କଳମ ଶାଗ
Uncategorized

କଳମ ଶାଗ

ଉପକରଣ

କଳମ ଶାଗ-୨ ବିଡ଼ା
ଫୁଟଣ-୧ ଛୋଟ ଚାମୁଚ
ଶୁଖିଲା ଲଙ୍କା-୨ଟା
ରସୁଣ-୧୦ଟା

ପ୍ରସ୍ତୁତି- କଳମ ଶାଗକୁ ବାଛି ଧୋଇ ପାଣି ଛାଣି ରଖନ୍ତୁ । ଗରମ ତେଲରେ ଫୁଟଣ ଓ ଲଙ୍କା ପକାଇ ଭାଜନ୍ତୁ । ଫୁଟଣ ଫୁଟିଗଲେ ରସୁଣ ଛେଚିକି ପକାନ୍ତୁ । ରସୁଣ ଲାଲ ହୋଇଗଲେ ସେଥିରେ ଶାଗକୁ ପକାଇ ଭଲ କରି ଖଡ଼କି ଦିଅନ୍ତୁ । ଶାଗ ହୋଇଗଲେ ତଳକୁ ଓହ୍ଲାଇ ଦିଅନ୍ତୁ । ଏଥର କଳମ ଶାଗ ପ୍ରସ୍ତୁତ ହୋଇଗଲା ।

error: Content is protected !!