Non-Vegetarian Other Regional Foods

ରୋଷ୍ଟେଡ଼ ଚିକେନ୍

ପ୍ରସ୍ତୁତି – ୧୨୦୦ ଗ୍ରାମ୍ ଚିକେନ୍‌କୁ ପରିଷ୍କାର ଧୋଇ ଛାଣି ରଖିବେ । ଗରମ ତେଲରେ ୧୦ ଗ୍ରାମ୍ ଚିନି ପକାଇବେ । ଏହା ଲାଲ ରଙଗ ହେଲା ପରେ ଏକ କପ ଥଣ୍ଡା ପାଣି ଦେଇ ଫୁଟିଗଲା ପରେ ତାକୁ କାଢ଼ି ଅଲଗା ରଖିବେ । ୧୦୦ ଗ୍ରାମ୍ ତେଲ ଗରମ କରି ସେଥିରେ ବଟା ଅଦା ଓ ରସୁଣ ୨୦ ଗ୍ରାମ୍ ଏବଂ ବଟା ପିଆଜ-୨୦ ଗ୍ରାମ୍ ମିଶାଇ ଭଲ କରି ଭାଜିବେ । ଏହା ବାଦାମୀ ରଙଗ ହୋଇଆସିଲେ ପୂର୍ବରୁ ପ୍ରସ୍ତୁତ ଥିବା ଚିନି ପାଣିକୁ ଏଥିରେ ନେବେ !
ଓରୋସଷ୍ଟର ସସ୍, ୫୦ ଗ୍ରାମ, ବିଲାତି ସସ୍ ୫୦ ଗ୍ରାମ, ୮ଟୁ ୮ସସ୍ ୨୦ ଗ୍ରାମ୍ ସହିତ ଚିକେନ୍‌କୁ ପକାଇ ଭଲ କରି ଘାଣ୍ଟି ଦେବେ । ଚିକେନ୍ ଲାଲ ରଙଗ ହୋଇ ଆସିଲେ ଏବଂ କରେଇରୁ ପାଣି ଶୁଖିଗଲେ ଚିକେନ୍‌ରେ ୨କପ ପାଣି ଦେଇ ଘୋଡ଼ାଇ ଦିଅନ୍ତୁ । ୨୦ ମିନିଟ୍ ଚିକେନ୍ ସିଝିବା ପରେ ୧୦୦ ଗ୍ରାମର ସିଝା ଆଳୁର ଚକଟା। ଏଥିରେ ଦେବେ । ଝୋଳ ମୋଟା ହୋଇଗଲେ ଏହାକୁ ତଳକୁ କାଢ଼ିଦେବେ । ଏଥର ରୋଷ୍ଟେଡ଼ ଚିକେନ୍ ପ୍ରସ୍ତୁତ ହୋଇଗଲା ।

Leave a Reply

error: Content is protected !!