Non-Vegetarian Other Regional Foods

ଚିକେନ୍ କବାବ୍

ଉପକରଣ – ଚିକେନ-୬୦୦ ଗ୍ରାମ୍, ସୋୟା, ସସ୍-୨ ବଡ଼ ଚାମୁଚ, ଲେମ୍ବୁରସ୨ ବଡ଼ ଚାମୁଚ, ତେଲ-୨ ବଡ଼ ଚାମୁଚ, ଚିଲି ସସ୍-୫ଚାମୁଚ, ଅଦା ବଟା-୩ଚାମୁଚ, ଦରକାର ଅନୁସାରେ ଲୁଣ ଏବଂ ହଳଦି ଗୁଣ୍ଡ ନେବେ ।

ପ୍ରସ୍ତୁତି – ପ୍ରଥମେ ଚିକେନ୍‌କୁ ଭଲ କରି ଧୋଇ ସେଥିରେ ସମସ୍ତ ସାମଗ୍ରୀକୁ ଗୋଳାଇ ୨ ଘଣ୍ଟା ପାଇଁ ଫ୍ରିଜରେ ରଖି ଦିଅନ୍ତୁ । ଓଭାନ୍‌କୁ ଗରମ କରନ୍ତୁ । ବର୍ତ୍ତମାନ ଚିକେନ୍‌କୁ ବାହାର କରନ୍ତୁ । ବଳିଥିବା ମସଲା। ଚିକେନ ଉପରେ ଲଗାଇ ଗରମ ଓ ଭାନରେ ବେକ କରନ୍ତୁ । ଏହାକୁ ଯେପରି ଭଲ କରି ଭାଜି ହେବ । ଚିକେନ ସୁନେଲୀ ର°ଗ ହୋଇ ଆସିଲେ । ଏହାକୁ ଓହ୍ଲାଇ ଦେବେ । ଏଥର ଚିକେନ କବାବ୍ ପ୍ରସ୍ତୁତ ହୋଇଗଲା । ଏହା କଟା ପିଆଜ ଓ ବିଲାତି ସହିତ ପରିବେଷଣ କରନ୍ତୁ ।

Leave a Reply

error: Content is protected !!