Non- Vegetarian

ଚିକେନ୍ ଫ୍ରାଏ

ପ୍ରସ୍ତୁତି – ୩୦୦ ଗ୍ରାମର-ହାଡ଼ ନଥୁବା ଚିକେନ୍‌କୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ୧୦୦ ଗ୍ରାମ-କର୍ଣ୍ଣଫ୍ଲୋ ର, ୧୦୦ ଗ୍ରାମ-ମଇଦା, ଗୋଟଏ-ଅଣ୍ଡା, ଆବଶ୍ୟକ ଅନୁସାରେ ଲୁଣ ଓ ମସଲା ଗୁଣ୍ଡ ଦେଇ ମିଶ୍ରଣ ତିଆରି କରନ୍ତୁ । ଏହି ମିଶ୍ରଣକୁ ଚିକେନ୍‌ରେ ଗୋଳାଇ ଅଲଗା ରଖନ୍ତୁ । ଏହି ପରି ତିନି ଘଣ୍ଟା ରଖିଲା ପରେ ତେଲରେ ଛାଣି ଦିଅନ୍ତୁ । ଏଥର ଚିକେନ୍ ଫ୍ରାଏ ପ୍ରସ୍ତୁତ ହୋଇଗଲା । ଏହାର ଉପରେ କଟା ପିଆଜ ଓ କଟା ଧନିଆ ପତ୍ର ମିଶାଇ ଖାଆନ୍ତୁ ।

Leave a Reply

error: Content is protected !!