

ମାଂସ ବିରିଆନି
ଉପକରଣ – ମାଂସ-ଦୁଇ କିଲୋ, ଡେରାଡୁନ କିମ୍ବା ବାସୁମତୀ ଚାଉଳ-୧ କିଲୋ , ଅମୃତ ଭଣ୍ଡା-୫୦୦ ଗ୍ରାମ, ପିଆଜ (ବଡ଼)-୪ଟା, ରସୁଣ-୨ଟା, ଅଦା ଖଣ୍ଡେ, ଦହି-୨କପ, ଲଙ୍କା ଗୁଣ୍ଡ-୧ ଚାମୁଚ, ଲବଂଗ-୧୦ଟି, ଲେମ୍ବୁରସ-୨ ଚାମୁଚ, କ୍ଷୀର-ଦୁଇ କପ, ଗରମ ମସଲା-୨ ଚାମୁଚ, କେଶର-୮ଖଣ୍ଡ, ଘିଅ-୪ଚାମୁଚ, ଅଟା ଚକଟା କିଛି, ଧନିଆ ପତ୍ର ଗୁଣ୍ଡ ଦୁଇ ଚାମୁଚ, ପୋଦିନା ପତ୍ର ଦୁଇ ବିଡ଼ା, ଆବଶ୍ୟକ ପରିମାଣରେ ହଳଦି ଓ ଲୁଣ ନେବେ । ପ୍ରସ୍ତୁତି – ପ୍ରଥମେ ଭାତ …
ମାଛ ଟୁକ୍ଟୁକା
ଉପକରଣ – କଟା ମାଛ – ୧୦ ପିସ୍, ପିଆଜ-୨ଟା, ଫୁଟଣ-୨ଟା ଚାମୁଚ, ବିଲାତି ବାଇଗଣ-୪ଟା, ହଳଦି-୧ ଚାମୁଚ, ଲଙ୍କା ଗୁଣ୍ଡ-୨ ଚାମୁଚ, କଞ୍ଚାଲଙ୍କା-୧୦ଟି, ଧନିଆ ପତ୍ର – ୧ବିଡ଼ା, ଦରକାର ଅନୁସାରେ ତେଲ ଓ ଲୁଣ ନେବେ । ପ୍ରସ୍ତୁତି – ପ୍ରଥମେ ମାଛ ଧୋଇ ଭଲ କରି ଭାଜି ଦିଅନ୍ତୁ । ଏଥିରୁ କଣ୍ଟା ବାହାର କରି ଛୋଟ ଛୋଟ ଖଣ୍ଡରେ ପରିଣତ କରି ଦିଅନ୍ତୁ । ଗରମ ତେଲରେ ଫୁଟଣ ପକାଇ ଦିଅନ୍ତୁ …
ମାଛ ମଲାଇ
ଉପକରଣ – ମାଛ -୧ କିଲୋ, ବଡ଼ ନଡ଼ିଆ-୧ ଟା, ପିଆଜ-୨ଟା, ଛେଚା, ଅଦା-୩୦ ଗ୍ରାମ, ଧନିଆ ଗୁଣ୍ଡ-୪ଚାମୁଚ, କର୍ଣ୍ଣଫ୍ଲୋର-୨ ଚାମୁଚ, ଭିନେଗାର-୬୦ ମିଲି ଲିଟର, ହଳଦି ଗୁଣ୍ଡା-୩ଚାମୁଚ, ଆବଶ୍ୟକ ଅନୁସାରେ ସୋରିଷ ତେଲ, ଭୃଷଙ୍ଗା ପତ୍ର ଓ ଲୁଣ ନେବେ । ପ୍ରସ୍ତୁତି – ପ୍ରଥମେ ମାଛକୁ ସଫାକରି ସେଥିରେ ଲୁଣ ଭଲ ଭାବରେ ଘଷି ଦିଅନ୍ତୁ । ୧୦ ମିନିଟ ପରେ ଥଣ୍ଡା ପାଣିରେ ତାକୁ ଧୋଇ ପରିଷ୍କାର କରି ଦିଅନ୍ତୁ । ତା’ପରେ …
