ଚିତଉ ପିଠା

ଉପକରଣ – ନୂଆ ବାସନା ଅରୁଆ ଚାଉଳ ଅଧକେଜି,– ଅଧାଧୁଆ ନଡ଼ିଆ ୧ଟା (କଅଁଳ ନଡ଼ିଆ), – ସାମାନ୍ୟ ଲୁଣ ଦୁଇଚାମଚ – ତେଲ ବା ଘିଅ ପ୍ରଣାଳୀ ଚାଉଳକୁ ଧୋଇ ପରିଷ୍କାର କରି ୩/୪ ଘଣ୍ଟା ପାଣିରେ ବତୁରାଇ ଦିଅ । ନଡ଼ିଆକୁ କୋରି ଚାଉଳ ସହ ମିଶାଇ ଚିକଣ କରି ବାଟିଦିଅ । ଆଣ ଟିକେ ବହଳିଆର ହେବ ସରୁ ଚକୁଳି ଆଣଠାରୁ । ତାୱା ବା କରେଇ ଗ୍ୟାରେ ବସାଇ ଗରମ କରି […]

ଗୁଲ ଗୁଲା

ଉପକରଣ – ୨୦୦ ଗ୍ରାମ ସୁଜି– ସ୍ୱାଦ ଅନୁଯାୟି ଚିନି / କିମ୍ବା ଗୁଡ– ୫ ଚାମୁଚ ଅଟା – ରିଫାଇନ ତେଲ ଛାଣିବା ପାଇଂ– ୧/୨ ଚାମୁଚ ବେକିଙ୍ଗ ସୋଢା– ୨ଟି ଅଳେଇଚ– ୧ ଚାମୁଚ ପାନ ମଧୁରି – ୧/୨ ଚାମୁଚ ଲୁ ଣ ( ସ୍ୱାଦ ‍ଅନୁଜାୟି )– ପାଣି ଗୋଲେଇବା ପାଇଂ ଗୋଟେ ପାତ୍ର ରେ ସୁଜି, ଅଟା, ଚିନି / ଗୁଡ, ପାନ ମଧୁରି, ଅଳେଇଚ, ଲୁଣ ଓ ବେକିଙ୍ଗ […]

କାକରା ପିଠା

ଉପକରଣ : ଅରୁଆ ଚାଉଳ ୪୦୦ ଗ୍ରାମ୍, ଗହମ ୨୦୦ ଗ୍ରାମ୍, ଗୁଡ଼ ୨୦୦ ଗ୍ରାମ୍, ଗୁଆଘିଅ ୪୦୦ ଗ୍ରାମ୍ ଓ ଆବଶ୍ୟକ ଅନୁସାରେ ପାଣି ନେବେ । ପ୍ରସ୍ତୁତି : ଅରୁଆ ଚାଉଳ ଓ ଗହମକୁ ପରିଷ୍କାର ଭାବେ ସଫା କରି ଚୁନା କରିଦେବେ । ଏହାକୁ ଗୋଳାଇ ରଖିବେ । ଗରମ ପାତ୍ରରେ ଗୁଡ଼ିକୁ ପକାଇ ପାଣି ଶୁଖୁଲା ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ଗୁଡ଼ ଅଠାଳିଆ ହୋଇ ପାଣି ଶୁଖୁଗଲେ ଏହି ଚାଉଳ ଓ […]

ଦହିବରା

ଉପକରଣ – ଚୋପା ଛଡ଼ା ବିରି – ୧ କିଲୋ, ଚାଉଳ ଚୁନା – ୨୫୦ ଗ୍ରାମ, ତାଜା ଦହି – ୧ କିଲୋ, ଫୁଟଣ – ୨ ଚାମୁଚ, ଭୃସଙ୍ଗୀପତ୍ର – ୨କେରା, ଲଙ୍କା ମରିଚ ଗୁଣ୍ଡ – ୨ ଚାମୁଚ, ଆମ୍ବ କଷିଆ ଅଦା –ଛୋଟ ଖଣ୍ଡେ, ଆବଶ୍ୟକ ଅନୁସାରେ ଛାଣିବା ପାଇଁ ରିଫାଇନ ତେଲ ଓ ଲୁଣ ନିଅନ୍ତୁ । ପ୍ରସ୍ତୁତି – ଆଗରୁ ବିରିକୁ ବତୁରାଇ ତାହାକୁ ବାଟି ଦିଅନ୍ତୁ । […]

ନଡ଼ିଆ ବରା

ଉପକରଣ -କୋରା ନଡ଼ିଆ – ୨ କପ, ବଡ଼ ଆଳୁ -୨ଟା, ଜିରା ଗୁଣ୍ଡ – ୧ ଚାମୁଚ -ଲଙ୍କା ଗୁଣ୍ଡ-ଅଧ ଚାମୁଚ – ଆବଶ୍ୟକ ଅନୁସାରେ ଲୁଣ ଓ ରିଫାଇନ ତେଲ ନେବେ ପ୍ରସ୍ତୁତି ପ୍ରଥମେ ଆଳୁକୁ ସିଝାଇ ଚୋପା ବାହାର କରିଦେବେ । ସେଥିରେ କୋରା ନଡ଼ିଆ, ଜିରାଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଲୁଣ ପକାଇ ଭଲ କରି ଚକଟି ଦେବେ । ତେଲ ଗରମ କରି ଏହାକୁ ବରାଭଳି ତିଆରି କରି ତେଲରେ […]

ADVERTISEMENT

Recent Posts

Archives

Categories