Showing 31 Result(s)
Biryani
Non-Vegetarian

Biryani

Biryani is a South Asian mixed rice dish with its origins among the Muslims of the Indian subcontinent. It is generally made with spices, rice and meat. Different varieties of biryani developed in Indian states are Mughal cuisine of Delhi, Awadhi cuisine of Lucknow and Hyderabadi Biryani from Telangana.

Non-Vegetarian Other Regional Foods

ଶାହୀ କବାବ

ଉପକରଣ – ମାଂସ କିମା-୧ କିଲୋ, ଚୁଟ ଡ଼ାଲି-୨୦୦ ଗ୍ରାମ, ପିଆଜ-୨୦୦ ଗ୍ରାମ, କଟା କଞ୍ଚା ଲଙ୍କା-୧୦ଟା, କଟା ହୋଇଥୁବା ଅଦା-ଅଜ, କଟା ରସୁଣ-୨୦ କୋଲା, କର୍ଣ୍ଣଫେର୪ଟା ବଡ଼ ଚାମୁଚ, ଲବଙ୍ଗ-୮ଟା, ଡ଼ାଲଚିନି ଖଣ୍ଡେ, ଛୋଟ ଅଳେଇଚ-୮ଟା, ଅଣ୍ଡା-୪ଟା, ତେଲ-୪୦୦ ମି.ଲି. ଓ ସ୍ବାଦ ଅନୁସାରେ ଲୁଣ ନେବେ । ପ୍ରିସ୍ତୁତି – ପ୍ରଥମେ ମାଂସର କିମାକୁ ଭଲ ରୂପେ ଧୋଇ ଦେବେ । ଗୋଟିଏ ପାତ୍ରରେ କିମା, ବୁଟ ଡ଼ାଲି, ଅଦା, ରସୁଣ, ଲବଙ୍ଗ, ଡ଼ାଲଚିନି …

Non-Vegetarian Other Regional Foods

ରୋଷ୍ଟେଡ଼ ଚିକେନ୍

ପ୍ରସ୍ତୁତି – ୧୨୦୦ ଗ୍ରାମ୍ ଚିକେନ୍‌କୁ ପରିଷ୍କାର ଧୋଇ ଛାଣି ରଖିବେ । ଗରମ ତେଲରେ ୧୦ ଗ୍ରାମ୍ ଚିନି ପକାଇବେ । ଏହା ଲାଲ ରଙଗ ହେଲା ପରେ ଏକ କପ ଥଣ୍ଡା ପାଣି ଦେଇ ଫୁଟିଗଲା ପରେ ତାକୁ କାଢ଼ି ଅଲଗା ରଖିବେ । ୧୦୦ ଗ୍ରାମ୍ ତେଲ ଗରମ କରି ସେଥିରେ ବଟା ଅଦା ଓ ରସୁଣ ୨୦ ଗ୍ରାମ୍ ଏବଂ ବଟା ପିଆଜ-୨୦ ଗ୍ରାମ୍ ମିଶାଇ ଭଲ କରି ଭାଜିବେ । …

Non-Vegetarian Other Regional Foods

ରେଡ଼ ଚିଲି ପାମ୍ପଲେଟ୍

ପ୍ରସ୍ତୁତି – ଆବଶ୍ୟକ ଅନୁସାରେ ଚାନ୍ଦି ମାଛ, ନାଲି ଲଙ୍କା ଗୁଣ୍ଡ, ଭିନେଗାର ଓ ପିଆଜ ନିଅନ୍ତୁ । ପ୍ରଥମେ ମାଛକୁ ଭଲ ଭାବରେ ଧୋଇ ଦିଅନ୍ତୁ । ପିଆଜ ଓ ନାଲି ଲଙ୍କା ମିଶାଇ ଗ୍ରାଇଣ୍ଡି କରି ବାଟି ଦିଅନ୍ତୁ । ଚାନ୍ଦି ମାଛର ଗୋଟିଏ ପଟ କାଟି ତା’ ଭିତରେ ଏହି ବଟା ମସଲା ପୁରାଇ ଦିଅନ୍ତୁ । ବାକି ମସଲାକୁ ମାଛର ତଳ ଉପର ଗୋଳାଇ ସେଥିରେ ଭିନେଗାର ମିଶାଇ ଭିଜାଇ ରଖନ୍ତୁ …

Non-Vegetarian Other Regional Foods

ପ୍ରନ ବଟରଫ୍ଲାଇ

୨୪) ଉପକରଣ – ଭଲ ଚିଙ୍ଗୁଡ଼ି-୧ କିଲୋ, ୪ଟି-ଲେମ୍ବୁର ରସ, ୨ ଚାମୁଚ-ଗୁଜୁରାତି ଗୁଣ୍ଡ, ୪ଚାମୁଚ-ଜିରା ଗୁଣ୍ଡ, ୪ ଚାମୁଚ-ଧନିଆ ଗୁଣ୍ଡ, ୧ ଚାମୁଚ-ଡ଼ାଲଚିନି ଗୁଣ୍ଡ, ୨ ଚାମୁଚ -ହଳଦି ଗୁଣ୍ଡ, ୨ ଚାମୁଚ-ରସୁଣ ବଟା, ୧୫ ଟି-କାଠି, ଆବଶ୍ୟକ ଅନୁଯାୟୀ ତେଲ, ଲୁଣ ଓ କାକୁଡ଼ି ନେବେ । ପ୍ରସ୍ତୁତି – ପ୍ରଥମେ ଚିଙ୍ଗୁଡ଼ିକୁ ଭଲ କରି ସଫା କରି ଧୋଇ କାଠିରେ ତେଲ ଲଗାଇ ଗୁନ୍ଥି ଦିଅନ୍ତୁ । ବର୍ତମାନ ଗୁନ୍ଥା ହୋଇଥିବା ଚିଙ୍ଗୁଡ଼ିକୁ …

