Showing 258 Result(s)
Uncategorized

କଲିଜା ଦୋପିଆଜ

ଉପକରଣ – କଲିଜା- ୧ କିଲୋ, ରସୁଣ-୧୦ ଗ୍ରାମ, ପିଆଜ-୨୦୦ ଗ୍ରାମ୍, ବିଲାତି ବାଇଗଣ-୫୦୦ ଗ୍ରାମ, ଗରମ ମସଲା ପାଉଡ଼ର-୪ଚାମୁଚ, ଅଦା-୨ ଇଞ୍ଚର ଖଣୋ, ଜିରା – ୧ଚାମୁଚ, କଞ୍ଚାଲଙ୍କା-୧୦ଟା, ଗୁଜୁରାତି-୬ଟା, ତେଲ-୧ କିଲୋ, ଲବଂଗ-୬ଟା, ଗୋଲମରିଚ୨ ଚାମୁଚ, ଧନିଆ-୨ବିଡ଼ା, ଡ଼ାଲଚିନି-୬ଇଞ୍ଚର ଖଣ୍ଡେ, ଆବଶ୍ୟକ ପରିମାଣରେ ଲୁଣ ଓ ହଳଦି ନେବେ । ପ୍ରସ୍ତୁତି – ପ୍ରଥମେ କଲିଜାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ପିଆଜ, ଅଦା, ରସୁଣ ଓ କଞ୍ଚାଲଙ୍କାକୁ ମଧ୍ୟ ଛୋଟ …

Non- Vegetarian

କାଜୁ ଚିକେନ୍ କରୀ

ଉପକରଣ – ଚିକେନ୍-୨ କିଲୋ, ନଡ଼ିଆ କୋରା-୨କପ, ରସୁଣ-୨୦ କୋଲା, ଅଦା-୨ ଇଞ୍ଚ ଖଣୋ, ଧନିଆ-୫ ବଡ଼ ଚାମୁଚ, ଜିରା-୩ ଚାମୁଚ, ଶୁଖିଲା ଲଙ୍କା-୮ଟା, ଲବଂଗ-୧୦ଟା, ଡ଼ାଲଚିନି-୬ଇଞ୍ଚର ଖଣ୍ଡେ, କାଜୁ-୫୦୦ ଗ୍ରାମ, କଟା ବଡ଼ ପିଆଜ-୨ଟା, ଗୋଲମରିଚ ଗୁଣ୍ଡା-୧ ଚାମୁଚ, ତେଲ-୧୦ ଚାମୁଚ ଓ ଆବଶ୍ୟକ ଅନୁସାରେ ଲୁଣ ଏବଂ ପାଣି ନେବେ । ପ୍ରସ୍ତୁତି – ଚିକେନ୍‌କୁ ଭଲ କରି ଧୋଇ ସଫା କରିବେ । ଗରମ ତେଲ କରେଇରେ ନଡ଼ିଆ କୋରା, ରସୁଣ, ଅଦା, …

Non- Vegetarian

ଜିଞ୍ଜର ଚିକେନ୍

ଉପକରଣ – ହାଡ଼ ନଥିବା ଚିକେନ୍-୪୦୦ ଗ୍ରାମ୍, ରିଫାଇନ ତେଲ-୪୦୦ ଗ୍ରାମ, ଅଣ୍ଡା-୨ଟା, ମକା ଗୁଣ୍ଡ ବା କର୍ଣ୍ଣଫ୍ୱାର – ୧୦୦ ଗ୍ରାମ୍, ଚାଇନା ସଲ୍-୧ ଚାମୁଚ, ସୋୟାବିନ ସସ୍-୫୦ ଗ୍ରାମ, ଚିଲି ସସ୍-୫୦ ଗ୍ରାମ, ବିଲାତି ବାଇଗଣ ସସ୍-୫୦ ଗ୍ରାମ, ଲଙ୍କା ଗୁଣ୍ଡ – ୧ଚାମୁଚ, ପିଆଜ ୧୫ ୦ – ଗ୍ରାମ୍, କ୍ୟାପ୍ସିକମ-୧୫୦ ଗ୍ରାମ୍, ଅଦା-୧୦୦ ଗ୍ରାମ୍, ବ୍ଲକ ପିପର-୧ ଚାମୁଚ, ଆବଶ୍ୟକ ଅନୁସାରେ ଚିନି, ଲୁଣ ଓ ପାଣି ନେବେ । ପ୍ରସ୍ତୁତି …

