Non- Vegetarian

ଚିଙ୍ଗୁଡ଼ି ବରା

ପ୍ରସ୍ତୁତି- ପ୍ରଥମେ ଆବଶ୍ୟକତା ଅନୁସାରେ ଚିଙ୍ଗୁଡ଼ି ନେଇ ତାକୁ ଭଲ କରି ଧୋଇ ଦିଅନ୍ତୁ । ତା’ପରେ ଚିଙ୍ଗୁଡ଼ିକୁ ଭଲ କରି ଭାଜି ତାକୁ ବାଟି ଦିଅନ୍ତୁ । ଏଥିରେ ଜିରା, ସୋରିଷ, ପିଆଜ, ରସୁଣ, ଲଙ୍କା ଓ ହଳଦୀକୁ ଆବଶ୍ୟକତା ଅନୁସାରେ ବାଟି ମିଶାଇ ଦିଅନ୍ତୁ । ଅଠା ଧରିବା ପାଇଁ ପାଞ୍ଚ ଚାମୁଚ ବେସନ ମିଶାଇ ଗୋଳାଇ ଦିଅନ୍ତୁ । ସ୍ବାଦ ଅନୁସାରେ ଲୁଣ ମଧ ମିଶାନ୍ତୁ । ଅଳ୍ପ ତେଲରେ ଛୋଟ ଛୋଟ ବରା କରି ଖାଆନ୍ତୁ ଓ ଖୁଆନ୍ତୁ ।

Leave a Reply

error: Content is protected !!