Showing 1 Result(s)
ଶୋଲା ନଡିଆ ପାଗ 1
streetfoods

ଶୋଲା ନଡିଆ ପାଗ

ଶୋଲା ନଡିଆ ପାଗ, ବରଷା ପାଗକୁ ଖୁବ ବଢିଆ । ମୁଁ କହେ ସବୁ ସମୟରେ ଏଇ ପାଗ ଖୁବ ବଢିଆ ।  ବରଷକ ଛଅ ୠତୁ କାହିଁ କିନ୍ତୁ ଅନୁଭବ ହୁଏ କେବଳ ଚାରି ୠତୁ । ଶୋଲାକୁ ଓଡିଶାରେ ବିଭିନ୍ନ ପ୍ରାନ୍ତରେ ଚଣା ଓ ମୁନିଆ ବୁଟ ରୁପେ ଜଣାଯାଏ ।  ସିଝା ଶୋଲା ପିତ୍ତ ତଥା କଫ ସମସ୍ଯା ଦୂର କରିଥାଏ କିନ୍ତୁ ଗଜା ଶୋଲା କୋମଳ, ଭୋକ ବଢାଇବା, ବୀର୍ଯବର୍ଦ୍ଧକ, ଶକ୍ତି …

error: Content is protected !!