Vegetarian

ନବରତ୍ନ

ଉପକରଣ – ଆଳୁ- ୧୨୫ ଗ୍ରାମ୍, ଫୁଲକୋବି-୧, ୨୫ ଗ୍ରାମ୍, ଗାଜର-୧୨୫ ଗ୍ରାମ୍, ବିଟ୍-୫୦ଗ୍ରାମ୍, ସେଓ – ୧୨୫ ଗ୍ରାମ୍, ଅଙ୍ଗୁରୁ-୧୦୦ ଗ୍ରାମ୍, ମଟର ଛୁଇଁ , ମଞ୍ଜି-୫୦ଗ୍ରାମ୍, ପିଆଜ-୧୨୫ ଗ୍ରାମ, ନଡ଼ିଆ ରସ-ଅଧ କପ, ଘିଅ-୧୨୫ ଗ୍ରାମ୍,କଟା କଞ୍ଚାଲଙ୍କା-୩ଟା, ଦୁଧ-% ଲିଟର, କ୍ରିମ-୧୦୦ଗ୍ରାମ୍, ଆବଶ୍ୟକ ଅନୁସାରେ ଲୁଣ ଓ ହଳଦି ନେବେ ।

ପ୍ରସ୍ତୁତି – ସମସ୍ତ ପରିବାକୁ ଧୋଇ ଛୋଟ ଛୋଟ କରି କାଟିଦେବେ । ଏଥିରେ ଲୁଣ ଓ ହଳଦି ମିଶାଇ ଗୋଳାଇ ଦେବେ । ଗରମ ଘିଅରେ ସବୁ କଟା ପରିବା ଛାଣି ରଖିବେ । ବଳକା ଘିଅରେ କଟା ପିଆଜ ପକାଇ ଭଲ କରି ଭାଜି ଲାଲ କରି, ଦେବେ । ଏଥିରେ ଛଣା ପରିବା, ଲୁଣ, ନଡ଼ିଆ ରସ ଓ ଦୁଧ ପକାଇ ଭଲ କରି ।ଗୋଳେଇ ଘୋଡ଼େଇ ଦିଅନ୍ତୁ । ୫ ମିନିଟ୍ ପରେ ସେଥିରେ ଅଙ୍ଗୁରୁ, କଟା ସେଓ ଓ କ୍ରିମ୍ ପକାଇ ତଳକୁ ଓହ୍ଲାଇ ଦିଅନ୍ତୁ । ଏଥର ନବରତ୍ନ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!