କଳମ ଶାଗ

କଳମ ଶାଗ

ଉପକରଣ

କଳମ ଶାଗ-୨ ବିଡ଼ା
ଫୁଟଣ-୧ ଛୋଟ ଚାମୁଚ
ଶୁଖିଲା ଲଙ୍କା-୨ଟା
ରସୁଣ-୧୦ଟା

ପ୍ରସ୍ତୁତି- କଳମ ଶାଗକୁ ବାଛି ଧୋଇ ପାଣି ଛାଣି ରଖନ୍ତୁ । ଗରମ ତେଲରେ ଫୁଟଣ ଓ ଲଙ୍କା ପକାଇ ଭାଜନ୍ତୁ । ଫୁଟଣ ଫୁଟିଗଲେ ରସୁଣ ଛେଚିକି ପକାନ୍ତୁ । ରସୁଣ ଲାଲ ହୋଇଗଲେ ସେଥିରେ ଶାଗକୁ ପକାଇ ଭଲ କରି ଖଡ଼କି ଦିଅନ୍ତୁ । ଶାଗ ହୋଇଗଲେ ତଳକୁ ଓହ୍ଲାଇ ଦିଅନ୍ତୁ । ଏଥର କଳମ ଶାଗ ପ୍ରସ୍ତୁତ ହୋଇଗଲା ।

Mango Lassi ( Indian Mango Yogurt Drink ) https://t.co/wVF6tSEG9n #sarbat #lasi #mangolasi https://t.co/wVF6tSEG9n
https://t.co/31s9RdaRBP spicy oil is used in the pan as a cooking base for meats and vegetables, as a spicy dipping… https://t.co/31s9RdaRBP
RT : Influenced of odia food bloggers. "Pakhala bhata" isn't the only thing we eat. https://t.co/ARaftjTgD4