Showing 31 Result(s)
Non-Vegetarian Other Regional Foods

ଚିକେନ୍ ଟିକା

ଉପକରଣ – ହାଡ଼ ନଥିବା ଚିକେନ-୫୦ ଖଣ୍ଡ, ଦହି-୧୦୦ ଗ୍ରାମ୍, ବଟା କଞ୍ଚାଲଙ୍କା – ୨୦ ଗ୍ରାମ୍, ବଟା, ଅଦା ଓ ରସୁଣ-୪ଚାମୁଚ, ଲଙ୍କା ଗୁଣ୍ଡ-୨ ଚାମୁଚ, କଟା କଞ୍ଚାଲଙ୍କା-ଅଜ, ଲେମ୍ବୁ ରସ-୪ଚାମୁଚ, କଟା ଧନିଆ ପତ୍ର-୨ବିଡ଼ା, ଗରମ ମସଲା-୨ ଚାମୁଚ ଓ ଆବଶ୍ୟକ ଅନୁଯାୟୀ ଲୁଣ ଏବଂ ପାଣି ନେବେ । ପ୍ରସ୍ତୁତି – ପ୍ରଥମେ ଚିକେନ୍ ଖଣ୍ଡକୁ ଧୋଇ ପରିଷ୍କାର କରି ପାଣି ଛାଣି ରଖନ୍ତୁ । ଗୋଟିଏ ପାତ୍ରରେ ଦହିକୁ ଗୋଳାଇ ସେଥିରେ …

Non-Vegetarian Other Regional Foods

ଚିକେନ୍ ପଞ୍ଜାବୀ

ପ୍ରସ୍ତୁତି – ୨ କିଲୋ ଚିକେନ୍‌କୁ ୩୦ ଖଣ୍ଡରେ ବିଭକ୍ତ କରି ଧୋଇ ପରିଷ୍କାର କରି ଛାଣି । ରଖନ୍ତୁ । କରେଇରେ ୧୫୦ ଗ୍ରାମ୍ ତେଲ ଗରମ କରି ସେଥୁରେ ଗୋଟା ମସଲା ୪୦ ଗ୍ରାମ୍ ଓ ଛେଚା ୩୦୦ ଗ୍ରାମ ପିଆଜ ଦେଇ ତାକୁ ଭଲ ଭାବରେ ଭାଜିବେ । ଏହା ବାଦାମୀ ରଙଗ ହେଲା ପରେ ସେଥୁରେ ବଟା ଅଦା ରସୁଣ ୧୫୦ ଗ୍ରାମ୍ ଓ ଲଙ୍କା ଗୁଣ୍ଡା ୪୦ ଗ୍ରାମ୍ ୧୦ …

Non-Vegetarian Other Regional Foods

ଚିକେନ୍ କାଶ୍ମିରୀ

ପ୍ରସ୍ତୁତି – ୨ କିଲୋ ଚିକେନକୁ ୮ ଖଣ୍ଡରେ ବିଭକ୍ତ କରି ଭଲ କରି ଧୋଇ ଛାଣିକି ରଖିବେ । ତା’ଉପରେ ଦହି ୪୦୦ ଗ୍ରାମ୍, କର୍ଣ୍ଣଫେମ୍ବର ୩୦୦ ଗ୍ରାମ୍, ମେଥି ପତ୍ର ୨୦ଗ୍ରାମ, ଚାଇନା ଲୁଣ ୧୦ ଗ୍ରାମ, ଲାଲ ରଙଗ ୨ ଗ୍ରାମ୍ ଓ ୪ଟା ଲେମ୍ବୁର ରସ ତା’ ଉପରେ ଚିପୁଡ଼ି ୨ ଘଣ୍ଟା ପର୍ଯ୍ୟନ୍ତ ରଖିବେ । ଗରମ କରେଇରେ ୫୦୦ ଗ୍ରାମ୍ ତେଲ ଗରମ କରି ସେଥିରେ ଛେଚା ପିଆଜ …

Non-Vegetarian Other Regional Foods

ଚିକେନ୍ କବାବ୍

ଉପକରଣ – ଚିକେନ-୬୦୦ ଗ୍ରାମ୍, ସୋୟା, ସସ୍-୨ ବଡ଼ ଚାମୁଚ, ଲେମ୍ବୁରସ୨ ବଡ଼ ଚାମୁଚ, ତେଲ-୨ ବଡ଼ ଚାମୁଚ, ଚିଲି ସସ୍-୫ଚାମୁଚ, ଅଦା ବଟା-୩ଚାମୁଚ, ଦରକାର ଅନୁସାରେ ଲୁଣ ଏବଂ ହଳଦି ଗୁଣ୍ଡ ନେବେ । ପ୍ରସ୍ତୁତି – ପ୍ରଥମେ ଚିକେନ୍‌କୁ ଭଲ କରି ଧୋଇ ସେଥିରେ ସମସ୍ତ ସାମଗ୍ରୀକୁ ଗୋଳାଇ ୨ ଘଣ୍ଟା ପାଇଁ ଫ୍ରିଜରେ ରଖି ଦିଅନ୍ତୁ । ଓଭାନ୍‌କୁ ଗରମ କରନ୍ତୁ । ବର୍ତ୍ତମାନ ଚିକେନ୍‌କୁ ବାହାର କରନ୍ତୁ । ବଳିଥିବା ମସଲା। …