Non-Vegetarian Other Regional Foods

ପ୍ରନ୍ ଚିକେନ୍ ଅଫଦାନୀ

ପ୍ରସ୍ତୁତି – ପ୍ରଥମେ ପ୍ରନ୍-୫୦୦ ଗ୍ରାମ୍ ଓ ଚିକେନ୍ ୫୦୦ ଗ୍ରାମକୁ ଛୋଟ ଛୋଟ କିମା ତିଆରି କରିବେ । ସେଥିରେ ଧନିଆ ପତ୍ର ୪୦ ଗ୍ରାମ, ବଟା ଅଦା ରସୁଣ ୬୦ ଗ୍ରାମ୍, ଅଜିନା ମାଟୋ ୫ଗ୍ରାମ ଓ ଲୁଣ ମିଶାଇ ଦେବେ । ସେହି ମିଶ୍ରଣକୁ ହାତରେ ୨୦ଟି ଗୋଳା ପ୍ରସ୍ତୁତ କରିବେ । ଗରମ ତେଲରେ ଏହାକୁ ଛାଣି ଅଲଗା ରଖିବେ । ତେଲ ଗରମ କରି ସେଥିରେ ଗରମ ମସଲା ୫.୦ …

Non-Vegetarian Other Regional Foods

ପଞ୍ଜାବୀ ମାସ ତରକାରୀ

ଉପକରଣ – ୧ କିଲୋ-ମାଂସ, ୪ଟା-ପିଆଜ, ୪ ଟା-ବିଲାତି ବାଇଗଣ, ୨କପ-ଦହି, ଲଙ୍କା ଗୁଣ୍ଡ-୨ ଚାମୁଚ, ଧନିଆ ଗୁଣ୍ଡ-୨ ଚାମୁଚ, ଗରମ ମସଲା-୨ ଚାମୁଚ, ଧନିଆ ପତ୍ର ଗୁଣ୍ଡ – ୪ ଚାମୁଚ, ବଟା ଅଦା ଓ ରସୁଣ-୨ ଚାମୁଚ, ଘିଅ-୨ ଚାମୁଚ, ଆବଶ୍ୟକ ପରିମାଣରେ ହଳଦି ଓ ଲୁଣ ନେବେ । ପ୍ରସ୍ତୁତି – ପ୍ରଥମେ ମାଂସକୁ ଦହିରେ ପକାଇ ଏକ ଘଣ୍ଟା ରଖନ୍ତୁ । ଘିଅ ଗରମ କରି ଖାଲି ପିଆଜ ବଟା ସେଥିରେ …

Non-Vegetarian Other Regional Foods

ମୁର୍ଗ ଜାଫରାନୀ

ଉପକରଣ – ଚିକେନ୍-୪୦୦ ଗ୍ରାମ୍, ଘିଅ-୫୦ ଗ୍ରାମ, ଗରମ ମସଲା-୨୫ ଗ୍ରାମ, ସିଝା, ପିଆଜ ବଟା-୧୦୦ ଗ୍ରାମ୍, ଅଦା ବଟା-୨୫ ଗ୍ରାମ୍, ରସୁଣ ବଟା-୨୫ ଗ୍ରାମ୍, କଟା କଞ୍ଚାଲଙ୍କା-୫ ଗ୍ରାମ୍, ଦହି-୧୦୦ ଗ୍ରାମ, ଚିକେନ୍ ମସଲା ପାଉଡ଼ର-୫ ଗ୍ରାମ୍, କାଜୁ ବଟା – ୫୦ ଗ୍ରାମ, ଗୁଜୁରାତି ଗୁଣ୍ଡ-୨ ଗ୍ରାମ, ସାଫ୍ରନ୍-୫ ଗ୍ରାମ, ସିଝା ଅଣ୍ଡା-୧ଟା, ଧନିଆ ପତ୍ର କଟା୫ ଗ୍ରାମ, ଦରକାର ଅନୁସାରେ ଲୁଣ ଓ ପାଣି ନେବେ । ପ୍ରସ୍ତୁତି – ପ୍ରଥମେ ଗରମ …

Non-Vegetarian Other Regional Foods

ମେଥି ଚିକେନ୍

ଉପକରଣ – ଚିକେନ୍-୫୦୦ ଗ୍ରାମ, ବଟା ଅଦା-୨୫ ଗ୍ରାମ୍, ବଟା, ରସୁଣ-୨୫ ଗ୍ରାମ୍, କଟା ପିଆଜ-୨୫୦ ଗ୍ରାମ୍, ଲଙ୍କା ଗୁଣ୍ଡ ଅଧ ଚାମୁଚ, ରିଫାଇନ୍ ତେଲ-୧୦୦ ଗ୍ରାମ, କସ୍ତୁରୀ ମେଥି-୧ ଚାମୁଚ, ଆବଶ୍ୟକ ଅନୁସାରେ ଧନିଆ ପତ୍ର, ପୋଦିନା ପତ୍ର, ଭୃଷଙ୍ଗା ପତ୍ର, ଲୁଣ ଓ ପାଣି ନେବେ । ପ୍ରସ୍ତୁତି – ପ୍ରଥମେ ଚିକେନ୍‌କୁ-୫ ପିସ୍ କରି କାଟି ଧୋଇ ଦେବେ । ଗରମ ତେଲ କରେଇରେ ଚିକେନକୁ ଛାଣି ରଖନ୍ତୁ । ଏହି ତେଲରେ …

error: Content is protected !!