Showing 89 Result(s)
Vegetarian

କାଗେଜି ଲେମ୍ବୁ ରାଇସ

ଉପକରଣ – ସରୁ ଅରୁଆ ଚାଉଳ-ଅଢ଼େଇ କପ, କାଗେଜି ଲେମ୍ବୁ-୧ଟା, ମେଥି ପାଉଡ଼ର-1/8 ଚାମୁଚ, ରିଫାଇନ୍ ତେଲ-‘4କପ, ବୁଟ ଡାଲି-୩ ଚା’ ଚାମୁଚ, ସୋରିଷ-1/8 ଚାମୁଚ, ଭୂସୁଙ୍ଗା ପତ୍ର-୭ଟା, ଶୁଖିଲା ଲଙ୍କା-୫ଟା, ହେଙ୍ଗୁ-୧ଟା ଛୋଟ (ବୁଟ, ଡାଲି ସାଇଜର), ଦରକାର ମୁତାବକ ଲୁଣ ଓ ହଳଦି ନେବେ ପ୍ରସ୍ତୁତି – ଲେମ୍ବୁରସ ବାହାର କରି ଅଲଗା ରଖନ୍ତୁ । ଯେତିକି ରସ ସେତିକି ପାଣି ମିଶାଇ ଛାଣି ରଖନ୍ତୁ । ରିଫାଇନ ଗରମ ତେଲରେ ସୋରିଷ ଫୁଟାନ୍ତୁ …

Vegetarian

କଦଳୀ ମଞ୍ଜା ଘାଣ୍ଟ

ଉପକରଣ – ଖଣ୍ଡେ-କଦଳୀ ମଞ୍ଜା (କଅଁଳ ହୋଇଥୁବା), ବାସୁମତୀ ଚାଉଳ –୧୦୦ଗ୍ରାମ୍, କୋରା ନଡ଼ିଆ-୧ କପ, କଞ୍ଚାଲଙ୍କା-୨ଟା, ଶୁଖିଲା ଲଙ୍କା-୨ଟି, ଜିରା୧ ଚାମଚ, ତେଜପତ୍ର-୨ଟି, ହଳଦିଗୁଣ୍ଡ-୧ ଚାମୁଚ, ଚିନି-୧ ଚାମୁଚ, ସୋରିଷ ତେଲ-୧୦୦ ଗ୍ରାମ୍ ଓ ଆବଶ୍ୟକ ଅନୁସାରେ ଲୁଣ ନେବେ । ପ୍ରସ୍ତୁତି- ପ୍ରଥମେ କଦଳୀ ମଞ୍ଜାର ଉପର ଅଂଶ ବାହାର କରି ଦେବେ । ଏହାର କଅଁଳ ଅଂଶକୁ ଆଣି ଟିକିଟିକି କରି କାଟିଦେବେ । ସେଥିରେ ଅଳ୍ପ ଲୁଣ ପକାଇ ଏହାକୁ ଭଲ …

Vegetarian

କଞ୍ଚା କଦଳୀ ଚପ୍

ଉପକରଣ – କଞ୍ଚା କଦଳୀ-୪ଟି, ଆଳୁ -୨ ଟି, ପିଆଜ-୨ ଟି, ଆବଶ୍ୟକ ପରିମାଣରେ ଲୁଣ, ତେଲ, ବେସନ, ଖାଇବା ସୋଢ଼ା, କଳାଜିରା ଓ ଧନିଆ ପତ୍ର ନେବ । ପ୍ରସ୍ତୁତି – ପ୍ରଥମେ କଦଳୀକୁ ଧୋଇ ତାହାର ଦୁଇପଟ ଅଂଶକୁ କାଟି ଦେବେ । ତା’ପରେ କଦଳୀକୁ ୨ ଖଣ୍ଡ କରି ଚୋପା ଛଡ଼ାଇ ଦେବେ । ବର୍ତମାନ କଦଳୀ ଓ ଆଳୁକୁ ସିଝାଇ ଦେବେ । ତା’ପରେ ଆଳୁରୁ ଚୋପା ଛଡ଼ାଇ ଦେବେ । …

Vegetarian

କଦଳୀ ଭଣ୍ଡା ଚପ୍

ପ୍ରସ୍ତୁତି –ପ୍ରଥମେ ଗୋଟିଏ କଦଳୀ ଭଣ୍ଡା ନେଇ ତା’ମଧରୁ ଫୁଲ ଗୁଡ଼ିକ ବାଛନ୍ତୁ । ପ୍ରତି ଫୁଲରୁ କେଶର ଓ ପତଳା ଚୋପାକୁ ବାହାର କରି ଦିଅନ୍ତୁ । ତା’ ମଧରୁ ବାକି ଅଂଶକୁ ଅଲଗା ରଖନ୍ତୁ । ଏଥିରେ ହଳଦି ଓ ଲୁଣ ପକାଇ ସିଝାଇ ଦିଅନ୍ତୁ । ଏଗୁଡ଼ିକ ମଧରୁ ପାଣି ବାହାର କରି ଚିପୁଡ଼ି ଦିଅନ୍ତୁ । ଗରମ ତେଲରେ କଟା ପିଆଜକୁ ଭଲ ଭାବରେ ଭାଜି ଦିଅନ୍ତୁ । ତା’ପରେ ସେଥିରେ …

