ଭେଜ ବିରିଆନି

ଉପକରଣ – ବାସୁମତୀ ଚାଉଳ-୧ କିଲୋ, ବିନ୍-୩୦୦ ଗ୍ରାମ, ଫୁଲକୋବି -୨ କିଲୋ, ଗାଜର-୩୦୦ ଗ୍ରାମ୍, ବିଟ-୨୦୦ ଗ୍ରାମ୍, କ୍ୟାପସିକମ୍-୨୦୦ ଗ୍ରାମ୍, . ପନିର-୫୦୦ ଗ୍ରାମ, ଡ଼ାଲିଚିନି ଗୁଣ୍ଡ-୧୫ ଗ୍ରାମ୍, ଗୁଜୁରାତି ଗୁଣ୍ଡ-୨୦ ଗ୍ରାମ୍, ଅଳେଇଚ ଗୁଣ୍ଡ-୧୫ ଗ୍ରାମ୍, ଜାଇତ୍ରୀ-୫ ଗ୍ରାମ୍, ଘିଅ-୪୦୦ ଗ୍ରାମ୍, ଗୁଆ ଘିଅ-୧୦୦ ଗ୍ରାମ, କାଜୁ-୧୦୦ ଗ୍ରାମ୍, ଖିସ୍ମିସ୍-୧୦୦ ଗ୍ରାମ, ଚିନି-୨୦ ଗ୍ରାମ୍, ଗୋଲାପ ଜଳ-୧୦ ଗ୍ରାମ, ଦରକାର ଅନୁସାରେ ଲୁଣ ଓ ପାଣି ନେବେ । ପ୍ରସ୍ତୁତି – ପ୍ରଥମେ ବାସୁମତୀ […]

ମୋଗଲାଇ ପଲାଉ

ଉପକରଣ – ବାସୁମତୀ ଚାଉଳ-୫୦୦ ଗ୍ରାମ୍, ବିଲାତି ବାଇଗଣ-୪୦୦ ଗ୍ରାମ, ନଡ଼ିଆ କୋରା-୪ଚାମୁଚ, ବଟର -୨୦୦ ଗ୍ରାମ୍, ଘିଅ-୧୦୦ ଗ୍ରାମ୍, କଞ୍ଚାଲଙ୍କା -୪ଟି, ନାଲିଲଙ୍କା-୪ଟି, ଲବଙ୍ଗ-୫ଟି, ଗୁଜୁରାତି-୫ଟି, ଢ଼ାଲିଚିନି-୫ଟି, ଭୂସୁଙ୍ଗା ପତ୍ର – ୧୩ଟା, ପିଆଜ (ବଡ଼)-୪ଟି, କାଜୁ- ୩୦ଟି, ବାଦାମ-୧୦ଟି, ଅଦା-୩ ଇଞ୍ଚରେ ଖଣ୍ଡେ, ଜିରା-୨ ଚାମୁଚ, ଧନିଆ-୨ ଚାମୁଚ, ଚିନି-୨ ଚାମୁଚ, ଓ ଲୁଣ- ୨ ଚାମୁଚ ନେବେ । ପ୍ରସ୍ତୁତି- ପ୍ରଥମେ ଚାଉଳକୁ ଦରସିଝା ଭାତ କରନ୍ତୁ । ଏହା ଯେପରି ଗୋଟା […]

ମାଡ୍ରାସୀ ହରଡ଼ ଡ଼ାଲି

ଉପକରଣ – ହରଡ଼ ଡ଼ାଲି-୨୫୦ ଗ୍ରାମ୍, କଞ୍ଚାଲଙ୍କା-୨ଟି, ପିଆଜ-୧ଟି, ଅଦା ଛୋଟ ଖଣ୍ଡେ, ସୋରିଷ-ଛୋଟ ଚାମୁଚ, ମେଥି-ଛୋଟ ଚାମୁଚ, ଶୁଖୁଲା ଲଙ୍କା୧ଟି, ତେଲ-୧୫ ଗ୍ରାମ୍, ରସୁଣ-୩କୋଲା, ନଡ଼ିଆ କୋରା- ୪ ଚାମୁଚ ଆବଶ୍ୟକ ଅନୁସାରେ ଲୁଣ ଓ ହଳଦି ନେବେ । ପ୍ରସ୍ତୁତି – ପ୍ରଥମେ ଲୁଣ ଓ ହଳଦି ଦେଇ ଡ଼ାଲିକୁ ସିଝାଇ ଦିଅନ୍ତୁ । ୨ ଚାମୁଚ ନଡ଼ିଆ କୋରା, କଞ୍ଚାଲଙ୍କା, ରସୁଣ, ଅଦା ଓ ପିଆଜ ଫାଳେ ପକାଇ ଭଲକରି ବାଟିଦିଅନ୍ତୁ । […]

ଶାହୀ ପନିର

ଉପକରଣ- ପନିର-୩୦୦ ଗ୍ରାମ୍, ଦେଶୀ ଘିଅ-୮ ଚାମୁଚ, ଦୁଧ-୧୦୦ଗ୍ରାମ, ଦହି-୫୦ ଗ୍ରାମ, ବିଲାତି ବାଇଗଣ-୭ଟା, ପିଆଜ (ବଡ଼)-୨ଟା, ବିଲାତି ବାଇଗଣ ସସ୍-୨ ଚାମୁଚ, ବଡ଼ ଅଳେଇଚ -୨ଟି ଦରକାର ଅନୁସାରେ ଅଦା, ଲଙ୍କାଗୁଣ୍ଡ, ଲୁଣ, ଗରମ ମସଲା ଗୁଣ୍ଡ ଓ ପାଣି ନେବେ । ପ୍ରସ୍ତୁତି-ପ୍ରଥମେ ଘିଅକୁ ଗରମ କରିବେ । ଏଥିରେ କଟା ପିଆଜ, ଅଦା, ଲଙ୍କା ଓ ଅଳେଇଚ ପକାଇ ଅଳ୍ପ ଭାଜି ଦେବେ । ତା’ପରେ କଟା ବିଲାତି ବାଇଗଣକୁ ଏଥିରେ ପକାଇ […]

ADVERTISEMENT

Recent Posts

Archives

Categories