About Us – ଆମ ବିଷୟରେ

ଆମ ବିଷୟରେAbout Us

ଆମେ, ଓଡ଼ିଶାରେ ରହୁଥିବା ତଥା ଓଡ଼ିଆ ଓ ଅନ୍ୟାନ୍ୟ ଆଞ୍ଚଳିକ ଖାଦ୍ୟକୁ ଭଲ ପାଉଥିବା କେତେଜଣ ଖାଦ୍ୟପ୍ରେମୀ ବନ୍ଧୁ ଯେଉଁମାନେ କି ସମ୍ପୃକ୍ତ ରାନ୍ଧଣା ସବୁକୁ ଏହି ୱେବସାଇଟ ମାଧ୍ୟମରେ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ବଦ୍ଧପରିକର ।

ଆମର ଉଦ୍ଦେଶ୍ୟ, ଓଡ଼ିଶା ତଥା ଅନ୍ୟାନ୍ୟ ଅଞ୍ଚଳର ଏହି ସମୃଦ୍ଧ ରାନ୍ଧଣା ଗୁଡିକୁ ଯେପରିକି ବିଭିନ୍ନ ପ୍ରକାରର ମନ୍ଦିର ରାନ୍ଧଣା, ପିଠା, ମିଠା, ଶାଗ, ତରକାରୀ, ଆମିଷ ତଥା ନିରାମିଷ ବ୍ୟଞ୍ଜନ ଓ ସର୍ବୋପରି ଆମର ପାରମ୍ପରିକ ଖାଦ୍ୟ ଯେପରିକି ପଖାଳ, ଡାଲମା, ସନ୍ତୁଳା ଆଦିର ପ୍ରସ୍ତୁତ ପ୍ରଣାଳୀକୁ ଭୋଜନ ପ୍ରିୟ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା । ଆଉ ଆପଣ ଯଦି ଏ ଦିଗରେ ନିଜର ସହଯୋଗ ଦେବାକୁ ଇଚ୍ଛୁକ, ତେବେ ଆମ ନିକଟକୁ ନିଜର ରାନ୍ଧଣାର ପ୍ରସ୍ତୁତ ଶୈଳୀ ସହିତ ଏହାର ଫୋଟୋ ଚିତ୍ରକୁ odiafoodskhajana@gmail.com ରେ ପଠାନ୍ତୁ, ମନୋନୀତ ହେଲେ ଆପଣଙ୍କ ନାମ ସହିତ ଏହାକୁ ପ୍ରକାଶ କରିବୁ । ଧନ୍ୟବାଦ ।

ଜୟ ଜଗନ୍ନାଥ !

We are a group of individuals staying in Odisha who love the rich cuisines of this state and want to make the recipes accessible to a common man through this web portal.

Our aim is to propagate the rich culinary tradition of Odisha among food lovers such as different types of temple foods, cakes (Pitha), sweets, spinach dishes (Saga) and curries as well as traditional foods like water rice (Pakhala), dalma, santula etc. If you want to contribute on this regard, then send us your recipe along with it’s pictures to odiafoodskhajana@gmail.com and if selected, we will publish it on our website acknowledging you as a contributor. Thanks.

Jai Jagannath !

ADVERTISEMENT

Recent Posts

Archives

Categories