ଚିକେନ୍ ଫ୍ରାଏ

ପ୍ରସ୍ତୁତି – ୩୦୦ ଗ୍ରାମର-ହାଡ଼ ନଥୁବା ଚିକେନ୍‌କୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ୧୦୦ ଗ୍ରାମ-କର୍ଣ୍ଣଫ୍ଲୋ ର, ୧୦୦ ଗ୍ରାମ-ମଇଦା, ଗୋଟଏ-ଅଣ୍ଡା, ଆବଶ୍ୟକ ଅନୁସାରେ ଲୁଣ ଓ ମସଲା ଗୁଣ୍ଡ ଦେଇ ମିଶ୍ରଣ ତିଆରି କରନ୍ତୁ । ଏହି ମିଶ୍ରଣକୁ ଚିକେନ୍‌ରେ ଗୋଳାଇ ଅଲଗା ରଖନ୍ତୁ । ଏହି ପରି ତିନି ଘଣ୍ଟା ରଖିଲା ପରେ ତେଲରେ ଛାଣି ଦିଅନ୍ତୁ । ଏଥର ଚିକେନ୍ ଫ୍ରାଏ ପ୍ରସ୍ତୁତ ହୋଇଗଲା । ଏହାର ଉପରେ କଟା ପିଆଜ ଓ କଟା ଧନିଆ ପତ୍ର ମିଶାଇ ଖାଆନ୍ତୁ ।

https://t.co/31s9RdaRBP spicy oil is used in the pan as a cooking base for meats and vegetables, as a spicy dipping… https://t.co/31s9RdaRBP
RT : Influenced of odia food bloggers. "Pakhala bhata" isn't the only thing we eat. https://t.co/ARaftjTgD4
RT : What's your favourite non-vegetarian #Odia dish? We love the #seafood cooked at our campsite, by Jaga bhai and his family! 😍…