ଚିତଉ ପିଠା

ଉପକରଣ – ନୂଆ ବାସନା ଅରୁଆ ଚାଉଳ ଅଧକେଜି,– ଅଧାଧୁଆ ନଡ଼ିଆ ୧ଟା (କଅଁଳ ନଡ଼ିଆ), – ସାମାନ୍ୟ ଲୁଣ ଦୁଇଚାମଚ – ତେଲ ବା ଘିଅ ପ୍ରଣାଳୀ ଚାଉଳକୁ ଧୋଇ ପରିଷ୍କାର କରି ୩/୪ ଘଣ୍ଟା ପାଣିରେ ବତୁରାଇ ଦିଅ । ନଡ଼ିଆକୁ କୋରି ଚାଉଳ ସହ ମିଶାଇ ଚିକଣ କରି ବାଟିଦିଅ । ଆଣ ଟିକେ ବହଳିଆର ହେବ ସରୁ ଚକୁଳି ଆଣଠାରୁ । ତାୱା ବା କରେଇ ଗ୍ୟାରେ ବସାଇ ଗରମ କରି […]

କାକରା ପିଠା

ଉପକରଣ : ଅରୁଆ ଚାଉଳ ୪୦୦ ଗ୍ରାମ୍, ଗହମ ୨୦୦ ଗ୍ରାମ୍, ଗୁଡ଼ ୨୦୦ ଗ୍ରାମ୍, ଗୁଆଘିଅ ୪୦୦ ଗ୍ରାମ୍ ଓ ଆବଶ୍ୟକ ଅନୁସାରେ ପାଣି ନେବେ । ପ୍ରସ୍ତୁତି : ଅରୁଆ ଚାଉଳ ଓ ଗହମକୁ ପରିଷ୍କାର ଭାବେ ସଫା କରି ଚୁନା କରିଦେବେ । ଏହାକୁ ଗୋଳାଇ ରଖିବେ । ଗରମ ପାତ୍ରରେ ଗୁଡ଼ିକୁ ପକାଇ ପାଣି ଶୁଖୁଲା ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ଗୁଡ଼ ଅଠାଳିଆ ହୋଇ ପାଣି ଶୁଖୁଗଲେ ଏହି ଚାଉଳ ଓ […]

ADVERTISEMENT

Recent Posts

Archives

Categories