
୧/୨ ଚାମୁଚ ଗୁଣ୍ଡ ପାନ ମଧୁରି ସାଙ୍ଗେ କିଛି ସ୍ୱାଦ ଅନୁଯାୟି ମିସ୍ରି ଖଣ୍ଡ , ଗୋଟେ ଗ୍ଲାସ ପାଣିରେ ରାତି ସାରା କିମ୍ବା ୩ ଘଣ୍ଟା ବତୁରାଇ ରଖିଦିଅ
ପାତ୍ରରେ ବତୁରା ପାନ ମଧୁରି, ସ୍ୱାଦ ଅନୁଯାୟି ପାଣି ମିସାନ୍ତୁ
କିଛି ବରଫ ଖଣ୍ଡ ପକାଇ ପରସନ୍ତୁ
1/2 spoon saunf per Glass or less according to taste
Grind saunf to a fine powder, mix it with one cup of water and let it soak over night or atleast more then 3 hours
Grind Sugar / Misri
In a mixing bowl add soaked sauf along with water and then add powdered sugar / Misri and mix well
Add water as required to adjust the taste and mix well
Serve chilled with some ice cube