ମାଛ ବିରିଆନି
ଉପକରଣ – ୧ କିଲୋ-ବାସୁମତୀ ଚାଉଳ, ୧କିଲୋ-ବଡ଼ ରୋହି ମାଛ, ୮ଟିପିଆଜ, ରସୁଣ- ୧୨ କୋଲା, ତେଜ ପତ୍ର-୪ଟା, ଗୁଜୁରାତି-୪ଟି, ଢ଼ାଲଚିନି-୪ ଖଣ୍ଡ, ଲବଂଗ୮ଟି, ଅଦା-୬ ସେ.ମିର ଖଣୋ, ଘିଅ-୪ ଟେବୁଲ ଚାମୁଚ, ଲାଲ। ଲଙ୍କା-୧-୨ ଟି, ଆବଶ୍ୟକ ଅନୁସାରେ ଲୁଣ, ହଳଦି ଗୁଣ୍ଡ ଓ ତେଲ ନେବେ । ପ୍ରସ୍ତୁତି – ପ୍ରଥମେ ୪ଟି ଅଦା ଓ ରସୁଣ ମିଶାଇ ଭଲ କରି ବାଟି ଦେବେ । ଗରମ ତେଲରେ ଲୁଣ ଓ ହଳଦୀ ମିଶାଇ …
ମାଛ ପକୋଡ଼ା
ଉପକରଣ – ଭଲ ମାଛ -୧ କିଲୋ, ବେସନ-୫୦୦ ଗ୍ରାମ, ଜିରା-୫୦ ଗ୍ରାମ, ଲଙ୍କା – ୮ଟି, ଗୁଜୁରାତି-୧୦ଟା, ବଡ଼ ପିଆଜ-୨ଟି, ଦରକାର ଅନୁସାରେ ଅଦା, ରସୁଣ, ଡ଼ାଲଚିନି ଖାଇବା ସୋଢ଼ା, ଲୁଣ, ହଳଦି ଓ ସୋରିଷ ତେଲ ନେବେ । ପ୍ରସ୍ତୁତି – ପ୍ରଥମେ ମାଛକୁ ପରିଷ୍କାର କରି ଧୋଇ କାତି ସଫା କରି ଦିଅନ୍ତୁ । ଏହାକୁ ବଡ଼ ବଡ଼ ସାଇଜ କରି କାଟି କଣ୍ଟା ବାହାର କରି ଦିଅନ୍ତୁ । ମାଛରେ ହଳଦି …
କ୍ରାଞ୍ଚୁ ଚିକେନ୍
ପ୍ରସ୍ତୁତି- ୮୦୦ ଗ୍ରାମ୍ ଚିକେନ୍କୁ ଲମ୍ବା ଲମ୍ବା କରି ୩୨ ଖଣ୍ଡ କରିବେ । ଏହା ଉପରେ ଗୋଟିଏ ଲେମ୍ବୁର ରସ ଚିପୁଡ଼ି ଦେବେ । ଧଳା ଗୋଲମରିଚ ୫ ଗ୍ରାମ୍ ଓ ସାମାନ୍ୟ ଲୁଣ ମିଶାଇ ତା’ ଉପରେ ଦେବେ । ମଇଦା ୨୫ ଗ୍ରାମ୍, କର୍ଣ୍ଣଫେର ୫୦ ଗ୍ରାମ୍, ଅଧ କପ ପାଣିରେ ଫେଣ୍ଟି ଚିକେନରେ ପକାଇ ଭଲ କରି ଗୋଳାଇ ଦେବେ । ପ୍ରତ୍ୟେକ ଚିକେନ ଖଣ୍ଡକୁ ଆଣି ୨୫୦ ଗ୍ରାମ୍ ପାଉଁରୁଟି …
କାଠି କବାବ୍
