ଅଣ୍ଡା ତଡ଼କା

ଉପକରଣ – ଅଣ୍ଡା-୪ଟା, ବୁଟ ଡ଼ାଲି-୨କପ, ବିରି ଢ଼ାଲି-୨କପ, କଞ୍ଚା ପିଆଜ –୪ଟା, ଅଦା-୨ ଇଞ୍ଚର ଖଣ୍ଡେ, କଞ୍ଚାଲଙ୍କା-୮ଟା, ବଡ଼ ବିଲାତି ବାଇଗଣ-୪ଟା, ଧନିଆ ପତ୍ର –୧. ବିଡ଼ା, ରସୁଣ-୪ଟି କୋଲା, ଆବଶ୍ୟକ ଅନୁସାରେ ଲୁଣ, ହଳଦି ଓ ପାଣି ନେବେ । ପ୍ରସ୍ତୁତି – ପ୍ରଥମେ ବୁଟ ଡ଼ାଲି ଓ ବିରି ଡ଼ାଲିକୁ ଲୁଣ, ହଳଦି ଏବଂ ପାଣି ଦେଇ ସିଝାଇ ଦେବେ । ପିଆଜ, ଅଦା, ରସୁଣ, କଞ୍ଚାଲଙ୍କା, ବିଲାତି ବାଇଗଣ ଓ ଧନିଆ […]

ଅଣ୍ଡା ରୋଲ୍

ଉପକରଣ – ମଇଦା-୨୫୦ ଗ୍ରାମ, ଅଣ୍ଡା-୧୦ଟା, ପିଆଜ-୨୦୦ ଗ୍ରାମ, ଗାଜର – ୨ଟା, ବନ୍ଧା କୋବି-୧୦୦ ଗ୍ରାମ, ତେଲ-୧ କପ, ଗୋଳମରିଚ ଗୁଣ୍ଡ-୧ ଚାମୁଚ, କଳା ଲୁଣ-୧ଚାମୁଚ, ବିଲାତି ବାଇଗଣ ସସ୍-୧୦୦ଗ୍ରାମ, ଚିଲି ସସ୍-୫୦ଗ୍ରାମ ଓ ଆବଶ୍ୟକ ଅନୁସାରେ ଲୁଣ ନେବେ । ପ୍ରସ୍ତୁତି – ପ୍ରଥମେ ଗାଜର, ପିଆଜ ଓ ବନ୍ଧା କୋବିକୁ ସରୁ ସରୁ ଲମ୍ବା ଲମ୍ବା କାଟି ଦେବେ । ଗରମ ତେଲରେ ଏହାକୁ ଟିକେ ଭାଜି ଦେବେ । ମଇଦାରେ ଲୁଣ […]

ଅଣ୍ଡା ମସଲା

ଉପକରଣ – ଅଣ୍ଡା-୮ଟି, ନଡ଼ିଆ କୋରା-୨ଟା ବଡ଼ ଚାମୁଚ, ପୋସ୍ତ-୨ ଚାମୁଚ, ଚିନା ବାଦାମ ମଞ୍ଜି -୨ ବଡ଼ ଚାମୁଚ, ପିଆଜ-୬ଟା, ତେଲ-୪ଚାମୁଚ, ଦହି-୨କପ, ଅଦା – ୧ ଚାମୁଚ, ରସୁଣ-୧ ଚାମୁଚ, ଆବଶ୍ୟକ ଅନୁସାରେ ଗରମ ମସଲା, ଲୁଣ, ହଳଦି ଗୁଣ୍ଡ ଓ ଲଙ୍କା ନେବେ । ପ୍ରସ୍ତୁତି – ପ୍ରଥମେ ନଡ଼ିଆ କୋରା, ବାଦାମ ମଞ୍ଜି ଓ ପୋସ୍ତ ଏକାଠି ଭଲ କରି ବଟା ହେବ । ଗରମ ତେଲରେ ପିଆଜ, ଅଦା ଓ […]

ଅଣ୍ଡା କୁର୍ମା

ଉପକରଣ – ଅଣ୍ଡା-୮ଟା, ପିଆଜ-୪ଟା, ଲବଂଗ-୨ଟା, ଗୁଜୁରାତି-୪ଟା, ତେଲ – ୧କପ, ବିଲାତି ବାଇଗଣ-୨ଟା, ଶୁଖିଲା ଲଙ୍କା-୭ଟି, ରସୁଣ-୬ ପାଖୁଡ଼ା, ଧନିଆ-୧ ଚାମୁଚ, ପୋସ୍ତକ-୧ ଚାମୁଚ, ଦରକାର ମୁତାବକ ଲୁଣ ଓ ହଳଦି ନେବେ । ପ୍ରସ୍ତୁତି – ପ୍ରଥମେ ଅଣ୍ଡାକୁ ସିଝାଇ ଏହାର ଖୋଳପା ବାହାର କରିଦେବେ । ଅଣ୍ଡାକୁ ଦୁଇ ଖଣ୍ଡ କରି ରଖିବେ । ୨ଟି କଟା ପିଆଜ ଓ ବାକି ସବୁ ବଟା ମସଲା ତିଆରି କରି ରଖନ୍ତୁ । ବିଲାତି […]

ଅଣ୍ଡା ଭୂଜିଆ

ଉପକରଣ – ଅଣ୍ଡା-୮ଟା, ଗାଜର-୨ଟା, ବିଲାତି ବାଇଗଣ-୨ଟା, କଞ୍ଚାଲଙ୍କା-୬ଟା ପିଆଜ-୪ଟା, ତେଲ-୧ କପ, ମଟର ଛୁଇଁ ମଞ୍ଜି -୧ କପ ଓ ଆବଶ୍ୟକ ଅନୁସାରେ ଲୁଣ ଏବଂ ହଳଦି ନେବେ । ପ୍ରସ୍ତୁତି – ଗାଜର, ପିଆଜ, କଞ୍ଚାଲଙ୍କା ଓ ବିଲାତି ବାଇଗଣକୁ ଛୋଟ ଛୋଟ କରି କାଟି ଅଲଗା ରଖିବେ । ମଟର ଛୁଇଁ ମଞ୍ଜିକୁ ସିଝାଇ ଦେବେ । ଗରମ ତେଲ କରେଇରେ ପିଆଜ ଓ କଞ୍ଚାଲଙ୍କା ଭଲ ଭାବରେ ଭଜା ହେବ । […]

ADVERTISEMENT

Recent Posts

Archives

Categories