Showing 22 Result(s)
Atta Kakara Pitha - Sana Kakara 1
Pure Vegetarian

Atta Kakara Pitha – Sana Kakara

Atta Kakara Pitha is one of the Mahaprsad offered to Lord Jagannth during Madhyanna Dhupa ( Midday meal at 12-30 to 1:00 PM). It is also called Sana kakara. Atta Kakara Pitha or Mandua Pitha is a traditional sweet cake that is offered as Mahaprasad to Lord Jagannath during Madhyanna Dhupa (midday meal) in the Jagannath Temple …

ସାଧା ଘିଅ ଅନ୍ନ
Pure Vegetarian

ସାଧା ଘିଅ ଅନ୍ନ

ଉପକରଣ – ବାଲାମୀ ଚାଉଳ ୨୫୦ ଗ୍ରାମ ଖଟା କମଳା ଲେମ୍ବୁ ୧ଟା ଭଲଘିଅ – ୨୫ ଗ୍ରାମ ଆବଶ୍ୟକ ଅନୁଯାୟୀ ଲୁଣ ନେବେ । ପ୍ରସ୍ତୁତ – ହାଣ୍ଡିରେ ଲୁଣ ଓ ଚାଉଳ ପକାଇ ଭାତକୁ ଟାଣି ଟାଣି କରି ଗାଳି ଦିଅନ୍ତୁ । ତା’ପରେ ସେଥିରେ କମଳା ଲେମ୍ବୁ ରସ ଓ ଘିଅ ଗୋଳେଇ ଦିଅନ୍ତୁ । ଏଥର ସାଧା ଘିଅ ଅନ୍ନ ପ୍ରସ୍ତୁତ ହୋଇଗଲା ।

କାନିକା – ଜଗନ୍ନାଥଙ୍କର ଏକ ପ୍ରଧାନ ଭୋଗ ମହାପ୍ରସାଦ
Pure Vegetarian

କାନିକା – ଜଗନ୍ନାଥଙ୍କର ଏକ ପ୍ରଧାନ ଭୋଗ ମହାପ୍ରସାଦ

କାନିକା ଜଗନ୍ନାଥଙ୍କର ଏକ ପ୍ରଧାନ ଭୋଗ ମହାପ୍ରସାଦ । ଏହା ଚାଉଳ, ଚିନି, ଘିଅ, ଲବଙ୍ଗ ଆଦି ମିଶାଇ ରାନ୍ଧି ତିଆରି କରାଯାଏ । ଏହା ପ‌ହିଲି ଭୋଗବେଳେ ଏବଂ ଅନ୍ୟ ଦିନେ ମଧ୍ୟ ତିଆରି ହୁଏ । ଏହା ଭୋଗ ମଣ୍ଡପ ଭୋଗର ଅଂଶ ଭାବେ ରନ୍ଧା ହୋଇଥାଏ । ଉପାଦାନ ଚାଉଳ – ୧ କିଲୋ-କୃଷ୍ଣଭୋଗ-ବାସୁମତି ଚିନି – ୩୫୦ ଗ୍ରାମ ଡାଳଚିନି – ୫୦ ଗ୍ରାମ ଲବଙ୍ଗ – ୫ ଗ୍ରାମ ଜାଇଫଳ – ୧/୨ ଚାମଚ ଗୁଣ୍ଡ କିସମିସ – ୫୦ ଗ୍ରାମ ଅଳେଇଚ …

Temple Besara
Pure Vegetarian

Temple Besara

Temple Besara is a traditional vegetarian curry that is popular in the Odisha region of India and is often prepared in the Jagannath Temple as part of the Mahaprasad, which is the sacred food offered as Bhog (offering) to Lord Jagannath. The Mahaprasad is a significant part of every Hindu’s life and is considered one …

ଚିତଉ ପିଠା
Pure Vegetarian Uncategorized

ଚିତଉ ପିଠା

ଉପକରଣ – ନୂଆ ବାସନା ଅରୁଆ ଚାଉଳ ଅଧକେଜି,– ଅଧାଧୁଆ ନଡ଼ିଆ ୧ଟା (କଅଁଳ ନଡ଼ିଆ), – ସାମାନ୍ୟ ଲୁଣ ଦୁଇଚାମଚ – ତେଲ ବା ଘିଅ ପ୍ରଣାଳୀ ଚାଉଳକୁ ଧୋଇ ପରିଷ୍କାର କରି ୩/୪ ଘଣ୍ଟା ପାଣିରେ ବତୁରାଇ ଦିଅ । ନଡ଼ିଆକୁ କୋରି ଚାଉଳ ସହ ମିଶାଇ ଚିକଣ କରି ବାଟିଦିଅ । ଆଣ ଟିକେ ବହଳିଆର ହେବ ସରୁ ଚକୁଳି ଆଣଠାରୁ । ତାୱା ବା କରେଇ ଗ୍ୟାରେ ବସାଇ ଗରମ କରି …

କାକରା ପିଠା
Food For Fasting Pure Vegetarian

କାକରା ପିଠା

ଉପକରଣ : ଅରୁଆ ଚାଉଳ ୪୦୦ ଗ୍ରାମ୍, ଗହମ ୨୦୦ ଗ୍ରାମ୍, ଗୁଡ଼ ୨୦୦ ଗ୍ରାମ୍, ଗୁଆଘିଅ ୪୦୦ ଗ୍ରାମ୍ ଓ ଆବଶ୍ୟକ ଅନୁସାରେ ପାଣି ନେବେ । ପ୍ରସ୍ତୁତି : ଅରୁଆ ଚାଉଳ ଓ ଗହମକୁ ପରିଷ୍କାର ଭାବେ ସଫା କରି ଚୁନା କରିଦେବେ । ଏହାକୁ ଗୋଳାଇ ରଖିବେ । ଗରମ ପାତ୍ରରେ ଗୁଡ଼ିକୁ ପକାଇ ପାଣି ଶୁଖୁଲା ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ଗୁଡ଼ ଅଠାଳିଆ ହୋଇ ପାଣି ଶୁଖୁଗଲେ ଏହି ଚାଉଳ ଓ …

error: Content is protected !!