ଉପକରଣ – ହାଡ଼ ନଥିବା ଚିକେନ୍-୪୦୦ ଗ୍ରାମ, ଗରମ ମସଲା-୨୦ ଗ୍ରାମ, ତେଲଛଅ ଚାମୁଚ, ବଡ଼ କାଗଜିଲେମ୍ବୁ-୨ଟା, ଦରକାର ଅନୁସାରେ ଲୁଣ, ଅଦା, ରସୁଣ, କଞ୍ଚାଲଙ୍କା ଓ ଧନିଆ ପତ୍ର ନେବେ । ପ୍ରସ୍ତୁତି – ପ୍ରଥମେ ଚିକେନ୍କୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ଭଲ କରି ଧୋଇ ସଫା କରି ଏଥିରେ ଲୁଣ ଓ ଲେମ୍ବୁରସ ଦେଇ ରଖନ୍ତୁ । ଅଦା ଓ ରସୁଣକୁ ବାଟି ଚିକେନରେ ମିଶାଇ ଦିଅନ୍ତୁ । ତା’ପରେ …
କସ୍ତୁରୀ କବାବ୍
ପ୍ରସ୍ତୁତି – ୫୦୦ ଗ୍ରାମ୍-ହାଡ଼ ବିହୀନ ଚିକେନ୍କୁ – ୧୬ ଖଣ୍ଡ କରି କାଟିବେ । ସେଥିରେ ଅଦା ରସୁଣ ବଟା-୧୨୫ ଗ୍ରାମ୍ ଗୋଳାଇ ୨ଟି ଲେମ୍ବୁର ରସ ଚିପୁଡ଼ି ଦେବେ । ଚିଲି ପାଉଡ଼ର୫ ଗ୍ରାମ, ଧନିଆ ପାଉଡ଼ର-୫ ଗ୍ରାମ, ଜିରା ପାଉଡ଼ର-୫ ଗ୍ରାମ, କଳା ଲୁଣ-୩ ଗ୍ରାମ, ଚାଟ ମସଲା-୩ ଗ୍ରାମ୍, ତେଲ-୫୦ ଗ୍ରାମ, ଚିଜ୍-୫୦ ଗ୍ରାମ, କାଜୁ ବଟା – ୨୦୦ ଗ୍ରାମ୍, କ୍ରିମ୍ ୫୦ ଗ୍ରାମ୍, ଧଳା ଗୋଲମରିଚ ୧୦ ଗ୍ରାମ୍ …
କଞ୍ଚା ମାଛ ତରକାରୀ
ଉପକରଣ – ବଡ଼ ମାଛ -୬ପିସ୍, ପିଆଜ-୨ଟା, ରସୁଣ-୮ କୋଲା, ବିଲାତି ବାଇଗଣ -୨ଟା, କଞ୍ଚା ଲଙ୍କା-୬ଟା, ଖଟା ତୋରାଣି-୩ କପା, ହଳଦୀ-୩ଚାମୁଚ, ଫୁଟଣ-୧ ଚାମୁଚ, ଧନିଆ ପତ୍ର-୧ ବିଡ଼ା, ଆବଶ୍ୟକତା ଅନୁସାରେ ତେଲ, ହଳଦି ଓ ଲୁଣ ନେବେ । ପ୍ରସ୍ତୁତି – ପ୍ରଥମେ ମାଛକୁ ଭଲ କରି ଧୋଇ ସେଥିରୁ କାତି ବାହାର କରି ଦିଅନ୍ତୁ । ସେଥିରେ ଲୁଣ ଓ ହଳଦି ଗୋଳାଇ ରଖନ୍ତୁ । ପିଆଜ, ବିଲାତି ବାଇଗଣ ଓ କଞ୍ଚାଲଙ୍କାକୁ …
