Vegetarian

ପୋଟଳ ଭର୍ତ୍ତା

ପ୍ରସ୍ତୁତି- ପୋଟଳରୁ ଚୋପା ଛଡ଼ାଇ ଏହାକୁ ସିଝାଇ ଦେବେ । ଏହା ସିଝିଗଲେ ଥଣ୍ଡା କରି ଚକଟି ଦେବେ । ଗରମ ତେଲରେ କଟା ପିଆଜ, କଟା ବିଲାତି ବାଇଗଣ,କଟା କଞ୍ଚାଲଙ୍କା, ଓ କଟା ଧନିଆ ପତ୍ର ପକାଇ ଭଲ କରି ଭାଜିଦେବେ । ଏହା ଭଜା ହୋଇଗଲେ ଏଥିରେ ପୋଟଳ ପକାଇ ଭଲ କରି ଖଡ଼କି ଦେବେ । ଏଥର ପୋଟଳ ଭର୍ତ୍ତା ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!