Showing 1 Result(s)
କଙ୍କଡା ତରକାରି
Non- Vegetarian

କଙ୍କଡା ତରକାରି

ଆବଶ୍ୟକ ସାଗମ୍ରୀ: କଙ୍କଡା- ୪ଟି ଆଳୁ-୨ଟି ପିଆଜ-୧ଟି ଟମାଟୋ-୧ଟି ତେଜପତ୍ର- ୧ଟି ଜୀରା- ୧ଚାମଚ ପୋସ୍ତକ- ୧ଚାମଚ ଧନିଆ- ୧ଚାମଚ ରସୁଣ- ୩ଟି କୋଲା ଅଦା ଧନିଆ ପତ୍ର ଶୁଖିଲା ଲଙ୍କା- ୧ଟି ଗରମ ମସଲା- ୧ଚାମଚ ହଳଦୀ- ୧ଚାମଚ ଲଙ୍କା ଗୁଣ୍ଡ- ୧ଚାମଚ ଲୁଣ- ସ୍ୱାଦ ଅନୁସାରେ ତେଲ- ଆବଶ୍ୟକ ମୁତାବକ ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଆଳୁକୁ ଛୋଟ ଛୋଟ କରି କାଟି ଦିଅନ୍ତୁ। କଡେଇରେ ତେଲ ଗରମ କରି ଆଳୁକୁ ଭାଜି ରଖି ଦିଅନ୍ତୁ। …

error: Content is protected !!