Non-Vegetarian Other Regional Foods

ହଂକଂ ଫିସ୍

ଉପକରଣ – କଣ୍ଟା ନଥିବା ମାଛ-୪୦୦ ଗ୍ରାମ୍, ରିଫାଇନ୍ ତେଲ-୧୦୦ ଗ୍ରାମ, ପିଆଜ ଓ କ୍ୟାପସିକମ-୧୫୦ ଗ୍ରାମ୍, ଅଣ୍ଡା-୨ଟା, ମଇଦା-୧୦୦ ଗ୍ରାମ୍, ମକା ଗୁଣ୍ଡ-୨୦୦ ଗ୍ରାମ୍, ଅଦା-୧୦ ଗ୍ରାମ୍, ରସୁଣ-୧୦ ଗ୍ରାମ୍, ଚିଲି ସସ୍-୫୦ ଗ୍ରାମ୍, ବିଲାତି ସସ୍-୫୦ ଗ୍ରାମ, ସୋୟାବିନ୍ସସ୍-୫୦ ଗ୍ରାମ୍, ଆବଶ୍ୟକ ପରିମାଣରେ ଚାଇନା ଲୁଣ, ପେପର ସଲଟ, ଲୁଣ ଓ ପାଣି ନେବେ । ପ୍ରସ୍ତୁତି – ପ୍ରଥମେ କଣ୍ଟା ନଥିବା ମାଛକୁ ଧୋଇ ସଫା କରି ଚାରି କୋଣିଆ କରି କାଟିଦିଅନ୍ତୁ …

Non-Vegetarian Other Regional Foods

ହାଇଦ୍ରାବାଦୀ ମାଛ

ଉପକରଣ – ବଡ଼ ମାଛ -୨ କିଲୋ, ପୋସ୍ତକ-୪ଚାମୁଚ, ଧଳା ରାଶି-୮ଚାମୁଚ, ପିଆଜ୮ଟି, ଧନିଆ-୪ଚାମୁଚ, ଶୁଖିଲା ଲଙ୍କା-୮ଟି, ଜିରା-୨ ଚାମୁଚ, ଗୋଟେ ନଡ଼ିଆ, ଆବଶ୍ୟକ ଅନୁସାରେ ହେଗୁ, ତେନ୍ତୁଳି, ଫୁଟଣ ଓ ଏକ ଚାମୁଚ ହଳଦି ନେବେ । ପ୍ରସ୍ତୁତି – ପ୍ରଥମେ ମାଛକୁ ଧୋଇ କାତି ବାହାର କରି ପିସ୍ କରି କାଟି ଦିଅନ୍ତୁ । ମାଛରେ ଲୁଣ ଓ ହଳଦି ଗୋଳାଇ ରଖନ୍ତୁ । ଛଅ କପ ପାଣିରେ ତେନ୍ତୁଳିକୁ ବତୁରାଇ ଦିଅନ୍ତୁ । …

Non- Vegetarian

ଇଲିଶି ମାଛର ସେରିଷ – ପୋସ୍ତ

ଇଲିଶି ମାଛର ସେରିଷ – ପୋସ୍ତ ଉପକରଣ – ୮ ଖଣ୍ଡ କଟା-ମାଛ, ସୋରିଷ ତେଲ-୧୦ ଚାମୁଚ, ପୋସ୍ତକ-୩ଚାମୁଚ, କଞ୍ଚାଲଙ୍କା-୬ଟି, ଆବଶ୍ୟକ ଅନୁସାରେ ଲୁଣ, ହଳଦି, ଚିନି ଓ ପାଣି ନିଅନ୍ତୁ । ପ୍ରସ୍ତୁତି – ପ୍ରଥମେ କଟା ମାଛକୁ ଧୋଇ ଏଥିରୁ କାତି ବାହାର କରି ପରିଷ୍କାର କରନ୍ତୁ । ଏଥିରେ ଲୁଣ, ହଳଦି ଓ ଅଳ୍ପ ସେସାରିଷ ତେଲ ମିଶାଇ ୧ ଘଣ୍ଟା ରଖନ୍ତୁ । ଗରମ ତେଲରେ ମାଛକୁ ଭାଜନ୍ତୁ । ପୋସ୍ତକ, …

