ଅଣ୍ଡା କୁର୍ମା
ଉପକରଣ – ଅଣ୍ଡା-୮ଟା, ପିଆଜ-୪ଟା, ଲବଂଗ-୨ଟା, ଗୁଜୁରାତି-୪ଟା, ତେଲ – ୧କପ, ବିଲାତି ବାଇଗଣ-୨ଟା, ଶୁଖିଲା ଲଙ୍କା-୭ଟି, ରସୁଣ-୬ ପାଖୁଡ଼ା, ଧନିଆ-୧ ଚାମୁଚ, ପୋସ୍ତକ-୧ ଚାମୁଚ, ଦରକାର ମୁତାବକ ଲୁଣ ଓ ହଳଦି ନେବେ । ପ୍ରସ୍ତୁତି – ପ୍ରଥମେ ଅଣ୍ଡାକୁ ସିଝାଇ ଏହାର ଖୋଳପା ବାହାର କରିଦେବେ । ଅଣ୍ଡାକୁ ଦୁଇ ଖଣ୍ଡ କରି ରଖିବେ । ୨ଟି କଟା ପିଆଜ ଓ ବାକି ସବୁ ବଟା ମସଲା ତିଆରି କରି ରଖନ୍ତୁ । ବିଲାତି …