Non-Vegetarian Other Regional Foods

ଚିକେନ୍ ହାଇଦ୍ରାବାଦୀ

ଉପକରଣ – ଚିକେନ-୨ କିଲୋ, ଜିରା ପାଉଡ଼ର-୨୦ ଗ୍ରାମ, ଚିଲି ପାଉଡ଼ର-୨୦ ଗ୍ରାମ, ହଳଦୀ ପାଉଡ଼ର-୧୦ ଗ୍ରାମ୍, ମେଥୁ ପତ୍ର-୨ ଗ୍ରାମ୍, ରିଫାଇନ୍ ତେଲ-୧୦୦ଗ୍ରାମ୍, ଘିଅ୧୦୦ଗ୍ରାମ୍, ଗୁଆ ଘିଅ-୨୦ ଗ୍ରାମ୍, ବଟା ଅଦା ଓ ରସୁଣ-୬୦ ଗ୍ରାମ, ପିଆଜ-୩୦୦ ଗ୍ରାମ୍, ବଟା ଟମାଟୋ-୩୦୦ ଗ୍ରାମ୍, ବଟା କାଜୁ-୧୦୦ ଗ୍ରାମ୍, ଭୃଷଙ୍ଗା ପତ୍ର-୨ ଗ୍ରାମ, ଧନିଆ ପତ୍ର୪୦ ଗ୍ରାମ୍, ଦହି-୩୦୦ ଗ୍ରାମ୍, ଗୋଲମରିଚ -୨ ଗ୍ରାମ, ଗରମ ମସଲା ଗୁଣ୍ଡ ୩୦ ଗ୍ରାମ୍, ଗୁଜୁରାତି ଗୁଣ୍ଡ-୨ ଗ୍ରାମ୍, ବଟା …

Non-Vegetarian Other Regional Foods

ଚିକେନ୍ ଗଜବ ମସଲା

ଉପକରଣ – ଚିକେନ୍-୪୦୦ ଗ୍ରାମ, ଛେଳି ମାଂସ-୬୦ ଗ୍ରାମ୍, ଅଣ୍ଡା-୨ଟା, କଟା ପିଆଜ-୧୦୦ ଗ୍ରାମ, ବିଲାତି ବାଇଗଣ-୧୦୦ ଗ୍ରାମ୍, ଅଦା ଓ ରସୁଣ-୨୦୦ ଗ୍ରାମ୍, ଲଙ୍କା – ୧୦୦ଗ୍ରାମ୍, ରିଫାଇନ୍ ତେଲ-୫୦ଗ୍ରାମ, ଡ଼ାଲଚିନି ଗୁଜୁରାତି ଗୁଣ୍ଡ-୧୦ ଗ୍ରାମ୍, ବଟର -୨୦୦ ଗ୍ରାମ୍, କାଜୁ-୨୦୦ ଗ୍ରାମ୍ ଓ ଆବଶ୍ୟକ ପାରିମାଣରେ ଲୁଣ ଏବଂ ପାଣି ନେବେ । ପ୍ରସ୍ତୁତି – ଛେଳି ମାଂସକୁ ଛୋଟ ଛୋଟ କାଟି ଧୋଇ ଛାଣିକି ରଖିବେ । ତା’ସହିତ ଅଣ୍ଡାକୁ ଭା°ଗି ଗୋଳାଇ …

Non-Vegetarian Other Regional Foods

ଟିକେନ୍ ଡ୍ରମ ଷ୍ଟିକ୍

ପ୍ରସ୍ତୁତି – ଏହା ଚିକେନ୍‌ର ଡେଣା ମଧ୍ୟରେ ଥିବା ସରୁ ମାଂସ ଓ ହାଡ଼ରେ ପ୍ରସ୍ତୁତି ହୋଇଥାଏ । ଗୋଟିଏ ପାତ୍ରରେ ବଟା ଅଦା ରସୁଣ ୩୦ ଗ୍ରାମ, ଅଜିନା ମାଟୋ, ୧୦ ଗ୍ରାମ୍, କଳା ଗୋଲ ମରିଚ, କଞ୍ଚା ଅଣ୍ଡା, ୫ଟି, କର୍ଣ୍ଣଫୋର ୧୦୦ ଗ୍ରାମ୍, ମଇଦା। ୧୦୦ ଗ୍ରାମ୍, ସୋୟାବିନ ସସ୍ ୧୦ ଗ୍ରାମ, ଛେଚା, ଅଦା ରସୁଣ ୧୦୦ଗ୍ରାମ, ଛେଚା, କଞ୍ଚାଲଙ୍କା ୨୦ ଗ୍ରାମ୍ ଓ ୨୦ ଗ୍ରାମ୍ ଧନିଆ ପତ୍ରକୁ ଭଲ …

