ଗୁଲ ଗୁଲା
Uncategorized

ଗୁଲ ଗୁଲା

ଉପକରଣ
– ୨୦୦ ଗ୍ରାମ ସୁଜି
– ସ୍ୱାଦ ଅନୁଯାୟି ଚିନି / କିମ୍ବା ଗୁଡ
– ୫ ଚାମୁଚ ଅଟା
– ରିଫାଇନ ତେଲ ଛାଣିବା ପାଇଂ
– ୧/୨ ଚାମୁଚ ବେକିଙ୍ଗ ସୋଢା
– ୨ଟି ଅଳେଇଚ
– ୧ ଚାମୁଚ ପାନ ମଧୁରି
– ୧/୨ ଚାମୁଚ ଲୁ ଣ ( ସ୍ୱାଦ ‍ଅନୁଜାୟି )
– ପାଣି ଗୋଲେଇବା ପାଇଂ


ଗୋଟେ ପାତ୍ର ରେ ସୁଜି, ଅଟା, ଚିନି / ଗୁଡ, ପାନ ମଧୁରି, ଅଳେଇଚ, ଲୁଣ ଓ ବେକିଙ୍ଗ ସୋଢା ପାଣି ଦେଇ ଗୋଳାଅ, ଯେପରି ଆଣ ବେଶି ପାତଳା ନହୁଏ । ଅାଣକୁ ଦୁଇ ଘଣ୍ଟା ରଖିଦିଅ । କଢେଇରେ କିଛି ଅଧିକ ମାତ୍ର ରେ ତେଲ ଦେଇ ଗରମ କର, ଯେପରି ଗୁଲା ଗୁଲା ବୁଡିଲା ପରି ଛାଣି ହେଵ, ମଧ୍ଧ୍ୟମ ଆଞ୍ଚରେ ଛାଣି ଦିଅ । ଠିକ ସ୍ୱାଦ ପାଇଂ ଗୁଗୁନି ସହିତ ଖାନ୍ତୁ ।


error: Content is protected !!