Showing 6 Result(s)
ମୁଢ଼ି ଘାଣ୍ଟ
Non- Vegetarian

ମୁଢ଼ି ଘାଣ୍ଟ

ପ୍ରସ୍ତୁତି – ପ୍ରଥମେ ମାଛକୁ କାଟି ଧୋଇ ସେଥିରୁ ଲୁଣ ଓ ହଳଦି ଗୋଳେଇ ଭାଜି ଦିଅନ୍ତୁ । ବୁଟ ଡ଼ାଲିକୁ ଆଗରୁ ବତୁରାଇ ପ୍ରେସର କୁକରରେ ସିଝାଇ ରଖନ୍ତୁ । ଦରକାର ଅନୁସାରେ ମସଲା ବାଟି ରଖନ୍ତୁ । ଗରମ ତେଲ କରେଇରେ ମସଲା କଷି ଲାଲ କରି ଦିଅନ୍ତୁ । ଆବଶ୍ୟକ ଅନୁସାରେ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ । ଏହା ଫୁଟି ତରକାରୀ ପ୍ରସ୍ତୁତ ହୋଇଗଲେ ଓହ୍ଲାଇ ଦେବେ । ବର୍ତ୍ତମାନ ମୁଢ଼ି …

Non- Vegetarian

ମସଲା ମାଛ ଭଜା

ଉପକରଣ – ବଡ଼ ମାଛ – ୧୦ ପିସ୍, କର୍ଣ୍ଣଫୋର-୪ଚାମୁଚ, ମଇଦା-୨ ଚାମୁଚ, ଅଦା ପୋଷ୍ଟ-୪ଚାମୁଚ, ଭିନେଗାର-୨ ଚାମୁଚ, ରସୁଣ ପୋଷ୍ଟ-୪ଚାମୁଚ, ଜିରା ପାଉଡ଼ର – ୨ ଚାମୁଚ, ଧନିଆ ପାଉଡ଼ର-୨ ଚାମୁଚ, କଟା କଞ୍ଚା ଲଙ୍କା-୩ଚାମୁଚ, ସୋୟାସସ୍-୪ଚାମୁଚ, ହଳଦି-୪ଚାମୁଚ, ଧନିଆ ପତ୍ର-୨ବିଡ଼ା, ଦରକାର ଅନୁସାରେ ଲୁଣ ଓ ତେଲ ନେବେ । ପ୍ରସ୍ତୁତି – ପ୍ରଥମେ ମାଛକୁ ଧୋଇ ତାର କାତି ବାହାର କରି ଦେବେ । ତା’ପରେ ମାଛରେ ହଳଦି, ଲୁଣ, ଅଦା, କଞ୍ଚାଲଙ୍କା, …

ମାଛର ହଳଦି ପାଣି
Non- Vegetarian

ମାଛର ହଳଦି ପାଣି

ପ୍ରସ୍ତୁତି – ପ୍ରଥମେ ମଧୁର ମୀନ ମାଛକୁ ( କେରାଣ୍ଡି ଓ ଜରାଳି ) ଭାଜି ଦେବେ । ଗରମ ତେଲରେ ଗୋଟା କଞ୍ଚାଲଙ୍କା ( ଫାଳ ହୋଇଥିବା), ଫୁଟଣ, କଟା ପିଆଜ ଓ କଟା ବିଲାତି ବାଇଗଣ ପକେଇ ଭାଜି ଦେବେ । ଏଥିରେ ଆବଶ୍ୟକତା ଅନୁସାରେ ଲୁଣ ଓ ହଳଦୀ ଗୁଣ୍ଡ ପକେଇବେ । ଦରକାର ଅନୁସାରେ ଖଟା ତୋରାଣି / ପାଣି ଦେବେ । ଏହା ଭଲ କରି ଫୁଟିଗଲା ପରେ ସେଥିରେ …

Non- Vegetarian

ମାଛ ଫ୍ରାଏ

ଉପକରଣ – କଟା ବଡ଼ ମାଛ -୧ କିଲୋ, ତେଲ-୬୦ ଗ୍ରାମ୍, ବିଲାତି ବାଇଗଣ ବଡ଼ – ୪ଟା, ସୋରିଷ-୧୦୦ ଗ୍ରାମ, ପୋସ୍ତ-୧୦୦ ଗ୍ରାମ, ଧନିଆ ପତ୍ର ବଟା-୧ କପ, ଆବଶ୍ୟକ ଅନୁସାରେ ଲୁଣ, ହଳଦି ଗୁଣ୍ଡ ଓ କଞ୍ଚା ଲଙ୍କା ନେବେ । ପ୍ରସ୍ତୁତି – ପ୍ରଥମେ ମାଛକୁ ଭଲ କରି ଧୋଇ ସେଥିରେ ଲୁଣ ଓ ହଳଦୀ ଗୁଣ୍ଡ ପକେଇ ଭାଜି ରଖନ୍ତୁ । ଗରମ ତେଲରେ କଟା ପିଆଜ ପକାଇ ଲାଲ ହେବା …

Non- Vegetarian

ମାଛ ଛିଞ୍ଚଡ଼ା

ଉପକରଣ – ଆବଶ୍ୟକ ଅନୁସାରେ ମାଛ, ଆଳୁ, ବାଇଗଣ, କଖାରୁ, ପୋଇ, ଅଦା, ରସୁଣ, ଜିରା, ଧନିଆ, ଲଙ୍କା, ହଳଦି, ତେଲ ଓ ଲୁଣ ନେବେ । ପ୍ରସ୍ତୁତି – ପ୍ରଥମେ ପରିବାକୁ ସବୁ ଧୋଇ ଲମ୍ବା ଲମ୍ବା କଟା ହେବ । ମାଛକୁ ଲୁଣ ଓ ହଳଦି ମିଶାଇ ଭଲ କରି ଭାଜି ଖଣ୍ଡ ଖଣ୍ଡ କରାହୋଇ ଅଲଗା ରଖିବେ । ପିଆଜ, ଅଦା, ରସୁଣ, ଜିରା, ଧନିଆ ଓ ଲଙ୍କାକୁ ଭଲ କରି ବାଟି …

Non- Vegetarian

ମାଛ ବେସର

ଉପକରଣ-କଣ୍ଟା ନଥିବା କଟା ମାଛ-୫୦୦ ଗ୍ରାମ୍, ଗୋଟା ବୁଟ ୫୦ ଗ୍ରାମ, ଗୋଟେଲେମ୍ବୁ, ପିଆଜ-୪ଟା, ଆଲୁ- ୩୦୦ ଗ୍ରାମ, କଞ୍ଚା ଲଙ୍କା-୮ଟି, ଅଦା-୨ ଇଞ୍ଚର ଖଣ୍ଡେ, ରସୁଣ୧୦ କୋଲା, ବଟା ସୋରିଷ-୫୦ ଗ୍ରାମ୍, ଆବଶ୍ୟକ ଅନୁସାରେ ବଢ଼ି, ଲୁଣ ଓ ହଳଦୀ ନେବେ। ପ୍ରସ୍ତୁତ – ପ୍ରଥମେ ମାଛରେ ଲୁଣ ଓ ହଳଦୀ ମଶାଇ ଗରମ ତେଲରେ ଭାଜ ରଖବ । ଆଳୁ ଓ କଞ୍ଚା କଦଳୀକୁ ଛୋଟ ଛୋଟ କରି କାଟି ଲୁଣ ଓ ହଳଦି …

error: Content is protected !!