ଆଳୁ ଓ ବାଇଗଣ ଭର୍ତ୍ତା 1
Vegetarian

ଆଳୁ ଓ ବାଇଗଣ ଭର୍ତ୍ତା

ପ୍ରଥମେ ଆଳୁକୁ ସିଝାଇ ଥଣ୍ଡା କରିଦେବେ । ବାଇଗଣ ମଝିରୁ କଣା କରି ଏହାକୁ ପୋଡ଼ି ଥଣ୍ଡା କରି ଚକଟି ଦେବେ । ବାଇଗଣ ପୋଡ଼ି ଗଲେ ଏହାକୁ ଧୋଇ ଚୋପା ଛଡ଼ାଇ ଦେବେ । ଆଳୁରୁ ମଧ୍ୟ ଚୋପା ଛଡ଼ାଇ ଦେବେ । ଗରମ ତେଲରେ କଟା ପିଆଜ, କଟା ବିଲାତି ବାଇଗଣ, କଟା କଞ୍ଚାଲଙ୍କା ଓ କଟା । ଧନିଆପତ୍ର ପକାଇ ଭାଜିଦେବେ । ଏହା ଭଜା ହୋଇଗଲେ ସେଥିରେ ଆଳୁ ସିଝା, ବାଇଗଣ ପୋଡ଼ା ଓ ଲୁଣକୁ ପକାଇ ଭଲ କରି ଖଡ଼କି ଦେବେ । ଏଥର ଆଳୁ ଓ ବାଇଗଣ ଭର୍ତ୍ତା ପ୍ରସ୍ତୁତ ହୋଇଗଲା ।




Leave a Reply

error: Content is protected !!