁଣ –୨ ଚାମୁଚ, ବଟା,ଅଦା-୧ ଚାମୁଚ, କଟା ପିଆଜ-୨ଟି, ବେସନ-୫ଚାମୁଚ, ଆବଶ୍ୟକ ଅନୁସାରେ ଲୁଣ, ହଳଦି, ତେଲ ଓ ଲଙ୍କା ଗୁଣ୍ଡ ନେବେ ।

ପ୍ରସ୍ତୁତି – ପ୍ରଥମେ ଚିଙ୍ଗୁଡ଼ିକୁ ଭଲ ଭାବରେ ନିଶ ଛଡ଼ାଇ ଧୋଇ ଦିଅନ୍ତୁ । ଏଥିରେ ଲୁଣ ଓ ହଳଦି ଗୁଣ୍ଡ ମିଶାଇ ଗୋଳାଇ ରଖନ୍ତୁ । ଶେଷରେ ଚାଉଳ ଗୁଣ୍ଡ କରି ମିଶାଇ ରଖନ୍ତୁ । ଗରମ ତେଲରେ ଏହାକୁ ଛୋଟ କରି ବରା ଭଳି ଭାଜି ଦିଅନ୍ତୁ । ଏଥର ଚିଙ୍ଗୁଡ଼ି ମୁସମୁସ୍ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!