Non- Vegetarian

ଇଲିଶି ମାଛ ଦହି ପୋସ୍ତ

ଉପକରଣ – କଟା ଇଲିଶି ମାଛ -୮ ଖଣ୍ଡ, ପୋସ୍ତକ ବଟା-୩ଚାମୁଚ, ଦହି-୧୦୦ଗ୍ରାମ, କଞ୍ଚା ଲଙ୍କା-୫ଟି, ଚିନି-ଅଧ ଚାମୁଚ, ଆବଶ୍ୟକ ଅନୁସାରେ ଲୁଣ, ତେଲ, ହଳଦି ଓ ପାଣି ନେବ। ପ୍ରସ୍ତୁତି – ଇଲିଶି ମାଛରେ ଲୁଣ ଓ ହଳଦି ଗୋଳାଇ ୧ ଘଣ୍ଟା ରଖି ଦିଅନ୍ତୁ । ଗରମ ତେଲରେ ଏହାକୁ ଭାଜନ୍ତୁ । ବଟା ପୋସ୍ତକ ସହିତ ଦହି ଭଲ କରି ମିଶାଇ ଦିଅନ୍ତୁ । ଏଥିରେ ଅଳ୍ପ କର୍ଣ୍ଣଫୋର ମିଶାଇଲେ ଭଲ ହେବ …

Non-Vegetarian Other Regional Foods

ଡ୍ରାଗନ ଚିକେନ୍

ଉପକରଣ – ୨ କିଲୋ-ହାଡ଼ ବିହୀନ ଚିକେନ୍‌କୁ-୮୦ ଖଣ୍ଡ କରି ପରିଷ୍କାର କରନ୍ତୁ । ସେଥିରେ ୮ଟି-କଞ୍ଚା ଅଣ୍ଡା, ଅଜିନା ମାଟୋ-୧୦ ଗ୍ରାମ, ବେକିଙ୍ଗ ପାଉଡ଼ର-୧୦ ଗ୍ରାମ, କର୍ଣ୍ଣ ଫୋର-୨୦୦ ଗ୍ରାମ, ହଳଦିଆ ର°ଗ-୨୦ ମି.ଲି ଓ ଆବଶ୍ୟକ ପରିମାଣରେ ଲୁଣ ଦେଇ ଭଲ କରି ଫେଣ୍ଟିବେ । ଗରମ ତେଲରେ ଚିକେନ୍‌କୁ ଭଲ କରି ଛାଣିବେ । ଏହାକୁ ବାହାର କରି ଅଲଗା ରଖିବେ । ଗରମ ତେଲରେ ବଟର ୨୦୦ ଗ୍ରାମ୍, ବଟା ରସୁଣ …

Non- Vegetarian

ଦହି ମାଛ

ଉପକରଣ – ବଡ଼ ମାଛ -୬ ପିସ୍, ଦହି-୬ଚାମୁଚ, ପିଆଜ-୨ଟା, ରସୁଣ- ୧୦ କୋଲା, ଜିରା-୨ ଚାମୁଚ, ଧନିଆ-୧ ଚାମୁଚ, ଲାଲ ଲଙ୍କା ଗୁଣ୍ଡ-୩ଚାମୁଚ, ହଳଦି-୩ଚାମୁଚ, ଧନିଆ ପତ୍ର-୨ବିଡ଼ା, ବିଲାତି ବାଇଗଣ-୧ଟା, କଞ୍ଚା ଲଙ୍କା-୬ଟି, ଲେମ୍ବୁରସ-୨ ଚାମୁଚ, ଆବଶ୍ୟକ ଅନୁସାରେ ଲୁଣ ଓ ତେଲ ନେବେ । ପ୍ରସ୍ତୁତି – ପ୍ରଥମେ ମାଛକୁ ଭଲ ଭାବରେ ଧୋଇ ସେଥିରୁ କାତି ସଫା କରି ଦିଅନ୍ତୁ । ଏଥିରେ ଲେମ୍ବୁରସ, ଲୁଣ ଓ ହଳଦୀ ପକାଇ ଏକ ଘଣ୍ଟା …

Non- Vegetarian

କ୍ରିମ୍ ଚିକେନ୍

ପ୍ରସ୍ତୁତି – ୧. କେ.ଜି ଚିକେନ୍‌କୁ ଛୋଟ ଛୋଟ କାଟି ଲୁଣ ଓ ହଳଦି ଦେଇ ସିଝାଇ ଦିଅନ୍ତୁ । ଗୋଟିଏ ପାତ୍ରରେ ତେଲ ଗରମ କରି ଏକ କପା ପିଆଜ ଛେଚି ତା’ ମଧରେ ପକାଇ ଭାଜନ୍ତୁ । ୨୫ ଗ୍ରାମ କାଜୁ ବଟା, ୧୫୦ ଗ୍ରାମ ଦହି ଓ ୪ଟି କଞ୍ଚାଲଙ୍କା ପକାନ୍ତୁ । ଝୋଳ ବହଳିଆ ହୋଇ ଆସିଲେ ସେଥିରେ ଚିକେନକୁ ପକାଇ ଅଳ୍ପ ପାଣି ଦିଅନ୍ତୁ । କିଛି ସମୟ ପରେ …

error: Content is protected !!