ନଡ଼ିଆ ବରା
Pure Vegetarian

ନଡ଼ିଆ ବରା

ଉପକରଣ
-କୋରା ନଡ଼ିଆ
– ୨ କପ, ବଡ଼ ଆଳୁ
-୨ଟା, ଜିରା ଗୁଣ୍ଡ
– ୧ ଚାମୁଚ
-ଲଙ୍କା ଗୁଣ୍ଡ
-ଅଧ ଚାମୁଚ
– ଆବଶ୍ୟକ ଅନୁସାରେ ଲୁଣ ଓ ରିଫାଇନ ତେଲ ନେବେ

ପ୍ରସ୍ତୁତି ପ୍ରଥମେ ଆଳୁକୁ ସିଝାଇ ଚୋପା ବାହାର କରିଦେବେ । ସେଥିରେ କୋରା ନଡ଼ିଆ, ଜିରାଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଲୁଣ ପକାଇ ଭଲ କରି ଚକଟି ଦେବେ । ତେଲ ଗରମ କରି ଏହାକୁ ବରାଭଳି ତିଆରି କରି ତେଲରେ ଦୁଇପାଖ ଓଲଟାଇ ଓଲଟାଇ ଭାଜିବେ । ଏଥର ନଡ଼ିଆ ବରା ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!