ଶୋଲା ନଡିଆ ପାଗ
ଶୋଲା ନଡିଆ ପାଗ, ବରଷା ପାଗକୁ ଖୁବ ବଢିଆ । ମୁଁ କହେ ସବୁ ସମୟରେ ଏଇ ପାଗ ଖୁବ ବଢିଆ । ବରଷକ ଛଅ ୠତୁ କାହିଁ କିନ୍ତୁ ଅନୁଭବ ହୁଏ କେବଳ ଚାରି ୠତୁ । ଶୋଲାକୁ ଓଡିଶାରେ ବିଭିନ୍ନ ପ୍ରାନ୍ତରେ ଚଣା ଓ ମୁନିଆ ବୁଟ ରୁପେ ଜଣାଯାଏ । ସିଝା ଶୋଲା ପିତ୍ତ ତଥା କଫ ସମସ୍ଯା ଦୂର କରିଥାଏ କିନ୍ତୁ ଗଜା ଶୋଲା କୋମଳ, ଭୋକ ବଢାଇବା, ବୀର୍ଯବର୍ଦ୍ଧକ, ଶକ୍ତି …