ଚିଙ୍ଗୁଡ଼ି ମୁସ୍ମୁସ୍

ଉପକରଣ – ଛେଟ ଚିଙ୍ଗୁଡ଼ି-୫୦୦ ଗ୍ରାମ, ଅରୁଆ ଚାଉଳ-୨କପ, ବଟା, ରସୁଣ –୨ ଚାମୁଚ, ବଟା,ଅଦା-୧ ଚାମୁଚ, କଟା ପିଆଜ-୨ଟି, ବେସନ-୫ଚାମୁଚ, ଆବଶ୍ୟକ ଅନୁସାରେ ଲୁଣ, ହଳଦି, ତେଲ ଓ ଲଙ୍କା ଗୁଣ୍ଡ ନେବେ ।

ପ୍ରସ୍ତୁତି – ପ୍ରଥମେ ଚିଙ୍ଗୁଡ଼ିକୁ ଭଲ ଭାବରେ ନିଶ ଛଡ଼ାଇ ଧୋଇ ଦିଅନ୍ତୁ । ଏଥିରେ ଲୁଣ ଓ ହଳଦି ଗୁଣ୍ଡ ମିଶାଇ ଗୋଳାଇ ରଖନ୍ତୁ । ଶେଷରେ ଚାଉଳ ଗୁଣ୍ଡ କରି ମିଶାଇ ରଖନ୍ତୁ । ଗରମ ତେଲରେ ଏହାକୁ ଛୋଟ କରି ବରା ଭଳି ଭାଜି ଦିଅନ୍ତୁ । ଏଥର ଚିଙ୍ଗୁଡ଼ି ମୁସମୁସ୍ ପ୍ରସ୍ତୁତ ହୋଇଗଲା ।

Mango Lassi ( Indian Mango Yogurt Drink ) https://t.co/wVF6tSEG9n #sarbat #lasi #mangolasi https://t.co/wVF6tSEG9n
https://t.co/31s9RdaRBP spicy oil is used in the pan as a cooking base for meats and vegetables, as a spicy dipping… https://t.co/31s9RdaRBP
RT : Influenced of odia food bloggers. "Pakhala bhata" isn't the only thing we eat. https://t.co/ARaftjTgD4