ଜହ୍ନି ଆଳୁ ପୋସ୍ତକ

ଜହ୍ନି ଆଳୁ ପୋସ୍ତକ ଉପକରଣ – ଜହ୍ନି-୨୫୦ ଗ୍ରାମ୍ -ଆଳୁ-୧୦୦ ଗ୍ରାମ୍ -କାଜୁ-୫୦ ଗ୍ରାମ୍ -ପୋସ୍ତକ-୨୫ ଗ୍ରାମ୍ – କଳା ଜିରା 1/2 ଶୁଖଲା ଲଙ୍କା-୨ଟି ରସୁଣ-୪କୋଲା ଜିରା-ଅଧ ଚାମୁଚ ପିଆଜ-୧ଟା ତେଲ-୧୫ ଗ୍ରାମ୍ ଓ ସ୍ବାଦ ଅନୁସାରେ ଲୁଣ ନେବେ ।

ମଞ୍ଜା ରାଇ

ଉପକରଣ– ଚାଖଣ୍ଡେ ଲମ୍ବର ସଜ ମୂଳ ମଞ୍ଜା ଖଣ୍ଡ– ୧ଟା ଆଳୁ– ଛୋଟ କଖାରୁ ଖଣ୍ଡ– ୧୦/୧୨ ଟା ବଡ଼ି– ୩ଟି ପୁଆ ସାରୁ ପ୍ରଣାଳୀ – ଆଳୁ ସାରୁ କଖାରୁକୁ କାଟି ଧୋଇ ରଖ । ମଞ୍ଜାରୁ ଉପର ଚୋପା ଛଡ଼ାଇ ଚକା ଚକା କରି ପତଳା ପତଳା କରି ଗୋଲ ଗୋଲ କରି କାଟିଲା ବେଳେ ଆଙ୍ଗୁଳିରେ ମଞ୍ଜାର ତନ୍ତୁ ସୂତା ଆଙ୍ଗୁଠିରେ ଗୁଡ଼ାଇ ବାହାର କରିଦିଅ ଓ ମଞ୍ଜାକୁ ସରୁ ସରୁ କରି […]

ତଡ଼କା

ଉପକରଣ – ୨୦୦ ଗ୍ରାମ-ବିରି ଡ଼ାଲି, ୨୦୦ ଗ୍ରାମ-ବୁଟ ଡ଼ାଲି, ବିଲାତି ବାଇଗଣ-୪ଟା, ପିଆଜ-୧୦୦ ଗ୍ରାମ୍, ରସୁଣ-୧୦ ଗ୍ରାମ୍, ଅଦା-୨ ଇଞ୍ଚିରେ ଖଣ୍ଡେ, ତେଲ-୫୦ଗ୍ରାମ୍, କଞ୍ଚାଲଙ୍କା-୧୦ ଗ୍ରାମ, ଜିରା-୨ ଚାମୁଚ, ଡାଳଚିନି-୪ ଖଣ୍ଡ, ଗୁଜୁରାତି -୪ଟା, ଗୋଲମରିଚ-୧୫ଟା, ଲବଙ୍ଗ-୧୦ଟା, ଆବଶ୍ୟକ ଅନୁସାରେ ଲୁଣ ଓ ହଳଦି ଗୁଣ୍ଡ ନେବେ । ପ୍ରସ୍ତୁତି – ପ୍ରଥମେ ବିରି ଡ଼ାଲି ଓ ବୁଟ ଡ଼ାଲିରେ ଲୁଣ ଏବଂ ହଳଦି ମିଶାଇ ଅଧା ସିଝାଇ ଦିଅନ୍ତୁ । ପିଆଜ, କଞ୍ଚାଲଙ୍କା, ରସୁଣ […]

ମହୁର

ଉପକରଣ – ଆଲୁ- ୪ଟି, ଦେଶୀ ଆଲୁ- ୧୦ ୦ ଗ୍ରାମ, ବାଇଗଣ-୨ଟି, କଞ୍ଚା କଦଳୀ -୩ଟି, ବଡ଼ି-୭ଟି, ତେଜପତ୍ର-୩ଟି, ଶୁଖିଲା ଲଙ୍କା-୭ଟି, ଜିରା-୧ ଚାମୁଚ, ଗରମ ମସଲା-୧ ଚାମୁଚ, ତେଲ-୫ଚାମୁଚ (ବଡ଼), ଫୁଟଣ-୨ ଚାମୁଚ, ଦରକାର ଅନୁସାରେ ଲୁଣ ଓ ହଳଦି ନେବେ । ପ୍ରସ୍ତୁତି-ପ୍ରଥମେ ଆଳୁ, ଦେଶୀଆଳୁ, ବାଇଗଣ ଓ କଞ୍ଚା କଦଳୀକୁ ଭଲ କରି ଧୋଇ ଛୋଟ ଛୋଟ କାଟି ଦିଅନ୍ତୁ । ଲଙ୍କା ଓ ଜିରାକୁ ଭାଜି ଗୁଣ୍ଡ କରି ଦିଅନ୍ତୁ […]

