ରୋଷ୍ଟେଡ଼ ଚିକେନ୍
ପ୍ରସ୍ତୁତି – ୧୨୦୦ ଗ୍ରାମ୍ ଚିକେନ୍କୁ ପରିଷ୍କାର ଧୋଇ ଛାଣି ରଖିବେ । ଗରମ ତେଲରେ ୧୦ ଗ୍ରାମ୍ ଚିନି ପକାଇବେ । ଏହା ଲାଲ ରଙଗ ହେଲା ପରେ ଏକ କପ ଥଣ୍ଡା ପାଣି ଦେଇ ଫୁଟିଗଲା ପରେ ତାକୁ କାଢ଼ି ଅଲଗା ରଖିବେ । ୧୦୦ ଗ୍ରାମ୍ ତେଲ ଗରମ କରି ସେଥିରେ ବଟା ଅଦା ଓ ରସୁଣ ୨୦ ଗ୍ରାମ୍ ଏବଂ ବଟା ପିଆଜ-୨୦ ଗ୍ରାମ୍ ମିଶାଇ ଭଲ କରି ଭାଜିବେ । …
