Showing 3 Result(s)
ବଥୁଆ ଶାଗ
Uncategorized

ବଥୁଆ ଶାଗ

ଉପକରଣ– ବଥୁଆ ଶାଗ ଦୁଇବିଡ଼ା ବଥୁଆ ଶାଗ ( ଓଜନରେ ୨୦୦ ଗ୍ରାମ୍)-କଖାରୁ ୫୦ ଗ୍ରାମ, -୭/୮ କୋଲା ରସୁଣ, -ଦୁଇଟା କଞ୍ଚାଲଙ୍କା, -୧ ଚାମଚ ଜୀରା, -ଶୋରିଷ ଓ କିଛି ତେଲ, -ଆବଶ୍ୟକୀୟ ଲୁଣ ଏହି ଶାଗକୁ ବାଛି ଡାଙ୍ଗ ଗୁଡ଼ିକ ବାହାର କରିଦିଅ ଏବଂ ଧୋଇସାରି କାଟିଦିଅ । କଖାରୁକୁ ଛୋଟ ଛୋଟ ଖଣ୍ଡ କରି କାଟି ଧୋଇକରି ରଖ । ରସୁଣ ଛଡ଼ାଇ ଛେଚି କରି ରଖ । କରେଈରେ ତେଲ, ଫୁଟଣ …

ମଞ୍ଜା ରାଇ
Vegetarian

ମଞ୍ଜା ରାଇ

ଉପକରଣ– ଚାଖଣ୍ଡେ ଲମ୍ବର ସଜ ମୂଳ ମଞ୍ଜା ଖଣ୍ଡ– ୧ଟା ଆଳୁ– ଛୋଟ କଖାରୁ ଖଣ୍ଡ– ୧୦/୧୨ ଟା ବଡ଼ି– ୩ଟି ପୁଆ ସାରୁ ପ୍ରଣାଳୀ – ଆଳୁ ସାରୁ କଖାରୁକୁ କାଟି ଧୋଇ ରଖ । ମଞ୍ଜାରୁ ଉପର ଚୋପା ଛଡ଼ାଇ ଚକା ଚକା କରି ପତଳା ପତଳା କରି ଗୋଲ ଗୋଲ କରି କାଟିଲା ବେଳେ ଆଙ୍ଗୁଳିରେ ମଞ୍ଜାର ତନ୍ତୁ ସୂତା ଆଙ୍ଗୁଠିରେ ଗୁଡ଼ାଇ ବାହାର କରିଦିଅ ଓ ମଞ୍ଜାକୁ ସରୁ ସରୁ କରି …

error: Content is protected !!