Vegetarian

ଗୋଟା ମୁଗ ଓ କଞ୍ଚା କଦଳୀ

ଉପକରଣ – କଞ୍ଚା କଦଳୀ-୪ଟା, ଗୋଟା ମୁଗଡ଼ାଲି-୨କପ୍, ଶୁଖଲା ଲଙ୍କା -୪ଟି, ମେଥି-୧ ଚାମୁଚ, ସୋରିଷ-୧ ଚାମୁଚ, ତେଲ-୮ ଚାମୁଚ, ପିଆଜ-୨ଟା, ରସୁଣ – ୧୦ କୋଲା, କୋରା ନଡ଼ିଆ-୧ଟା, କଞ୍ଚାଲଙ୍କା-୭ଟା, ଆବଶ୍ୟକ ମୁତାବକ ଲୁଣ ଓ ହଳଦି ଗୁଣ୍ଡ ନେବେ । ପ୍ରସ୍ତୁତି – ପ୍ରଥମେ ଗୋଟା ମୁଗରେ ଲୁଣ ଓ ହଳଦି ଦେଇ ସିଝାନ୍ତୁ । ଏହା ସିଝିଗଲା ପରେ କଦଳୀକୁ ଛୋଟ ଛୋଟ କରି କାଟି ଏଥିରେ ପକାନ୍ତୁ । ଏହା । …

Vegetarian

ଗୋଟା ଭେଣ୍ଡି ଭଜା

ଉପକରଣ – ଭେଣ୍ଟି-୨୫୦ ଗ୍ରାମ୍, ଆମଚୁର-୧ଟେବୁଲ ଚାମୁଚ, ଗରମ ମସଲା-ଅଧ ଚାମୁଚ, ତେଲ-୨ ଚାମୁଚ, ଆବଶ୍ୟକ ଅନୁସାରେ ଲୁଣ, ଲଙ୍କାଗୁଣ୍ଡ, ଜିରା ଗୁଣ୍ଡ ଓ ଧନିଆ ଗୁଣ୍ଡ ନେବେ । ପ୍ରସ୍ତୁତି- ପ୍ରଥମେ ଭେଣ୍ଡିଗୁଡ଼ିକ ଭଲକରି ଧୋଇ ସେଥିରୁ ପାଣି ନିଗାଡ଼ି ଦେବେ । ତା’ପରେ ଏହାର ଭୁଣ୍ଡି କାଟି ଦେବେ । ଏହାକୁ ତଳ ଅଂଶରୁ ଅଳ୍ପ କାଟି ଦେବେ । ଗୋଟା ଆକାରରେ ଭେଣ୍ଡିର ମଝିକୁ ଚିରି ଦେବେ ଯେପରି ଏହା ଗୋଟା ରହିବ …

Vegetarian

ଘାଣ୍ଟ ତରକାରୀ

ଉପକରଣ – ଆଳୁ-୪୦୦ ଗ୍ରାମ୍, ବାଇଗଣ-୨୦୦ ଗ୍ରାମ୍, ସାରୁ-୧୦୦ଗ୍ରାମ, କଖାରୁ-୧୦୦ଗ୍ରାମ୍, କଞ୍ଚା କଦଳୀ-୨ଟା, ଲାଉ– ୧୦୦ ଗ୍ରାମ୍, ଜହ୍ନି-୧୦୦ ଗ୍ରାମ୍, ପାଣିକଖାରୁ-୧୦୦ଗ୍ରାମ୍, ଗୋଟାବୁଟ-୧୦୦ଗ୍ରାମ୍, ଗୋଟା ମୁଗ-୧୦୦ଗ୍ରାମ, ବୁଢ଼ା କାକୁଡ଼ି-୧୦୦ ଗ୍ରାମ, ଫାଳ ନଡ଼ିଆ, ଝୁଡ଼ଙ୍ଗ-୫୦ଗ୍ରାର୍ମ, ଖଡ଼ା ଛୋଟ ଗଛ-୧ଟା, ଓଉ ଫଳେ, ପୋଇ ଡ଼ଙ୍କ-ଛୋଟ ଖଣ୍ଡେ, ଫୁଟଣ-୨ ଚାମୁଚ, ପିଆଜ-୨ଟା, ତେଜପତ୍ର -୫ଟି, ଶୁଖଲା ଲଙ୍କା-୫ଟି, ଜିରା-୩ ଚାମୁଚ, ଆବଶ୍ୟକ ଅନୁସାରେ ତେଲ, ଲୁଣ, ହଳଦି ଓ ପାଣି ନେବେ । ପ୍ରସ୍ତୁତି – ଦୁଇଦିନ ପୂର୍ବରୁ …

