ସାଧା ଘିଅ ଅନ୍ନ
Pure Vegetarian

ସାଧା ଘିଅ ଅନ୍ନ

ଉପକରଣ –
ବାଲାମୀ ଚାଉଳ ୨୫୦ ଗ୍ରାମ
ଖଟା କମଳା ଲେମ୍ବୁ ୧ଟା
ଭଲଘିଅ – ୨୫ ଗ୍ରାମ
ଆବଶ୍ୟକ ଅନୁଯାୟୀ ଲୁଣ ନେବେ ।
ପ୍ରସ୍ତୁତ – ହାଣ୍ଡିରେ ଲୁଣ ଓ ଚାଉଳ ପକାଇ ଭାତକୁ ଟାଣି ଟାଣି କରି ଗାଳି ଦିଅନ୍ତୁ । ତା’ପରେ ସେଥିରେ କମଳା ଲେମ୍ବୁ ରସ ଓ ଘିଅ ଗୋଳେଇ ଦିଅନ୍ତୁ । ଏଥର ସାଧା ଘିଅ ଅନ୍ନ ପ୍ରସ୍ତୁତ ହୋଇଗଲା ।

error: Content is protected !!