Non-Vegetarian Other Regional Foods

ଚାଇନିଜ୍ ଚିକେନ୍

ଉପକରଣ – ଚିକେନ୍-୨୦ ଖଣ୍ଡ, ବଟା ବଡ଼ ପିଆଜ-୨ଟା, ବଟା ଅଦା-୨ ଛୋଟ ଚାମୁଚ, ବେକି°ପାଉଡ଼ର-୧ଛୋଟ ଚାମୁଚ, ଲଙ୍କା ଗୁଣ୍ଡ-୨ ଚାମୁଚ, ଅଣ୍ଡା-୨ଟା, କର୍ଣ୍ଣଫୁର -୪ ବଡ଼ ଚାମୁଚ, ତେଲ-୨ ଚାମୁଚ, ଗରମ ମସଲା ଗୁଣ୍ଡ-୨ ଛୋଟ ଚାମୁଚ, ଦରକାର ଅନୁସାରେ ଲୁଣ, ତେଲ ଓ ପାଣି ନେବେ ।

ପ୍ରସ୍ତୁତି – ଗୋଟିଏ ପାତ୍ରରେ ଅଣ୍ଡା, ବେକି’ ପାଉଡ଼ର, ପାଣି, କର୍ଣ୍ଣଫେର ଓ ୨ ଚାମୁଚ ତେଲ ପକାଇ ଭଲ କରି ଫେଣ୍ଟନ୍ତୁ । ବଟା ପିଆଜ, ଅଦା, କଞ୍ଚାଲଙ୍କା ଓ ସେଥିରେ ଲୁଣ ଏବଂ ଗରମ ମସଲା ଗୁଣ୍ଡ ପକାଇ ଭଲ ରୂପେ ଗୋଳେଇ ରଖନ୍ତୁ ।ଗୋଟିଏ ପାତ୍ରରେ ଟମାଟୋ ସସ୍ ଓ ଅନ୍ୟ ସମସ୍ତ ସାମଗ୍ରୀ ଏକାଠି ମିଶାଇ ଚୁଲିରେ ବସାନ୍ତୁ । ସେଥିରେ ଚିକେନ୍ ପକାଇବା ପାଇଁ ଭୁଲିବେ ନାହିଁ । ଏହା ଭଲ କରି ହୋଇ ଫୁଟି ଆସିଲେ ଜାଳ କମାଇ ଦିଅନ୍ତୁ । କମ ଜାଳରେ ଏହାକୁ ସିଝାନ୍ତୁ । ଚିକେନ୍ ପ୍ରସ୍ତୁତ ହୋଇ ଆସିଲେ ଏହାକୁ ଓହ୍ଲାଇ ଦିଅନ୍ତୁ । ଏଥର ଚାଇନିଜ୍ ଚିକେନ୍ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!