କଖାରୁ ଡଙ୍କ ଚଡ଼ଚଡ଼ି

ଉପକରଣ : କଖାରୁ ଡଙ୍କ-୫ ଖଣ୍ଡ, ୩ଟି-ଆଳୁ, ଛୋଟ ବାଇଗଣ-୨ଟି, କଖାରୁ । -ଛୋଟ ଖଣ୍ଡ, ସୋରିଷ-୧ଟା ଚା’ ଚାମୁଚ, ଜିରା-ଅଧ ଚାମୁଚ, ଶୁଖିଲା ଲଙ୍କା-୨ ଟି, ଛୋଟ ପିଆଜ-୨ଟି, ରସୁଣ-୪କୋଲା, ଛୋଟ ଅଦା ଖଣୋ, ଚିନି-୧ଚାମୁଚ, ହଳଦି-୧ ଚାମୁଚ, ତେଲ-୨୫ ଗ୍ରାମ୍ ଓ ଦରକାର ଅନୁସାରେ ଲୁଣ ନେବେ) । ପ୍ରସ୍ତୁତି- ପ୍ରଥମେ ସୋରିଷ, ଜିରା, ଲଙ୍କା, ପିଆଜ, ରସୁଣ ଓ ଅଦାକୁ ଏକାଠି କାଟି ଦିଅନ୍ତୁ । କଖାରୁ ଡଙ୍କ ଓ ପତ୍ରକୁ ଭଲ […]

କଦଳୀ ମଞ୍ଜା ଘାଣ୍ଟ

ଉପକରଣ – ଖଣ୍ଡେ-କଦଳୀ ମଞ୍ଜା (କଅଁଳ ହୋଇଥୁବା), ବାସୁମତୀ ଚାଉଳ –୧୦୦ଗ୍ରାମ୍, କୋରା ନଡ଼ିଆ-୧ କପ, କଞ୍ଚାଲଙ୍କା-୨ଟା, ଶୁଖିଲା ଲଙ୍କା-୨ଟି, ଜିରା୧ ଚାମଚ, ତେଜପତ୍ର-୨ଟି, ହଳଦିଗୁଣ୍ଡ-୧ ଚାମୁଚ, ଚିନି-୧ ଚାମୁଚ, ସୋରିଷ ତେଲ-୧୦୦ ଗ୍ରାମ୍ ଓ ଆବଶ୍ୟକ ଅନୁସାରେ ଲୁଣ ନେବେ । ପ୍ରସ୍ତୁତି- ପ୍ରଥମେ କଦଳୀ ମଞ୍ଜାର ଉପର ଅଂଶ ବାହାର କରି ଦେବେ । ଏହାର କଅଁଳ ଅଂଶକୁ ଆଣି ଟିକିଟିକି କରି କାଟିଦେବେ । ସେଥିରେ ଅଳ୍ପ ଲୁଣ ପକାଇ ଏହାକୁ ଭଲ […]

ଗୋଟା ମୁଗ ଓ କଞ୍ଚା କଦଳୀ

ଉପକରଣ – କଞ୍ଚା କଦଳୀ-୪ଟା, ଗୋଟା ମୁଗଡ଼ାଲି-୨କପ୍, ଶୁଖଲା ଲଙ୍କା -୪ଟି, ମେଥି-୧ ଚାମୁଚ, ସୋରିଷ-୧ ଚାମୁଚ, ତେଲ-୮ ଚାମୁଚ, ପିଆଜ-୨ଟା, ରସୁଣ – ୧୦ କୋଲା, କୋରା ନଡ଼ିଆ-୧ଟା, କଞ୍ଚାଲଙ୍କା-୭ଟା, ଆବଶ୍ୟକ ମୁତାବକ ଲୁଣ ଓ ହଳଦି ଗୁଣ୍ଡ ନେବେ । ପ୍ରସ୍ତୁତି – ପ୍ରଥମେ ଗୋଟା ମୁଗରେ ଲୁଣ ଓ ହଳଦି ଦେଇ ସିଝାନ୍ତୁ । ଏହା ସିଝିଗଲା ପରେ କଦଳୀକୁ ଛୋଟ ଛୋଟ କରି କାଟି ଏଥିରେ ପକାନ୍ତୁ । ଏହା । […]

