ଛେନା ମଟର ତରକାରୀ
ଉପକରଣ- ଛେନା-୫୦୦ ଗ୍ରାମ, ମଟର ଛୁଇଁ ମଞ୍ଜି-୨କପ୍, ପିଆଜ-୪ଟା, କଞ୍ଚାଲଙ୍କା-୪ଟା, ବଟା ଅଦା-ଅଧ ଚାମୁଚ, ବଟା ରସୁଣ ଅଧ ଚାମୁଚ, ଘିଅ-୨କପ, ଦୁଧ-୨କପ, କ୍ରିମ-୪ ଚାମୁଚ, ଦରକାର ଅନୁସାରେ ଲୁଣ ଓ ହଳଦି ନେବେ । ପ୍ରସ୍ତୁତି- ମଟର ଛୁଇଁରୁ ମଞ୍ଜି ଛଡ଼ାଇ ରଖନ୍ତୁ । ଚିପୁଡ଼ା ଛେନାକୁ ଛୋଟ ଛୋଟ କରି ଘିଅରେ ଛାଣି ରଖନ୍ତୁ । ଗରମ ଘିଅରେ କଟା ପିଆଜ ପକାଇ ଭାଜନ୍ତୁ । ସେଥିରେ ମସଲା ଏବଂ ମଟର ମଞ୍ଜି ପକାଇ …