Vegetarian

କଞ୍ଚା କଦିଳୀ ଭର୍ତ୍ତା

ପ୍ରସ୍ତୁତି- ପ୍ରଥମେ କଞ୍ଚା କଦଳୀକୁ ତଳ ଉପର କାଟି ମଝିରେ ୨ ଖଣ୍ଡ କରି ସିଝାଇ ଥଣ୍ଡା କରି ଦେବେ । ଏହା ସିଝିଗଲେ ତଳକୁ ଆଣି ଥଣ୍ଡା କରି ଚକଟି ଦେବେ । ଗରମ ତେଲରେ କଟା ପିଆଜ, କଟା ବିଲାତି ବାଇଗଣ, କଟା କଞ୍ଚାଲଙ୍କା ଓ କଟା ଧନିଆପତ୍ର ପକାଇ ଭାଜନ୍ତୁ । ଏହା ଭାଜି ହୋଇଗଲେ ଏଥିରେ ସିଝା କଦଳୀ ଓ ଲୁଣ ଦେଇ ଭଲ କରି ଖଡ଼କି ଦେବେ । ଏଥର କଞ୍ଚା କଦଳୀ ଭର୍ତ୍ତା ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!