ଘାଣ୍ଟ ତରକାରୀ

ଉପକରଣ – ଆଳୁ-୪୦୦ ଗ୍ରାମ୍, ବାଇଗଣ-୨୦୦ ଗ୍ରାମ୍, ସାରୁ-୧୦୦ଗ୍ରାମ, କଖାରୁ-୧୦୦ଗ୍ରାମ୍, କଞ୍ଚା କଦଳୀ-୨ଟା, ଲାଉ– ୧୦୦ ଗ୍ରାମ୍, ଜହ୍ନି-୧୦୦ ଗ୍ରାମ୍, ପାଣିକଖାରୁ-୧୦୦ଗ୍ରାମ୍, ଗୋଟାବୁଟ-୧୦୦ଗ୍ରାମ୍, ଗୋଟା ମୁଗ-୧୦୦ଗ୍ରାମ, ବୁଢ଼ା କାକୁଡ଼ି-୧୦୦ ଗ୍ରାମ, ଫାଳ ନଡ଼ିଆ, ଝୁଡ଼ଙ୍ଗ-୫୦ଗ୍ରାର୍ମ, ଖଡ଼ା ଛୋଟ ଗଛ-୧ଟା, ଓଉ ଫଳେ, ପୋଇ ଡ଼ଙ୍କ-ଛୋଟ ଖଣ୍ଡେ, ଫୁଟଣ-୨ ଚାମୁଚ, ପିଆଜ-୨ଟା, ତେଜପତ୍ର -୫ଟି, ଶୁଖଲା ଲଙ୍କା-୫ଟି, ଜିରା-୩ ଚାମୁଚ, ଆବଶ୍ୟକ ଅନୁସାରେ ତେଲ, ଲୁଣ, ହଳଦି ଓ ପାଣି ନେବେ । ପ୍ରସ୍ତୁତି – ଦୁଇଦିନ ପୂର୍ବରୁ […]

ଛତୁ ଭଜା

ଉପକରଣ – ଛତୁ-୪୦୦ ଗ୍ରାମ୍, ବେସନ-୨୦୦ ଗ୍ରାମ୍, ଅଦା-୩୦ ଗ୍ରାମ୍, ରସୁଣ – ୧୬ କୋଲା, ଅଜ୍ଵାନ ମଞ୍ଜି-୪ ଗ୍ରାମ, ତେନ୍ତୁଳି-୩୦ ଗ୍ରାମ୍, ଚଣା ଗୁଣ୍ଡ-୨୦ ଗ୍ରାମ୍ , ବାଦାମ ଗୁଣ୍ଡ-୨୦ ଗ୍ରାମ୍, ଚାଉଳ ଗୁଣ୍ଡ-୨୦ ଗ୍ରାମ୍, ଦରକାର ଅନୁସାରେ ଲଙ୍କାଗୁଣ୍ଡ, ହଳଦିଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଖାଇବା ସୋଢ଼ା, ତେଲ ଓ ଲୁଣ ନେବେ । ପ୍ରସ୍ତୁତି – ପ୍ରଥମେ ଛତୁକୁ ଧୋଇ ପରିଷ୍କାର କରି ରଖନ୍ତୁ । ବେସନ ଗୋଳାଇ ସେଥିରେ ଅଜ୍ଵାନ ମଞ୍ଜି ଖାଇବା […]

ଛଙ୍କା ତରକାରୀ

ଉପକରଣ – ଆଳୁ-୨୦୦ ଗ୍ରାମ, କଖାରୁ-୧୦୦ଗ୍ରାମ୍, କଞ୍ଚା କଦଳୀ-୨ଟା, ଖମ୍ବ ! ଆଲୁ-୫୦ଗ୍ରାମ୍, ବିଲାତି ବାଇଗଣ-୨ଟା, ବଡ଼ି-୨୫ ଗ୍ରାମ, ସଜନା ଛୁଇଁ-୪ଟା, ଜିରା-୧୦ ଗ୍ରାମ୍, ବାଇଗଣ-୧୦୦ଗ୍ରାମ୍, ଅଦା-୧୫ ଗ୍ରାମ୍, ରସୁଣ-୧୫ ଗ୍ରାମ୍, ଧନିଆ -୫ ଗ୍ରାମ, ଶୁଖଲା ଲଙ୍କା-୪ଟି, ଧନିଆ ପତ୍ର-୧ ବିଡ଼ା, ପାଞ୍ଚ ଫୁଟଣ-୧୦ ଗ୍ରାମ, ନେଳି ମଟର- ୨୫ ଗ୍ରାମ୍, ହଳଦି ଗୁଣ୍ଡ-୫ ଗ୍ରାମ୍, ଆବଶ୍ୟକ ଅନୁସାରେ ଲୁଣ ଓ ତେଲ ନେବେ । ପ୍ରସ୍ତୁତି – ପ୍ରଥମେ ଆଳୁ, କଖାରୁ, ଖମ୍ବଆଳୁ, ବାଇଗଣ, […]

ADVERTISEMENT

Recent Posts

Archives

Categories