ସାଧା ଘିଅ ଅନ୍ନ

ସାଧା ଘିଅ ଅନ୍ନ

ଉପକରଣ –
ବାଲାମୀ ଚାଉଳ ୨୫୦ ଗ୍ରାମ
ଖଟା କମଳା ଲେମ୍ବୁ ୧ଟା
ଭଲଘିଅ – ୨୫ ଗ୍ରାମ
ଆବଶ୍ୟକ ଅନୁଯାୟୀ ଲୁଣ ନେବେ ।
ପ୍ରସ୍ତୁତ – ହାଣ୍ଡିରେ ଲୁଣ ଓ ଚାଉଳ ପକାଇ ଭାତକୁ ଟାଣି ଟାଣି କରି ଗାଳି ଦିଅନ୍ତୁ । ତା’ପରେ ସେଥିରେ କମଳା ଲେମ୍ବୁ ରସ ଓ ଘିଅ ଗୋଳେଇ ଦିଅନ୍ତୁ । ଏଥର ସାଧା ଘିଅ ଅନ୍ନ ପ୍ରସ୍ତୁତ ହୋଇଗଲା ।

https://t.co/31s9RdaRBP spicy oil is used in the pan as a cooking base for meats and vegetables, as a spicy dipping… https://t.co/31s9RdaRBP
RT : Influenced of odia food bloggers. "Pakhala bhata" isn't the only thing we eat. https://t.co/ARaftjTgD4
RT : What's your favourite non-vegetarian #Odia dish? We love the #seafood cooked at our campsite, by Jaga bhai and his family! 😍…