Vegetarian

କଖାରୁ ଫୁଲ ଭଜା

ଉପକରଣ – ଆବଶ୍ୟକ ଅନୁସାରେ କଖାରୁ ଫୁଲ, ଲୁଣ, ତେଲ, ହଳଦି, ଲଙ୍କାଗୁଣ୍ଡ ଓ ଅରୁଆ ଚାଉଳ ନେବେ ।

ପ୍ରସ୍ତୁତି –ପ୍ରଥମେ କଖାରୁ ଫୁଲକୁ ଚାଉଳରେ ଲଙ୍କାଗୁଣ୍ଡ, ହଳଦି ଓ ଲୁଣ ଦେଇ ବାଟି ଦେବେ । ଏହାକୁ ପିଠଉ ବୋଲି ଭାବିବେ । ୨ଟି କଖାରୁ ଫୁଲକୁ ଏକାଠି କରି ପିଠଉ ମଧ୍ୟରେ ଭଲ କରି ବୁଢ଼ାଇ ଦେବେ । ଗରମ ତେଲରେ କଖାରୁ, ଫୁଲକୁ ଓଲଟାଇ ଓଲଟାଇ ଭାଜିବେ । ଏଥର କଖାରୁ ଫୁଲ ଭଜା ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!