Showing 22 Result(s)
ଦହିବରା
Pure Vegetarian

ଦହିବରା

ଉପକରଣ – ଚୋପା ଛଡ଼ା ବିରି – ୧ କିଲୋ, ଚାଉଳ ଚୁନା – ୨୫୦ ଗ୍ରାମ, ତାଜା ଦହି – ୧ କିଲୋ, ଫୁଟଣ – ୨ ଚାମୁଚ, ଭୃସଙ୍ଗୀପତ୍ର – ୨କେରା, ଲଙ୍କା ମରିଚ ଗୁଣ୍ଡ – ୨ ଚାମୁଚ, ଆମ୍ବ କଷିଆ ଅଦା –ଛୋଟ ଖଣ୍ଡେ, ଆବଶ୍ୟକ ଅନୁସାରେ ଛାଣିବା ପାଇଁ ରିଫାଇନ ତେଲ ଓ ଲୁଣ ନିଅନ୍ତୁ । ପ୍ରସ୍ତୁତି – ଆଗରୁ ବିରିକୁ ବତୁରାଇ ତାହାକୁ ବାଟି ଦିଅନ୍ତୁ । …

ନଡ଼ିଆ ବରା
Pure Vegetarian

ନଡ଼ିଆ ବରା

ଉପକରଣ -କୋରା ନଡ଼ିଆ – ୨ କପ, ବଡ଼ ଆଳୁ -୨ଟା, ଜିରା ଗୁଣ୍ଡ – ୧ ଚାମୁଚ -ଲଙ୍କା ଗୁଣ୍ଡ-ଅଧ ଚାମୁଚ – ଆବଶ୍ୟକ ଅନୁସାରେ ଲୁଣ ଓ ରିଫାଇନ ତେଲ ନେବେ ପ୍ରସ୍ତୁତି ପ୍ରଥମେ ଆଳୁକୁ ସିଝାଇ ଚୋପା ବାହାର କରିଦେବେ । ସେଥିରେ କୋରା ନଡ଼ିଆ, ଜିରାଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଲୁଣ ପକାଇ ଭଲ କରି ଚକଟି ଦେବେ । ତେଲ ଗରମ କରି ଏହାକୁ ବରାଭଳି ତିଆରି କରି ତେଲରେ …

error: Content is protected !!