Non-Vegetarian Other Regional Foods

ରେଡ଼ ଚିଲି ପାମ୍ପଲେଟ୍

ପ୍ରସ୍ତୁତି – ଆବଶ୍ୟକ ଅନୁସାରେ ଚାନ୍ଦି ମାଛ, ନାଲି ଲଙ୍କା ଗୁଣ୍ଡ, ଭିନେଗାର ଓ ପିଆଜ ନିଅନ୍ତୁ । ପ୍ରଥମେ ମାଛକୁ ଭଲ ଭାବରେ ଧୋଇ ଦିଅନ୍ତୁ । ପିଆଜ ଓ ନାଲି ଲଙ୍କା ମିଶାଇ ଗ୍ରାଇଣ୍ଡି କରି ବାଟି ଦିଅନ୍ତୁ । ଚାନ୍ଦି ମାଛର ଗୋଟିଏ ପଟ କାଟି ତା’ ଭିତରେ ଏହି ବଟା ମସଲା ପୁରାଇ ଦିଅନ୍ତୁ । ବାକି ମସଲାକୁ ମାଛର ତଳ ଉପର ଗୋଳାଇ ସେଥିରେ ଭିନେଗାର ମିଶାଇ ଭିଜାଇ ରଖନ୍ତୁ । ଏହା ପ୍ରାୟ ଏକ ଘଣ୍ଟା ଭିଜିବା ପରେ ଗରମ ତେଲରେ ଚାନ୍ଦି ମାଛକୁ ଭଲ କରି ଭାଜି ଦିଅନ୍ତୁ । ବର୍ତମାନ ରେଡ଼୍ ଚିଲି ପାମ୍ପଲେଟ୍ ମାଛ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!