OdiaFoods.in

OdiaFoods.in

  • Vegetarian
    • Bhaja
    • Dal & Curry
    • Rice
    • Starter
  • Non- Vegetarian
    • Rice
    • Chicken
    • Crab
    • Fish
    • Mutton
    • Prawn
    • Starter
  • Pure Vegetarian
    • Starter
    • Bhaja
    • Dal & Curry
    • Mitha
    • Pitha
    • Rice
    • Tifin
  • Food For Fasting

Dal Bati

June 13, 2020 foodadmin Vegetarian 0

  • Twitter
  • Facebook
  • Pinterest
  • WhatsApp
  • More
  • LinkedIn
Dal Bati

Dal Bati is an Indian dish comprising dal (lentils) and Bati (hard wheat rolls). It is popular in Rajasthan, Uttar Pradesh and Madhya Pradesh. Dal is prepared using tur dal, chana dal etc. and Bati is a hard bread made up of wheat flour.

Related

  • Popular Cuisine

advt

Recent Posts

  • Govi Musslam – Regional Indian foods
  • ଖିରା ସର – Kheera Sara –
  • Allagi Jaau – Sweet food of Margasira Gurubar
  • Best Cookbooks, Food & Wine
  • Kadali Alu Golamaricha Pani – Kadali Alu Rasaa – No Onion No Garlic
ଆମ ବିଷୟରେ

ଆମେ, ଓଡ଼ିଶାରେ ରହୁଥିବା ତଥା ଓଡ଼ିଆ ଓ ଅନ୍ୟାନ୍ୟ ଆଞ୍ଚଳିକ ଖାଦ୍ୟକୁ ଭଲ ପାଉଥିବା କେତେଜଣ ଖାଦ୍ୟପ୍ରେମୀ ବନ୍ଧୁ ଯେଉଁମାନେ କି ସମ୍ପୃକ୍ତ ରାନ୍ଧଣା ସବୁକୁ ଏହି ୱେବସାଇଟ ମାଧ୍ୟମରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ବଦ୍ଧପରିକର ।

ଏହି ୱେବସାଇଟରେ ଉପସ୍ଥାପନ କରାଯାଇଥିବା ରାନ୍ଧଣା ଗୁଡିକ ଇଣ୍ଟରନେଟ, କେତେକ ବ୍ୟକ୍ତିବିଶେଷ ତଥା ବିଭିନ୍ନ ରାନ୍ଧଣା ପୁସ୍ତକରୁ ସଂଗୃହୀତ । ଆମର ଉଦ୍ଦେଶ୍ୟ, ଓଡ଼ିଶା ତଥା ଅନ୍ୟାନ୍ୟ ଅଞ୍ଚଳର ଏହି ସମୃଦ୍ଧ ରାନ୍ଧଣା ଗୁଡିକୁ ଯେପରିକି ବିଭିନ୍ନ ପ୍ରକାରର ମନ୍ଦିର ରାନ୍ଧଣା, ପିଠା, ମିଠା, ଶାଗ, ତରକାରୀ, ଆମିଷ ତଥା ନିରାମିଷ ବ୍ୟଞ୍ଜନ ଓ ସର୍ବୋପରି ଆମର ପାରମ୍ପରିକ ଖାଦ୍ୟ ଯେପରିକି ପଖାଳ, ଡାଲମା, ସନ୍ତୁଳା ଆଦିର ପ୍ରସ୍ତୁତ ପ୍ରଣାଳୀକୁ ଭୋଜନ ପ୍ରିୟ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା । ଆଉ ଆପଣ ଯଦି ଏ ଦିଗରେ ନିଜର ସହଯୋଗ ଦେବାକୁ ଇଚ୍ଛୁକ, ତେବେ ଆମ ନିକଟକୁ ନିଜର ରାନ୍ଧଣାର ପ୍ରସ୍ତୁତ ଶୈଳୀ ସହିତ ଏହାର ଫୋଟୋ ଚିତ୍ରକୁ odiafoodskhajana@gmail.com ରେ ପଠାନ୍ତୁ, ମନୋନୀତ ହେଲେ ଆପଣଙ୍କ ନାମ ସହିତ ଏହାକୁ ପ୍ରକାଶ କରିବୁ । ଧନ୍ୟବାଦ ।

ଜୟ ଜଗନ୍ନାଥ !

Gallery
ପଣସ ପିଟଉ ଭଜା
କାକରା ପିଠା
ଶୋରିଷ ଶାଗ ଭାତ
ବଥୁଆ ଶାଗ

Powered By  Nirmalya Web Solutions