Non-Vegetarian Other Regional Foods

ବେକି° କବାବ୍

ଉପକରଣ – ହାଡ଼ ନଥିବା-୧ କିଲୋ ମାଂସ, ଦହି-୨କପା, ୪ଟି-ବଡ଼ ପିଆଜ କଟା ହୋଇଥୁବା, ୬ ଚାମୁଚ-ଘିଅ, ୨ ଚାମୁଚ-କାଜୁ, ୨ ଚାମୁଚ-ଭଜା ବୁଟ ଡ଼ାଲି, ଡ଼ାଲଚିନି ଖଣୋ, ୮ଟି-ଲବଂଗ, ୨ ଚାମୁଚ-ନଡ଼ିଆ କୋରା, ୬ଟି-ଲଙ୍କା ଓ ଆବଶ୍ୟକ ଅନୁସାରେ ଲୁଣ ନେବେ ।

ପ୍ରସ୍ତୁତି – ଏକ ସରୁ କନାରେ ଦହିକୁ ରଖନ୍ତୁ । ଯେପରି ଏହାର ପାଣି ବାହାରି ଯିବ । କନାରୁ ବାହାର କରି ଏହାକୁ ଭଲ କରି ଫେଣ୍ଟି ଦିଅନ୍ତୁ । ମାଂସକୁ ଛୋଟ ଛୋଟ କାଟି ତା’ ସହିତ ଦହି ଓ କଟା ପିଆଜ, ଗୋଳାଇ ଦିଅନ୍ତୁ । ସବୁ ମସଲା ବାଟି ଏଥିରେ ଗୋଳେଇ ରଖନ୍ତୁ । ଆଗରୁ ଗରମ କରାଯାଇଥିବା ଓଭେନରେ ସାଧାରଣ ଉତ୍ତାପରେ ଏହାକୁ ୪୫ ମିନିଟ ରଖନ୍ତୁ । ତା’ପରେ ଏହାକୁ ବାହାର କରି ସେଥିରେ କଟା ପିଆଜ ଓ ଲେମ୍ବୁ ଦେଇ ସଜାଇ ପରିବେଷଣ କରନ୍ତୁ ।

Leave a Reply

error: Content is protected !!