ମିଶା ମିଶି ଚୁନାମାଛ ବେଶର

ମିଶା ମିଶି ଚୁନାମାଛ ବେଶର
ଉପକରଣ
ବିଭିନ୍ନ ପ୍ରକାର ମିଶା ଚୁନାମାଛ :
ଚୁନାମାଛ ତାଟିଏ ହବ ପୁଟି ଚିପି
ଧୁଆଧୋଇ କରି ହଳଦୀ ଲୁଣ ଗୋଳେଇ ନନଷ୍ଟିକ୍ କଡ଼େଇରେ ଭାଜିନିଅ ।
ଗୋଟିଏ ଖଟା କମଳାର ରସ ଚିପୁଡ଼ି ରଖ
ହଳଦୀ
ଲୁଣ
ସୋରିଷ ୧ ଚାମଚ
ପୋସ୍ତକ ଅଧ ଚାମଚ
ରସୁଣ ୮ କୋଲା
ରାଗ କଞ୍ଚା ଲଂକା ୨ଟି ବାଟି ରଖ
ଗୋଟିଏ ବଡ଼ ପିଆଜ ଅତି ସରୁ ସରୁ କାଟି ରଖ ।
ଫୁଟଣ- ସୋରିଷ, ଜିରା, ଶୁଖୁଲା ଇଂକା ଗୋଟିଏ, କିଛି ଧନିଆ ପତ୍ର ।
ପ୍ରସ୍ତୁତି :
ଧୁଆଧୋଇ କରି ହଳଦୀ ଲୁଣ ଗୋଳେଇ ନନଷ୍ଟିକ୍ କଡ଼େଇରେ ଭାଜିନିଅ । ସୋରିଷତେଲ ୨ ଗୁମଚ୍ ଦେଇ ଫୁଟଣ କର । ତା’ ପରେ ପିଆଜ କଟା ଦିଅ । ନାଲି ହେଲେ ବଟା ମସଲା ଦେଇ ସାମାନ୍ୟ କଷି ପାଣି କପେ ଦିଆ । ମାଛତକ ଦିଅ, ହଳଦୀ, ଲୁଣ ଦିଅ । ଲୁଣ ମାଛରେ ଗୋଳା ହୋଇଛି, ସାବଧାନରେ ଲୁଣ ଦିଅ । ପାଣି ଫୁଟିଲେ କମଳା ରସ ଦିଅ । କିଛି ଧନିଆ ପତ୍ର ପକାଇ ଗୋଳାଇ ଦିଅ । ପାଣି ମରି ଜୁକୁଜୁକିଆ ହେବ ।
Mahurali Macha Besara
Rasa Bara in temple cuisine... https://t.co/ZNghIR4Czr #sweet #snacks https://t.co/ZNghIR4Czr
Mandir Besara .. Temple Besara Recipe https://t.co/sC87TdK8ta #curry @PURIWAVES
Love Besara .. https://t.co/DXhaOGgaCs Beutiful curry with Mustard Paste .. #curry