Vegetarian

ଲାଉ, ମସୁର

ଉପକରଣ- ମସୁର ଡାଲି-୨ କପ, କଟା ଲାଉ-୪ କପ, ଜିରା-ଅଧ ଚାମୁଚ, ଲଙ୍କାଗୁଣ୍ଡ-ଅଧ ଚାମୁଚ, ବେସନ -୧ ଚାମୁଚ, ଧନିଆ ଗୁଣ୍ଡ-ଅଧ ଚାମୁଚ, ଘିଅ-୪ ଚାମୁଚ, ଦୁଧ-୮ ଚାମୁଚ ଓ ଦରକାର ଅନୁସାରେ ଲୁଣ ନେବେ ।

ପ୍ରସ୍ତୁତି- ପ୍ରଥମେ କଟା ଲାଉ ଓ ମସୁର ଡାଲିକୁ ସିଝାଇ ଦିଅନ୍ତୁ । ଗରମ ଘିଅ କରେଇରେ ହେଙ୍ଗୁ, ଲଙ୍କାଗୁଣ୍ଡ, ଧନିଆଗୁଣ୍ଡ ଓ ଲାଉକୁ ପକାଇ ବଘାରି ଦିଅନ୍ତୁ । ଏହାକୁ ତଳକୁ ଓହ୍ଲାଇଲା ପୂର୍ବରୁ ବେସନ ଓ ଦୁଧ ମିଶାଇ ଏହି ବଘରା ଡାଲିରେ ଗୋଳାଇ ୮ ମିନିଟ୍ ରଖି ଦିଅନ୍ତୁ । ଏଥର ଲାଉ, ମସୁର ତରକାରୀ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!