Vegetarian

ଡ଼ାଲମା

ଉପକରଣ – ହରଡ଼ ଡ଼ାଲି-୧ କପ, ଅମୃତ ଭଣ୍ଡା-୧୦୦ଗ୍ରାମ୍, କଞ୍ଚା କଦଳୀ -୧ଟା, ବାଇଗଣ-୧ଟା, ଘିଅ-୧ଟେବୁଲ ଚାମୁଚ, କୋରା ନଡ଼ିଆ-ଆଧା, କପ, ତେଜପତ୍ର-୨ଟା, ଶୁଖଲା ଲଙ୍କା-୧ଟା, ଫୁଟଣ-ଅଧା ଚାମୁଚ, ଜିରା ଗୁଣ୍ଡ-ଅଧା ଚାମୁଚ, ଲଙ୍କାଗୁଣ୍ଡ-୧/୪ ଚାମୁଚ, ଦରକାର । ମୁତାବକ ଲୁଣ ଓ ହଳଦି ଗୁଣ୍ଡ ନେବେ । ପ୍ରସ୍ତୁତି – ପ୍ରଥମେ ହରଡ଼ ଡ଼ାଲିରେ ଲୁଣ ଓ ହଳଦି ପକାଇ ସିଝାନ୍ତୁ । କଞ୍ଚା କଦଳୀ, ଆଳୁ, ବାଇଗଣ ଓ ଅମୃତଭଣ୍ଡାକୁ ଛୋଟ ଛୋଟ କରି …

Vegetarian

ଛତୁ ଚପ୍

ଉପକରଣ- ଛତୁ-୫୦୦ ଗ୍ରାମ୍, ପିଆଜ-୨ଟି, ରସୁଣ-୧୦ କୋଲା, ଆବଶ୍ୟକ ଅନୁସାରେ ବେସନ, ଜୁଆଣୀ, ଖାଇବା ସୋଢ଼ା, କଳାଜିରା, ଲଙ୍କାଗୁଣ୍ଡ, ହଳଦି ଗୁଣ୍ଡ ଓ ଲୁଣ ନେବେ । ପ୍ରସ୍ତୁତି – ପ୍ରଥମେ ଛତୁର ଫୁଲ ଅଂଶକୁ ଭଲ ଭାବରେ ଧୋଇ ପରିଷ୍କାର କରି ଚିପୁଡ଼ି ଦିଅନ୍ତୁ । ପିଆଜ, ରସୁଣ ଓ ଅଦାକୁ ଭଲ କରି ଚିକ୍କଣ ଭାବରେ ବାଟି ଦିଅନ୍ତୁ ।ଛତୁର ଫୁଲ ଆକାର ବଡ଼ ଯେପରି ନ ରୁହେ । ନ ହେଲେ ଛତୁକୁ …

Vegetarian

ଛତୁ ଭଜା

ଉପକରଣ – ଛତୁ-୪୦୦ ଗ୍ରାମ୍, ବେସନ-୨୦୦ ଗ୍ରାମ୍, ଅଦା-୩୦ ଗ୍ରାମ୍, ରସୁଣ – ୧୬ କୋଲା, ଅଜ୍ଵାନ ମଞ୍ଜି-୪ ଗ୍ରାମ, ତେନ୍ତୁଳି-୩୦ ଗ୍ରାମ୍, ଚଣା ଗୁଣ୍ଡ-୨୦ ଗ୍ରାମ୍ , ବାଦାମ ଗୁଣ୍ଡ-୨୦ ଗ୍ରାମ୍, ଚାଉଳ ଗୁଣ୍ଡ-୨୦ ଗ୍ରାମ୍, ଦରକାର ଅନୁସାରେ ଲଙ୍କାଗୁଣ୍ଡ, ହଳଦିଗୁଣ୍ଡ, ଗୋଲମରିଚ ଗୁଣ୍ଡ, ଖାଇବା ସୋଢ଼ା, ତେଲ ଓ ଲୁଣ ନେବେ । ପ୍ରସ୍ତୁତି – ପ୍ରଥମେ ଛତୁକୁ ଧୋଇ ପରିଷ୍କାର କରି ରଖନ୍ତୁ । ବେସନ ଗୋଳାଇ ସେଥିରେ ଅଜ୍ଵାନ ମଞ୍ଜି ଖାଇବା …

error: Content is protected !!