ମସଲା ମାଛ ଭଜା
ଉପକରଣ – ବଡ଼ ମାଛ – ୧୦ ପିସ୍, କର୍ଣ୍ଣଫୋର-୪ଚାମୁଚ, ମଇଦା-୨ ଚାମୁଚ, ଅଦା ପୋଷ୍ଟ-୪ଚାମୁଚ, ଭିନେଗାର-୨ ଚାମୁଚ, ରସୁଣ ପୋଷ୍ଟ-୪ଚାମୁଚ, ଜିରା ପାଉଡ଼ର – ୨ ଚାମୁଚ, ଧନିଆ ପାଉଡ଼ର-୨ ଚାମୁଚ, କଟା କଞ୍ଚା ଲଙ୍କା-୩ଚାମୁଚ, ସୋୟାସସ୍-୪ଚାମୁଚ, ହଳଦି-୪ଚାମୁଚ, ଧନିଆ ପତ୍ର-୨ବିଡ଼ା, ଦରକାର ଅନୁସାରେ ଲୁଣ ଓ ତେଲ ନେବେ । ପ୍ରସ୍ତୁତି – ପ୍ରଥମେ ମାଛକୁ ଧୋଇ ତାର କାତି ବାହାର କରି ଦେବେ । ତା’ପରେ ମାଛରେ ହଳଦି, ଲୁଣ, ଅଦା, କଞ୍ଚାଲଙ୍କା, …