Non-Vegetarian Other Regional Foods

ଚିକେନ୍ ବିରିଆନି

ଉପକରଣ – ୧୫୦୦-ଗ୍ରାମ୍ ଚିକେନ, ୭୫୦ ଗ୍ରାମ-ବାଲାମୀ ଚାଉଳ, ପିଆଜ୫୦୦ ଗ୍ରାମ୍, ଅଦା-୧୦୦ ଗ୍ରାମ୍, ରସୁଣ-୧୦୦ ଗ୍ରାମ, ପୋଦିନା ପତ୍ର-୧ ବିଡ଼ା, କାଜୁ୧୦୦ ଗ୍ରାମ୍, ଖିସ୍ମିସ୍-୫୦ ଗ୍ରାମ, ତେଲ-୫୦୦ ଗ୍ରାମ୍, ଆବଶ୍ୟକ ଅନୁସାରେ ହଳଦୀ ଗୁଣ୍ଡ, ଲୁଣ, ଲଙ୍କା ଗୁଣ୍ଡ, ଜାଇତ୍ରୀ, ଜାଇଫଳ, ମିଟ୍ ମସଲା, ଅଳେଇଚ, ଗୁଜୁରାତି, ଗୁଆ ଘିଅ, ଲବଂଗ ଓ ଗୋଲମରିଚ ନେବେ । ପ୍ରସ୍ତୁତି – ପ୍ରଥମେ ଚାଉଳ ଭଲଭାବେ ଧୋଇ ଶୁଖାଇ ଦେବେ । ଚାଉଳକୁ ଭାଜି ଦୁଇଗୁଣ ପାଣି …

Non-Vegetarian Other Regional Foods

ଚାଇନିଜ୍ ଚିକେନ୍

ଉପକରଣ – ଚିକେନ୍-୨୦ ଖଣ୍ଡ, ବଟା ବଡ଼ ପିଆଜ-୨ଟା, ବଟା ଅଦା-୨ ଛୋଟ ଚାମୁଚ, ବେକି°ପାଉଡ଼ର-୧ଛୋଟ ଚାମୁଚ, ଲଙ୍କା ଗୁଣ୍ଡ-୨ ଚାମୁଚ, ଅଣ୍ଡା-୨ଟା, କର୍ଣ୍ଣଫୁର -୪ ବଡ଼ ଚାମୁଚ, ତେଲ-୨ ଚାମୁଚ, ଗରମ ମସଲା ଗୁଣ୍ଡ-୨ ଛୋଟ ଚାମୁଚ, ଦରକାର ଅନୁସାରେ ଲୁଣ, ତେଲ ଓ ପାଣି ନେବେ । ପ୍ରସ୍ତୁତି – ଗୋଟିଏ ପାତ୍ରରେ ଅଣ୍ଡା, ବେକି’ ପାଉଡ଼ର, ପାଣି, କର୍ଣ୍ଣଫେର ଓ ୨ ଚାମୁଚ ତେଲ ପକାଇ ଭଲ କରି ଫେଣ୍ଟନ୍ତୁ । ବଟା …

Non-Vegetarian Other Regional Foods

ବେକି° କବାବ୍

ଉପକରଣ – ହାଡ଼ ନଥିବା-୧ କିଲୋ ମାଂସ, ଦହି-୨କପା, ୪ଟି-ବଡ଼ ପିଆଜ କଟା ହୋଇଥୁବା, ୬ ଚାମୁଚ-ଘିଅ, ୨ ଚାମୁଚ-କାଜୁ, ୨ ଚାମୁଚ-ଭଜା ବୁଟ ଡ଼ାଲି, ଡ଼ାଲଚିନି ଖଣୋ, ୮ଟି-ଲବଂଗ, ୨ ଚାମୁଚ-ନଡ଼ିଆ କୋରା, ୬ଟି-ଲଙ୍କା ଓ ଆବଶ୍ୟକ ଅନୁସାରେ ଲୁଣ ନେବେ । ପ୍ରସ୍ତୁତି – ଏକ ସରୁ କନାରେ ଦହିକୁ ରଖନ୍ତୁ । ଯେପରି ଏହାର ପାଣି ବାହାରି ଯିବ । କନାରୁ ବାହାର କରି ଏହାକୁ ଭଲ କରି ଫେଣ୍ଟି ଦିଅନ୍ତୁ । …

error: Content is protected !!